ଭୁବନେଶ୍ୱରରେ ଯୋଗଗୁରୁ

ଭୁବନେଶ୍ୱର : ଭୁବନେଶ୍ୱର ଆସି ପହଞ୍ଚିଛନ୍ତି ବାବା ରାମଦେବ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସମର୍ଥକମାନଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦେଶର ଜଣେ ନିର୍ବିବାଦୀୟ ବ୍ୟକ୍ତିତ୍ୱ ଥିଲେ ବୋଲି ବାବା ରାମଦେବ କହିଛନ୍ତି । ସେ ତାଙ୍କୁ ଯୋଗ ଶିକ୍ଷା ଦେଇଥିବା କଥା ମଧ୍ୟ ରାମଦେବ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.