Below header
Browsing Tag

ramdev

କେଜରିଓ୍ଵାଲଙ୍କ ପରେ ଏବେ ରାମଦେବ ବି କହିଲେ- ‘ଦ କଶ୍ମୀର ଫାଇଲ୍ସ’କୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିଦେବା ଉଚିତ୍‌

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ପରେ ଏବେ ଯୋଗଗୁରୁ ବାବା ରାମଦେବ ମଧ୍ୟ ‘ଦ କଶ୍ମୀର ଫାଇଲ୍ସ’କୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିବାକୁ କହିଛନ୍ତି। ଏକ ଇଣ୍ଟରଭ୍ୟୁରେ ରାମଦେବ କହିଛନ୍ତି, ଏହି ଫିଲ୍ମ ଇତି ମଧ୍ୟରେ ଭଲ ରୋଜଗାର କରିସାରିଲାଣି। ଏଣୁ ଏବେ ଏହାକୁ ୟୁଟ୍ୟୁବ୍‌ ଓ…

ଭୁବନେଶ୍ୱରରେ ଯୋଗଗୁରୁ

ଭୁବନେଶ୍ୱର : ଭୁବନେଶ୍ୱର ଆସି ପହଞ୍ଚିଛନ୍ତି ବାବା ରାମଦେବ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସମର୍ଥକମାନଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦେଶର ଜଣେ ନିର୍ବିବାଦୀୟ ବ୍ୟକ୍ତିତ୍ୱ ଥିଲେ ବୋଲି ବାବା ରାମଦେବ…