ଖାରବେଳଙ୍କୁ ଆକ୍ରମଣ, ଫେସ୍‌ବୁକ୍‌ ଲାଇଭ୍‌ରେ ଚାପୁଡ଼ା ମାରିଲା ଦୁର୍ବୃତ୍ତ

ଭୁବନେଶ୍ୱର (କେନ୍ୟୁଜ୍‌) : ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ପୁଣି ଆକ୍ରମଣ । ରାୟଗଡ଼ା କାଶୀପୁର ଠାରେ ଜଣେ ସ୍ଥାନୀୟ ଲୋକ ଉତ୍କଳ ଭାରତ ଦଳର ସଭାପତି ଖାରବେଳ ସ୍ୱାଇଁଙ୍କୁ ଚାପୁଡ଼ା ମାରିଥିବା ଦେଖାଯାଇଛି । ସେଠାରେ ଆୟୋଜିତ ଏକ ସଭା ବେଳେ ଏଭଳି ଘଟିଛି ।

‘ଓଡ଼ିଆ ଭାଗ୍ୟ ପରିବର୍ତ୍ତନ’ ଯାତ୍ରା କାର୍ଯ୍ୟକ୍ରମ ବେଳେ କାଶୀପୁର ଠାରେ ଘଟିଛି ଏଭଳି ଅଭାବନୀୟ କାଣ୍ଡ । ଲୋକଟି ଖାରବେଳ ସ୍ୱାଇଁଙ୍କୁ ଚାପୁଡ଼ା ମାରିବାର ଦୃଶ୍ୟ ନିଜେ ଫେସ୍‌ବୁକ୍‌ରେ ଛାଡ଼ିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି ଏଇ ଭିଡିଓରେ ଦେଖନ୍ତୁ କିଭଳି ଥିଲା ଘଟଣା ।
https://www.facebook.com/swainkharabela/videos/705770423140447/?t=667

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.