Below header

ବାଘ ନଖ ଓ ବଜ୍ରକାପ୍ତା କାତି ଜବତ, ୨ ଗିରଫ

ସୁନାବେଡା ଅଭୟାରଣ୍ୟରେ ବାଘ ନଖ ଓ ବଜ୍ରକାପ୍ତା କାତି ଡିଲ ବେଳେ ବନ୍ୟଜନ୍ତୁ ବିଭାଗ ଓ ଖଡ଼ିଆଳ ବନ ବିଭାଗର ମିଳିତ ସ୍କ୍ୱାର୍ଡର ଚଢ଼ାଉ  l

ନୂଆପଡ଼ା : ସୁନାବେଡା ଅଭୟାରଣ୍ୟରେ ବାଘ ନଖ ଓ ବଜ୍ରକାପ୍ତା କାତି ଡିଲ ବେଳେ ବନ୍ୟଜନ୍ତୁ ବିଭାଗ ଓ ଖଡ଼ିଆଳ ବନ ବିଭାଗର ମିଳିତ ସ୍କ୍ୱାର୍ଡର ଚଢ଼ାଉ  l ଘଟଣାସ୍ଥଳରୁ ୨ଜଣ ଶିକାରୀ ଗିରଫ  l ଗିରଫ ୨ ଜଣ ହେଲେ  ସୁନାବେଡାର ରଘୁ ମହାନନ୍ଦ ଏବଂ ଜାମଗାଁର ପରମେଶ୍ୱର ମାଝୀ  l ସେମାନଙ୍କଠାରୁ କଲରାପତରିଆ ବାଘର ୧ଟି ନଖ,ଭାଲୁର ୨ଟି ନଖ  ସମେତ ବଜ୍ରକାପ୍ତାର ୨0୨ ଟି ସଲକାତି ବନ୍ୟଜନ୍ତୁ ବିଭାଗ ଜବତ କରିଛି  l ଗିରଫ ୨ ଜଣ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୁନାବେଡା ବନ୍ୟଜନ୍ତୁ ବିଭାଗର ଏସିଏଫ ସଂଜୀବ ବନଗୋଲା ସୂଚନା ଦେଇଛନ୍ତି  l

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.