Below header

ବଜ୍ରପାତରେ ଭାଙ୍ଗିଲା ଗୋପୀନାଥ ମନ୍ଦିର ପାଚେରୀ

ପିପିଲି (କେନ୍ୟୁଜ୍‌) : ବଜ୍ରପାତରେ ଭାଙ୍ଗିଲା ମନ୍ଦିର ପାଚେରୀ । ପୁରୀ ଜିଲ୍ଲା ପିପିଲି ବ୍ଲକ୍‌ ଅନ୍ତର୍ଗତ କାକୁଡ଼ିଆ ଗ୍ରମ ସ୍ଥିତ ଗୋପୀନାଥ ମନ୍ଦିରର ପାଚେରୀ ଭାଙ୍ଗି ଯାଇଛି । ଆଜି ଅପରାହ୍ନରେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ପ୍ରଚଣ୍ଡ ଶବ୍ଦ କରି ୧୦୦ ଫୁଟର ପାଚେରୀଟି ଭାଙ୍ଗି ଯାଇଥିଲା । ତେବେ ଗୋପୀନାଥ ମନ୍ଦିରର କୌଣସି କ୍ଷତି ହୋଇନଥିଲେ ମଧ୍ୟ ଗ୍ରାମବାସୀ ଭୟଭୀତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.