Below header

ଭୁବନେଶ୍ୱରରୁ ନାଇଜେରିଆ ନାଗରିକ ଗିରଫ

ଭୁବନେଶ୍ବର(କେନ୍ଯୁଜ୍) : ଚନ୍ଦ୍ରଶେଖରପୁର ଥାନା ପୋଲିସ ନାଇଜେରିଆ ନାଗରିକ ଆମାଦୀ ଭିକ୍ଟର ବ୍ଲେଜକୁ ଗିରଫ କରିଛି । ଆମାଦୀ ଭିକ୍ଟର ବ୍ଲେଜ ମୁମ୍ବାଇରୁ ଭୁବନେଶ୍ୱର ଟ୍ରେନ୍‌ ଯୋଗେ ଆସିଥିଲା । ଭୁବନେଶ୍ୱର ରେଳ ଷ୍ଟେସନରେ ଡ୍ରଗସ୍‌ କାରବାର ସନ୍ଦେହରେ ନାର୍କୋଟିକ୍ସ୍‌ ଟିମ୍‌ ତାଙ୍କୁ ଧରି ପଚରାଉଚରା କରିଥିଲା । ସେ ଜାଲ୍‌ ପାସପୋର୍ଟରେ ବୁଲୁଥିବା ଜାଣିବାକୁ ପାଇଥିଲା ନାର୍କୋଟିକ୍ସ ଟିମ୍‌ । ଏହା ପରେ ଆମାଦୀ ଭିକ୍ଟର ବ୍ଲେଜଙ୍କ ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ହସ୍ତାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.