Below header

କଂଗ୍ରେସ ତାଲିକା : ବାରବାଟୀ କଟକରେ ମୋକିମ୍‌ଙ୍କ ଝିଅ ସୋଫିଆ ପ୍ରାର୍ଥୀ

ଆସିଲା ଆଉ ଏକ କଂଗ୍ରେସ ପ୍ରାର୍ଥୀ ତାଲିକା

ଆସିଲା କଂଗ୍ରେସ ପ୍ରାର୍ଥୀ ତାଲିକା । ୨ ଲୋକସଭା ଓ ୮ ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ସମ୍ବଲପୁର ଲୋକସଭା – ନଗେନ୍ଦ୍ର ପ୍ରଧାନ, କଟକ ଲୋକସଭା – ସୁରେଶ ମହାପାତ୍ର, ବାରବାଟୀ -କଟକ ବିଧାୟିକା ପ୍ରାର୍ଥୀ – ସୋଫିଆ ଫିରଦୋସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.