Below header
Browsing Tag

congress candidate list

କଂଗ୍ରେସ ତାଲିକା : ବାରବାଟୀ କଟକରେ ମୋକିମ୍‌ଙ୍କ ଝିଅ ସୋଫିଆ ପ୍ରାର୍ଥୀ

ଆସିଲା କଂଗ୍ରେସ ପ୍ରାର୍ଥୀ ତାଲିକା । ୨ ଲୋକସଭା ଓ ୮ ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ସମ୍ବଲପୁର ଲୋକସଭା - ନଗେନ୍ଦ୍ର ପ୍ରଧାନ, କଟକ ଲୋକସଭା - ସୁରେଶ ମହାପାତ୍ର, ବାରବାଟୀ -କଟକ ବିଧାୟିକା ପ୍ରାର୍ଥୀ - ସୋଫିଆ ଫିରଦୋସ ।

ଆଜି ଆସିପାରେ କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ଆଜି ଆସିପାରେ କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। ବାକି ଥିବା ୧୦୦ ଆସନରୁ ୬୦ ଜଣଙ୍କ ନାଁ ଘୋଷଣା ସମ୍ଭାବନା ରହିଛି। ଏପଟେ ଓଡ଼ିଶାର ଆଉ ୯ ଲୋକସଭା ପାଇଁ ଗତକାଲି ପ୍ରାର୍ଥୀ ଘୋଷଣା କରିଛି ଦଳ। ସମସ୍ତ ୨୧ ଆସନ ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା…

୧୫ ସୁଦ୍ଧା ଆସିବ କଂଗ୍ରେସର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା୧୫ ସୁଦ୍ଧା ଆସିବ କଂଗ୍ରେସର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ । ସିଇସି ବୈଠକରେ ଯୋଗଦେବାକୁ ଦିଲ୍ଲୀ ଗଲେ ଶରତ ପଟ୍ଟନାୟକ । ଶନିବାର ସ୍କ୍ରିନିଂ କମିଟି ବୈଠକ ଓ ରବିବାର ସିଇସି ବୈଠକ ବସିବ । ଏଥିସହ ସୁର…

ପ୍ରକାଶ ପାଇଲା କଂଗ୍ରେସର ପ୍ରଥମ ଦଫା ପ୍ରାର୍ଥୀ ତାଲିକା, ୪୯ ବିଧାନସଭା ଓ ୮ ଲୋକସଭା ଆସନ

କେନ୍ୟୁଜ(ବ୍ୟୁରୋ) : ଆଜି ପ୍ରକାଶ ପାଇଛି କଂଗ୍ରେସର ବିଧାନସଭା ଆସନ ପାଇଁ ପ୍ରଥମ ଦଫା ପ୍ରାର୍ଥୀ ତାଲିକା । ପ୍ରଥମ ଦଫାରେ କଂଗ୍ରେସ ୪୯ ଟି ବିଧାନସଭା ଓ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ନୂଆପଡାରୁ ପିସିସି ସଭାପତି ଶରତ ପଟ୍ଟନାୟକ ଲଢ଼ୁଥିବା ବେଲେ ଜୟପୁରରୁ ପୁଣିଥରେ…

କଂଗ୍ରେସର ୯ ବିଧାନସଭା ପ୍ରାର୍ଥୀ ଘୋଷଣା, ଜାଣନ୍ତୁ କିଏ ପାଇଲେ କେଉଁଠୁ

ଭୁବନେଶ୍ବର(କେନ୍ୟୁଜ୍) : ଆଉ ୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଭଙ୍ଗାରିପୋଖରୀ ପାଇଁ ପ୍ରାର୍ଥୀ ହୋଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଭଦ୍ରକ ପାଇଁ ନଳିନୀକାନ୍ତ ମହାନ୍ତି, ବଡ଼ଚଣା ପାଇଁ ସୀତାକାନ୍ତ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି…