ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୪୯ ଜଣ ଓଡ଼ିଆଙ୍କୁ ମିଳିଛି ପଦ୍ମଶ୍ରୀ

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରେସମିଟ । ନବୀନଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପରେ ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ନେଇ କଡ଼ା ଜବାବ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମ୍ବଲପୁର(କେନ୍ୟୁଜ୍‌): ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରେସମିଟ । ନବୀନଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପରେ ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ନେଇ କଡ଼ା ଜବାବ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସାମ୍ବାଦିକ ସମ୍ମିଳନୀରେ ନବୀନଙ୍କ ପ୍ରଶ୍ନର ଉତ୍ତର ରଖି ଗତ ୧୦ ବର୍ଷରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବଦାନର ହିସାବ ଦେଇଥିଲେ । ୪୯ ଜଣ ଓଡ଼ିଆଙ୍କୁ ପଦ୍ମଶ୍ରୀ ମିଳିଛି । ବିଭିନ୍ନ ଆଞ୍ଚଳିକ ଭାଷାରେ ବର୍ଣ୍ଣବୋଧ ପ୍ରକାଶ କରାଯାଇଛି । କେନ୍ଦ୍ର ସରକାର ଧାନର ଏମଏସପି୨୧୮୩ ଟଙ୍କା ଦେଉଛନ୍ତି । କୋଇଲା ରୟାଲଟିରେ ଓଡ଼ିଶା ସବୁଠାରୁ ବଡ଼ ଲାଭାର୍ଥୀ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Leave A Reply

Your email address will not be published.