Below header

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

ବନ୍ଧୁଙ୍କ ସାହାଯ୍ୟ ପାଇବେ । ଆୟ ବୃଦ୍ଧି ପାଇବ । ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇପାରନ୍ତି । ସନ୍ତାନ ସୁଖ ପାଇବେ । ମାନସିକ ଶାନ୍ତି ରହିବ ।

ମେଷ: ଅଧ୍ୟୟନ ପ୍ରତି ଆଗ୍ରହୀ ହେବେ । ଶୈକ୍ଷିକ କାର୍ଯ୍ୟରେ ସଫଳତା ପାଇବେ । ଦାମ୍ପତ୍ୟ ସୁଖ ବଢ଼ିବ । ବାର୍ତ୍ତାଳାପରେ ସନ୍ତୁଳନ ବଜାୟ ରଖନ୍ତୁ । ଆୟ ବୃଦ୍ଧି ପାଇବ ।

ବୃଷ: ଆତ୍ମବିଶ୍ୱାସ ଭରପୂର ରହିବ । ମନ ଖୁସି ରହିବ । ଅଧିକ କଠିନ ପରିଶ୍ରମ କରିବେ । ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି । ସୁସ୍ୱାଦୁ ଖାଦ୍ୟ ପ୍ରତି ରୁଚି ବଢ଼ିବ ।

ମିଥୁନ: କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ । ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ମାନସିକ ଶାନ୍ତି ରହିବ । ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ ।

କର୍କଟ: ମନ ଶାନ୍ତି ରହିବ । ସନ୍ତାନ ସୁଖ ବଢ଼ିପାରେ । ପାରିବାରିକ ପରିବେଶ ଭଲ ରହିବ । ଅଧିକ କଠିନ ପରିଶ୍ରମ କରିବେ । ଖାଦ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ ।

ସିଂହ: ମନରେ ଆଶା ଓ ନିରାଶାର ଭାବ ରହିବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ । ସାଙ୍ଗମାନଙ୍କ ସମର୍ଥନ ପାଇବେ ।

କନ୍ୟା: ମନରେ ଅତ୍ୟଧିକ କ୍ରୋଧ ରହିବ । ବନ୍ଧୁଙ୍କ ସାହାଯ୍ୟରେ ବ୍ୟବସାୟ ବଦଳିପାରେ । ପ୍ରଗତିର ରାସ୍ତା ଖୋଲିବ । ଆୟ ବୃଦ୍ଧି ପାଇବ । ସଙ୍ଗୀତ ପ୍ରତି ଆକୃଷ୍ଟ ହେବେ ।

ତୁଳା: ମନରେ ଆତ୍ମବିଶ୍ୱାସ ରହିବ । ଅଫିସ୍‌ରେ ଅଧିକାରୀଙ୍କ ସହଯୋଗ ମିଳିବ । କଠିନ ପରିଶ୍ରମ କରିବେ । ରୋଜଗାର ବଢ଼ିବ । ଜୀବନସାଥୀଙ୍କ ସମର୍ଥନ ପାଇବେ ।

ବିଛା: ମନ ଖୁସି ରହିବ । ବାହନ ସୁଖ ବଢ଼ିବ । ପରିବାର ସହିତ ସମୟ ବିତାଇବେ । ଭାଇ ଓ ଭଉଣୀଙ୍କଠାରୁ ସମର୍ଥନ ପାଇବେ । ସମ୍ପର୍କରେ ମଧୁରତା ରହିବ ।

ଧନୁ: ଶୈକ୍ଷିକ କାର୍ଯ୍ୟରେ ସଫଳତା ପାଇବେ । ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ସାଙ୍ଗମାନଙ୍କ ସମର୍ଥନ ପାଇବେ । ନିଜ ଖାଦ୍ୟପେୟକୁ ନେଇ ସଚେତନ ରୁହନ୍ତୁ ।

ମକର: ଅଯଥା କ୍ରୋଧରୁ ଦୂରେଇ ରୁହନ୍ତୁ । ଜଣେ ବନ୍ଧୁଙ୍କ ସାହାଯ୍ୟ ପାଇବେ । ଆୟ ବୃଦ୍ଧି ପାଇବ । ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇପାରନ୍ତି । ସନ୍ତାନ ସୁଖ ପାଇବେ । ମାନସିକ ଶାନ୍ତି ରହିବ ।

କୁମ୍ଭ: ଆତ୍ମବିଶ୍ୱାସ ଭରପୂର ରହିବ । ଖର୍ଚ୍ଚ ବୃଦ୍ଧି ପାଇବ । ମନରେ ନକାରାତ୍ମକ ପ୍ରଭାବ ପଡ଼ିବ । ପରିବାରରୁ ସମର୍ଥନ ପାଇବେ । ଖର୍ଚ୍ଚ ଅଧିକ ରହିବ । ଲାଭ ସ୍ଥିତି ସୃଷ୍ଟି ହୋଇପାରେ ।

ମୀନ: ମନ ଖୁସି ରହିବ । ବ୍ୟବସାୟରେ ବୃଦ୍ଧି ଘଟିବ । ଅଧିକ ପରିଶ୍ରମୀ ହେବେ । ପୁରୁଣା ବନ୍ଧୁ ଘରକୁ ଆସି ପାରନ୍ତି । ମନରେ ଶାନ୍ତି ଓ ଖୁସିର ଭବନା ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.