ପୁଣି ଡାଉନ୍‌ ହେଲା X, ୟୁଜର୍ସଙ୍କୁ ହେଉଛି ବଡ଼ ଅସୁବିଧା

ଏମିତି ସମସ୍ୟା ବାରମ୍ବାର ଦେଖାଯାଉଛି । ଏହାର ବଜାର ମାର୍କେଟ ଭେଲ୍ୟୁ କମ୍‌ ହେବାରେ ଲାଗିଲାଣି ଏବଂ ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମ X ଦିନକୁ ଦିନ ଡାଉନ୍‌ ହେବାରେ ଲାଗିଛି । ଯେଉଁଥିପାଇଁ ୟୁଜରମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ X ପୁଣି ଥରେ ଡାଉନ ହୋଇଛି । କିଛି ଦିନ ପୂର୍ବରୁ ମଧ୍ୟ ଏହି ପ୍ଲାଟଫର୍ମ ଡାଉନ ହୋଇଥିବାର ଖବର ଜୋର ଧରିଥିଲା । ଯେଉଁଥିପାଇଁ X ୟୁଜର୍ସ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ତେବେ କହି ରଖିବାକୁ ଚାହିଁବୁ ଯେ ଏମିତି ସମସ୍ୟା ବାରମ୍ବାର ଦେଖାଯାଉଛି । ଏହାର ବଜାର ମାର୍କେଟ ଭେଲ୍ୟୁ କମ୍‌ ହେବାରେ ଲାଗିଲାଣି ଏବଂ ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମ X ଦିନକୁ ଦିନ ଡାଉନ୍‌ ହେବାରେ ଲାଗିଛି । ଯେଉଁଥିପାଇଁ ୟୁଜରମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । X ଡାଉନ ହେବା ଯୋଗୁଁ ଅନେକ X ୟୁଜର୍ସ କିଛି ବି ପୋଷ୍ଟ କରି ପାରୁ ନାହାନ୍ତି । ଦୁନିଆର ଖବର ବିଷୟରେ ଜାଣିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ X ବାରମ୍ବାର ଡାଉନ ହେବା ନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ପ୍ରତିକ୍ରିୟା ହୋଇନାହିଁ । ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ X ର ଡାଉନ୍‌ ହେବାର କାରଣ କିଛି ଅପଡେଟ୍‌ ହୋଇପାରେ ବୋଲି କୁହାଯାଉଛି । ଏହା ଡାଉନ ହେବାର ନିର୍ଦ୍ଦିଷ୍ଟ କାରଣ ଜଣା ପଡ଼ି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.