ପୁଣି ଡାଉନ୍ ହେଲା X, ୟୁଜର୍ସଙ୍କୁ ହେଉଛି ବଡ଼ ଅସୁବିଧା
ସୋସିଆଲ ମିଡିଆ ପ୍ଲାଟଫର୍ମ X ପୁଣି ଥରେ ଡାଉନ ହୋଇଛି । କିଛି ଦିନ ପୂର୍ବରୁ ମଧ୍ୟ ଏହି ପ୍ଲାଟଫର୍ମ ଡାଉନ ହୋଇଥିବାର ଖବର ଜୋର ଧରିଥିଲା । ଯେଉଁଥିପାଇଁ X ୟୁଜର୍ସ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ତେବେ କହି ରଖିବାକୁ ଚାହିଁବୁ ଯେ ଏମିତି ସମସ୍ୟା ବାରମ୍ବାର ଦେଖାଯାଉଛି ।…