Browsing Category

ଦେଶ ବିଦେଶ

ବର୍ଷାରେ ମାୟାନଗରୀ ବେହାଲ

ମୁମ୍ବାଇ: ସହର ଭିତରେ ଲହଡ଼ି ମାରୁଛି ବର୍ଷାପାଣି। କେଉଁଠି ଆଣ୍ଠୁଏ ତ ଆଉ କେଉଁଠି ଅଣ୍ଟାଏରୁ ଅଧିକ ପାଣି ପ୍ରବାହିତ ହୋଇଛି। ବୁଡ଼ି ଯାଇଥିଲା ରାସ୍ତା ଉପରେ ରହିଥିବା ଗାଡ଼ିମୋଟର। ସହରର ବିଭିନ୍ନ ରାସ୍ତାରେ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଟ୍ରାଫିକ ସମସ୍ୟା ଗୁରୁତର ହୋଇଥିଲା। ଯିବା ଆସିବା…

ଉତ୍ତରପ୍ରଦେଶ ଜେଲରେ ଘଟିଲା ଅଘଟଣ: କୁଖ୍ଯାତ ଅପରାଧୀଙ୍କୁ ଗୁଳି କରି ହତ୍ଯା

ଉତ୍ତରପ୍ରଦେଶ: ଯୋଗୀ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା। ଉତ୍ତରପ୍ରଦେଶର କୁଖ୍ୟାତ ମାଫିଆ ଡନ୍‌ ପ୍ରେମ୍‌ ପ୍ରକାଶ ସିଂହ ଓରଫ ମୁନ୍ନା ବଜରଙ୍ଗୀଙ୍କୁ ବାଗପତ୍‌ ଜିଲ୍ଲା ଜେଲ ଭିତରେ ଗୁଳି କରି ହତ୍ୟା। ପୂର୍ବତନ ବହୁଜନ ସମାଜ ପାର୍ଟି ବିଧାୟକ ଲୋକେଶ ଦୀକ୍ଷିତଙ୍କୁ ଦାଦା ବଟି ମାଗିବା ମାମଲାରେ…

ନିର୍ଭୟା ଗଣଦୁଷ୍କର୍ମ ମାମଲା ଆଜି ଆସିବ ରିଭ୍ୟୁ ପିଟିସନର ରାୟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଆର୍ ଭାନୁମତୀ ଓ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଅପରାହ୍ନରେ ୩ ଜଣଙ୍କ ପକ୍ଷରୁ ହୋଇଥିବା ରିଭ୍ୟୁ ପିଟିସନର…

୪ ଦିନିଆ ଭାରତ ଗସ୍ତରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜାଇ-ଇନ୍

ନୂଆଦିଲ୍ଳୀ : ଚଳିତ ମାସ ୪ ଦିନିଆ ଭାରତ ଗସ୍ତରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜାଇ-ଇନ୍ ଆସୁଛନ୍ତି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ମୁନ୍। ଆଞ୍ଚଳିକ, ଦ୍ୱିପାକ୍ଷିକ ଏବଂ ବିଭିନ୍ନ ଅନ୍ତର୍ଜାତୀକ ପ୍ରସଙ୍ଗରେ ଆଲୋଚନା ହେବା…

ଅମିତ ଶାହାଙ୍କ ଗୁରୁମନ୍ତ୍ର ପରେ ଏବେ ଚଳଚଞ୍ଚଳ ରାଜ୍ୟ ବିଜେପି କ୍ୟାମ୍ପ

ଶାହାଙ୍କ ଟାର୍ଗେଟକୁ ପୂରଣ କରିବା ପାଇଁ ଲାଗିପଡ଼ିଛନ୍ତି ଦଳୀୟ ନେତା। ଆଜି ଏନେଇ ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ୩୬ଟି ସାଂଗଠନିକ ଜିଲ୍ଲାର ସଭାପତି ଓ ପ୍ରଭାରୀଙ୍କର ରୁଦ୍ଧଦ୍ୱାର ବୈଠକରେ ଆଲୋଚନା କରାଯାଇଛି । ଏଥିରେ ରାଜ୍ୟ ବିଜେପି ସଭାପତି ଓ ଦୁଇ କେନ୍ଦ୍ରମନ୍ତ୍ରୀ ମଧ୍ୟ…

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ : ଦେଶରେ ଏକକାଳୀନ ନିର୍ବାଚନ ନେଇ ଆରମ୍ଭ ହୋଇଛି ଆଲୋଚନା

ଦେଶରେ ଏକକାଳୀନ ନିର୍ବାଚନ ନେଇ ଆଲୋଚନା ଜୋର ଧରିଛି। ଲ' କମିଶନ ବିଭିନ୍ନ ରାଜନୈତିକ ଦଳଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି । ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ତେବେ ଏନେଇ ଭିନ୍ନଭିନ୍ନ ମତ। ୱାନ ନେସନ ୱାନ ପୋଲକୁ ଞଜଝ ଏବଂ ଅକାଳୀ ଦଳ ସମର୍ଥନ କରୁଛନ୍ତି। ବିରୋଧ କରୁଛନ୍ତି ବାମଦଳ, ଟିଏମ୍ସି…

ବିଧାତା ଏ କି କଲା ! ‘ଅଜ୍ଞାତ ଭୂତ’ ବିରୋଧରେ ମାମଲା ରୁଜୁ ହେଲା

ଗୁଜୁରାଟ : ଭଗବାନ ଏବଂ ବିଭିନ୍ନ ପଶୁପକ୍ଷୀଙ୍କ ପରେ ବର୍ତ୍ତମାନ ଭୁତ ଉପରେ ମଧ୍ୟ ମାମଲା ରୁଜୁ କରାଯାଇଛି। ନିକଟରେ ଗୁଜୁରାଟର ବଡୋଦରା ଜିଲ୍ଲାରେ ଏକ ମହିଳା ଆତ୍ମହତ୍ଯା କରିବାକୁ ପ୍ରୟାସ କରିଥିଲେ। ଏହି ଘଟଣାରେ ’ଅଜ୍ଞାତ ଭୂତ’ ଉପରେ ପ୍ରାଥମିକ ଏତଲା ପୋଲିସ ନିକଟରେ ରୁଜୁ କରାଯାଇଛି।…

“ରକ୍ତ ଦାନର ବାର୍ତା “: ପଶ୍ଚିମବଙ୍ଗରୁ କନ୍ୟାକୁମାରୀ ସାଇକେଲରେ ଯାତ୍ରା

ପଶ୍ଚିମବଙ୍ଗ: ରକ୍ତ ଅଭାବରୁ କାହାରି ମୃତ୍ୟୁ ହେବନାହିଁ ଏଣୁ ସମସ୍ତ ସୁସ୍ଥ ଲୋକେ ନିଜ ସ୍ୱଇଚ୍ଛାରେ ରକ୍ତଦାନ କରିବା ଦରକାର ଏଭଳି ସଚେନତା ବାର୍ତା ନେଇ ପଶ୍ଚିମବଙ୍ଗରୁ କନ୍ୟାକୁମାରୀ ଯାତ୍ରା ଆରମ୍ଭ କରିଛନ୍ତି ଜୟଦେବ ରାଉତ ଓ ତାଙ୍କ ସାଥୀ ଶିବଲାଲ ବେଶରା। ଜୁଲାଇ ୧ରୁ ପଶ୍ଚିମବଙ୍ଗ ସ୍ଥିତ…

ପୋଲିସ ଦକ୍ଷତାର ପ୍ରମାଣ: ପରିକ୍ଷାର୍ଥୀ ୧୨୨, ଫେଲ ହେଲେ ୧୧୯

ହାଇଦ୍ରାବାଦ: ପରୀକ୍ଷା ଦେଇଥିଲେ ୧୨୨ ଜଣ ଫେଲ ହେଲେ ୧୧୯ ଜଣ। ଏମାନେ କୌଣସି ଛାତ୍ର ନୁହନ୍ତି, ଜଣେ ଜଣେ ପୋଲିସ ଅଫିସର। ହାଇଦ୍ରାବାଦରେ ପୋଲିସ ସେବା ପାଇଁ ଚୟନ ହେବା ପରେ କାର୍ୟ୍ୟରେ ଯୋଗଦେବାକୁ ପହଞ୍ଚିଥିଲେ। ଏହି ୧୨୨ ଜଣ ଟ୍ରେନି ଆଇପିଏସ୍ ଅଫିସରଙ୍କ ମଧ୍ୟରୁ ୧୧୯ ଜଣ ଜରୁରୀ ପରୀକ୍ଷାରେ…

ମଣିଷ ସାଜିଲେ ଅମଣିଷ : ପ୍ରେମୀ ଯୁଗଳଙ୍କୁ ଉଲଗ୍ନ କରି ନିସ୍ତୁକ ପିଟିଲେ ଗ୍ରାମବାସୀ

ଉଦୟପୁର : କୁହନ୍ତି ପ୍ରେମ ହେଉଛି ଭଗବାନଙ୍କ ଆଶୀର୍ବାଦ । ଯଦି ଏ କଥାରେ ସତ୍ଯତା ଅଛି ତେବେ ଆଜିର ସମାଜରେ କାହିଁକି ଏହାକୁ ବିରୋଧ କରାଯାଉଛି। କାହିଁକି ପ୍ରେମୀ ଜୁଗଳଙ୍କୁ ଶାନ୍ତିରେ ବଂଚିବାକୁ ଦିଆଯାଉ ନାହିଁ। କାହିଁକି କିଛି ମଣିଷ ପାଲଟି ଯାଉଛନ୍ତି ଅମଣିଷ । ଆସନ୍ତୁ ଜାଣିବା ସେହିଭଳି ଏକ…

ରଥଯାତ୍ରା ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା : ନିୟୋଜିତ ହେବେ ୧୪୦ ପ୍ଲାଟୁନ ଆର୍ମଡ୍‌ ପୋଲିସ ଫୋର୍ସ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା । ନିୟୋଜିତ ହେବେ ୧୪୦ ପ୍ଲାଟୁନ ଆର୍ମଡ୍‌ ପୋଲିସ ଫୋର୍ସ । ୨ ୟୁନିଟ୍‌ ରାପିଡ୍‌ ଆକ୍ସନ ଫୋର୍ସ, ୨ୟୁନିଟ୍‌ ଏସଟିଏଫ୍‌, ୨ୟୁନିଟ୍‌ ଏସଟିୟୁ, ଏନଡିଆରଏଫ୍‌ ଓ ଓଡ୍ରାଫ୍‌ ର ଗୋଟିଏ ଲେଖାଏଁ ୟୁନିଟ୍‌ ମୁତୟନ କରାଯିବ । ଏକ…

ଏଣିକି ବର୍ଷକୁ ୨ ଥର ହେବ NEET ଓ JEE ପରୀକ୍ଷା

ନୂଆଦିଲ୍ଲୀ : ଏଣିକି ବର୍ଷକୁ ୨ ଥର ହେବ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ NEET ଓ ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍‌ଜାମିନେସନ JEE -ମେନ ପରୀକ୍ଷା । ପ୍ରତିବର୍ଷ ଜାନୁଆରୀ ଓ ଏପ୍ରିଲରେ JEE ମେନ ପରୀକ୍ଷା ହେବ । ସେହିପରି ଫେବ୍ରୁଆରୀ ଓ ମେ’ରେ ହେବ NEET ପରୀକ୍ଷା । ଉଭୟ ପରୀକ୍ଷା…