Below header

ଭୁବନେଶ୍ୱରରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦି, ଆସନ୍ତାକାଲି ଠାରୁ ପ୍ରଚାର ଆରମ୍ଭ

ଭୁବନେଶ୍ୱର ବିମାନବନ୍ଦରରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଂଚିଲେ ପ୍ରଧାନମନ୍ତ୍ରୀ ମୋଦି  l କାଲିଠାରୁ ଓଡିଶାରେ ପ୍ରଚାର କରିବେ  l

ଭୁବନେଶ୍ୱର ବିମାନବନ୍ଦରରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଂଚିଲେ ପ୍ରଧାନମନ୍ତ୍ରୀ ମୋଦି  l କାଲିଠାରୁ ଓଡିଶାରେ ପ୍ରଚାର କରିବେ  l  ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଆ କଳା  ସଂସ୍କୃତି ଭିତରେ ସ୍ୱାଗତ କରିବା ସ୍ୱତନ ବ୍ୟବସ୍ଥା ହୋଇଥିଲା  l ସମର୍ଥକ, କର୍ମୀଙ୍କ ଗହଳି ରହିଛି  l ମାଦଳ, ବାଜା, ଶଙ୍ଖ, ସଂକୀର୍ତନ ଦଳ ସ୍ୱତନ୍ତ୍ର ଭାବେ ମୋଦିଙ୍କୁ ସ୍ୱାଗତ କରାଯାଇଛି  l ନିର୍ବାଚନ ତାରିଖ ଘୋଷଣା ପରେ ମୋଦି ପ୍ରଥମ ଥର ଓଡିଶା ଆସିଛନ୍ତି  l ଓଡିଶା ଭଜପା ସରକାର ଗଢିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି  l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.