ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜିଠୁ ନାମାଙ୍କନ, ୫ଟି ଲୋକସଭା ଆସନରେ ହେବ ଭୋଟିଂ

ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଆଜିଠୁ ନାମାଙ୍କନ। ବିଜ୍ଞପ୍ତି ପ୍ରକାଶ ସହ ଆଜିଠୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା। ଏହି ପର୍ଯ୍ୟାୟରେ ରାଜ୍ୟରେ ୫ଟି ଲୋକସଭା ଆସନରେ ଭୋଟିଂ ହେବ। ଏହି ଆସନ ଗୁଡ଼ିକ ହେଲା ବରଗଡ଼, ବଲାଙ୍ଗିର, ସୁନ୍ଦରଗଡ଼, କନ୍ଧମାଳ ଓ ଆସିକା।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଆଜିଠୁ ନାମାଙ୍କନ । ବିଜ୍ଞପ୍ତି ପ୍ରକାଶ ସହ ଆଜିଠୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା । ଏହି ପର୍ଯ୍ୟାୟରେ ରାଜ୍ୟରେ ୫ଟି ଲୋକସଭା ଆସନରେ ଭୋଟିଂ ହେବ । ଏହି ଆସନ ଗୁଡ଼ିକ ହେଲା ବରଗଡ଼, ବଲାଙ୍ଗିର, ସୁନ୍ଦରଗଡ଼, କନ୍ଧମାଳ ଓ ଆସିକା । ଏହି ୫ ଲୋକସଭା କ୍ଷେତ୍ର ଅଧୀନରେ ଥିବା ୩୫ଟି ବିଧାନସଭା କ୍ଷେତ୍ରରେ ମଧ୍ୟ ମତଦାନ ହେବ । ମେ ୨୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ । ଏହି ପର୍ଯ୍ୟାୟ ପାଇଁ ମେ ୩ ତାରିଖ ରହିଛି ନାମାଙ୍କନର ଶେଷ ଦିନ । ମେ ୪ ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ମେ ୬ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.