MDH ଓ ଏଭରେଷ୍ଟ ମସଲା ବିକ୍ରି ବ୍ୟାନ, ମସଲାରେ କୀଟନାଶକ ଏଥିଲିନ ଅକ୍ସାଇଡ ଥିବା ଅଭିଯୋଗ

ସିଙ୍ଗାପୁର ପରେ ହଂକଂରେ MDH ଓ ଏଭେରେଷ୍ଟର କିଛି ମସଲା ବିକ୍ରି ଉପରେ ଲାଗିଲା ବ୍ୟାନ । ମସଲାରେ କୀଟନାଶକ ଏଥିଲିନ ଅକ୍ସାଇଡ ଥିବା ସୂଚନା ମିଳିଛି । MDH କମ୍ପାନୀର ତିନି ମସାଲା ମଦ୍ରାସ କରି ପାଉଡର, ସମ୍ବାର ମସଲା ଓ କରି ପାଉଡରରେ ଏଥିଲିନ ଅକ୍ସାଇଡର ପରିମାଣ ଅଧିକ ଥିବା ଜଣାପଡିଛି।

ସିଙ୍ଗାପୁର ପରେ ହଂକଂରେ MDH ଓ ଏଭେରେଷ୍ଟର କିଛି ମସଲା ବିକ୍ରି ଉପରେ ଲାଗିଲା ବ୍ୟାନ । ମସଲାରେ କୀଟନାଶକ ଏଥିଲିନ ଅକ୍ସାଇଡ ଥିବା ସୂଚନା ମିଳିଛି । MDH କମ୍ପାନୀର ତିନି ମସାଲା ମଦ୍ରାସ କରି ପାଉଡର, ସମ୍ବାର ମସଲା ଓ କରି ପାଉଡରରେ ଏଥିଲିନ ଅକ୍ସାଇଡର ପରିମାଣ ଅଧିକ ଥିବା ଜଣାପଡିଛି । ସେହିପରି ଏଭେରେଷ୍ଟ କମ୍ପାନୀର ଫିସ କରି ମସାଲାରେ କିଟନାଶକ ରହିଛି । ଅତ୍ୟାଧିକ ପ୍ରେଷ୍ଟିସାଇଟ ଥିବାରୁ କ୍ୟାନସର ହେବା ଆଶଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.