Below header

ଗାଧୋଇବା ବେଳେ ବୁଡ଼ିଗଲେ ଯୁକ୍ତ ଦୁଇ ଛାତ୍ର

ସାଲେପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ସାଲେପୁର କଲେଜର ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି l

ସାଲେପୁର : ସାଲେପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ସାଲେପୁର କଲେଜର ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି l ମୃତ ଛାତ୍ର ହେଲେ ସାଲେପୁର ବ୍ଲକ ମୁର୍କୁଣ୍ଡି ଗାଁର ଅମୁଲ୍ୟ ବେହେରାଙ୍କ ପୁଅ ପ୍ରିତିରଞ୍ଜନ ବେହେରା l ପ୍ରୀତରଞ୍ଜନ ସାଙ୍ଗଙ୍କ ସହ ଚିତ୍ରୋତ୍ପଳା ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ କୌଣସି କାରଣରୁ ବୁଡିଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.