Browsing Category

ଗଣେଶ ପୂଜା

ପେଡ୍ ପରିୟଡ଼ ଲିଭ୍ ପାଇଁ ଜଣେ ଯୁବତୀଙ୍କ ସଂଘର୍ଷ, ବ୍ୟାପକ ରୂପ ନେଉଛି ଅଭିଯାନ

ସମୟ ବଦଳିଛି ଆଉ ତା ସହ ବଦଳିଛି ନାରୀର ସଂଜ୍ଞା । ଏବେ ନାରୀ ଦୁର୍ବଳା କି ଅବଳା ନୁହେଁ । ସମାଜରେ ପୁରୁଷମାନଙ୍କୁ ଅଗ୍ରାଧିକାର ଦିଆଯାଉଥିଲା ବେଳେ ଏବେ ମହିଳାମାନେ ବି ଦେଶ ବିଦେଶରେ ନିଜର ଦକ୍ଷତା ପ୍ରଦର୍ଶନ କରି ନିଜକୁ ପ୍ରମାଣିତ କରିସାରିଲେଣି । ଆଜିର ଯୁଗରେ ନାରୀ ବି କାହାଠାରୁ କମ…

‘ଲାଲବଗଚା ରାଜା’ ବାବା ଗଣେଶଙ୍କ ଉପରେ ଅଳଙ୍କାର ଓ ଟଙ୍କା ବର୍ଷା କଲେ ଭକ୍ତ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଗତ ସେପ୍ଚେମ୍ବର ୧୯ରେ ସାରା ଦେଶରେ ପାଳିତ ହୋଇଯାଇଛି ଗଣେଶ ଚତୁର୍ଥୀ । ତେବେ ଏହି ଉତ୍ସବକୁ କିନ୍ତୁ ପାଖାପାଖି ୧୦ ଦିନ ପାଳନ କରିଥାନ୍ତି ଲୋକେ । ଉତ୍ସାହ ଏବଂ ଭକ୍ତିର ଲହରୀ ଏବେ ସମସ୍ତ ଭାରତବାସୀଙ୍କ ହୃଦୟକୁ ମନ୍ତ୍ରମୁଗ୍ଧ କରୁଛି ।  ବିଭିନ୍ନ ସ୍ଥାନରେ ଏହି ପର୍ବକୁ ଖୁବ୍…

ଆସନ୍ତାକାଲି ଗଣେଶ ପୂଜା, ରଙ୍ଗୀନ ଆଲୋକ ମାଳାରେ ଝଲସୁଛି କୋଇଲା ନଗରୀ ତାଳଚେର ସହର

ରଙ୍ଗୀନ ଆଲୋକ ମାଳାରେ ଝଲସୁଛି କୋଇଲା ନଗରୀ ତାଳଚେର ସହର । ଗଣେଶ ପୂଜାକୁ ଆଉ ଦିନଟେ ବାକି ରହିଥିବା ବେଳେ ଉତ୍ସବ ମୁଖର ହୋଇଉଠିଛି ପୁରା ସହର । ପୂଜା ମଣ୍ଡପ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ସବୁଠି ଶେଷ ପର୍ଯ୍ୟାୟରେ ଚୂଡାନ୍ତ ପ୍ରସ୍ତୁତି । ଆସନ୍ତାକାଲି ଧରାପୃଷ୍ଠକୁ ଅବତରଣ କରିବେ…

ଆଜିଠୁ ପୁଣି ବର୍ଷିବ, ଭିଜିବ ଗଣେଶ ପୂଜା

 କେନ୍ୟୁଜ୍(ବ୍ୟୁରୋ):ବର୍ଷାରେ ଭିଜିବ ଗଣେଶ ପୂଜା । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ବିଶେଷକରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ସମ୍ଭାବନା…

କେବଳ ୧୦ ଦିନ ପାଇଁ କାହିଁକି ଆସନ୍ତି ଗଣପତି, ଜାଣନ୍ତୁ ଏହା ପଛରେ ଥିବା ପୌରାଣିକ ମାନ୍ୟତା

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀରେ ଭଗବାନ ଶ୍ରୀ ଗଣେଶ ଘରକୁ ବିରାଜମାନ କରନ୍ତି। ଏହାର ଠିକ୍‌ ୧୦ ଦିନ ପରେ ଅର୍ଥାତ୍‌ ଅନନ୍ତ ଚତୁର୍ଦ୍ଦଶୀ ଦିନ ଭଗବାନଙ୍କୁ ବିସର୍ଜନ କରାଯାଏ। ଅନେକ ସ୍ଥାନରେ ଦେଢ ଦିନ, ୫ ଦିନ ପରେ ମଧ୍ୟ ଗଣେଶଙ୍କୁ ବିସର୍ଜନ କରାଯାଏ। ଦେଶର ବିଭିନ୍ନ ସ୍ଥାନରେ ଗଣେଶ…

ଚଳଚଞ୍ଚଳ ଭଦ୍ରକ ସହର, ମାସେ ପର୍ଯ୍ୟନ୍ତ ପୂଜା ପାଇବେ ୫୦୦ ବର୍ଷର ବୁଢ଼ା ଗଣେଶ

ବିଘ୍ନ ବିନାଶକ, ଗଜାନନ, ପୁଣି ସେ ଗୌରୀ ନନ୍ଦନ । ଗଜାନନଙ୍କ ଅନେକ ରୂପ ରହିଛି , ଯେଉଁଥିରେ ସେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଚାରି ଯୁଗରେ ଚାରୋଟି ଅବତାରରେ ପୂଜା ପାଇ ଆସୁଛନ୍ତି ଅଗ୍ରପୂଜ୍ୟ ଗଣେଶ । ଶିଶୁ ରୂପେ ସେ ପିଲା ଗଣେଶ, ଯୁବାବସ୍ଥାରେ ସେ ଟୋକା ଗଣେଶ ଓ ବୃଦ୍ଧାବସ୍ଥାରେ ସେ ବୁଢା…

ଏଥର ପୂଜାରେ ମନକିଣିବ ୪ ଶହ ବର୍ଷର ପୁରୁଣା ମୁଗୁନି ପଥରରେ ତିଆରି ପ୍ରଭୁ ଗଣେଶଙ୍କ ମୂର୍ତ୍ତି

କଟକ(କେନ୍ୟୁଜ୍):  ଗଣେଶ ପୂଜାରୁ ଆରମ୍ଭ ହୋଇଥାଏ ପାର୍ବଣର ଋତୁ। ପୂଜାକୁ ଆଉ ଦିନ କେଇଟା ଥିବାବେଳେ ସବୁଠି ଏବେ ଚାଲିଛି ଜୋରସୋରରେ ପ୍ରସ୍ତୁତି। ତେବେ ଗଣେଶ ପୂଜା ପାଇଁ ସବୁଠୁ ବେଶି ଉତ୍ସାହିତ ଅଛନ୍ତି କଟକ ବକ୍ସିବଜାର ବଢେଇ ସାହିର ଯୁବକମାନେ। ଲୋକକଥା ଅନୁଯାୟୀ କଳାପାହାଡ ଆକ୍ରମଣରୁ ରକ୍ଷା…

ଗଣେଶ ଚତୁର୍ଥୀରେ ଏପରି ମୂର୍ତ୍ତି ଭୁଲରେ ବି ଘରକୁ ଆଣନ୍ତୁ ନାହିଁ, ନଚେତ ମିଳିବ ଅଶୁଭ ଫଳ

ଆଉ ମାତ୍ର କେଇଟା ଦିନ ପରେ ଆସୁଛି ଗଣେଶ ଚତୁର୍ଥୀ । ତେଣୁ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପ ଠାରୁ ଆରମ୍ଭ କରି ଘରେ ଘରେ ଏହାର ପ୍ରସ୍ତତି ଆରମ୍ଭ ହୋଇଗଲାଣି ।କୁହାଯାଏ ଗଣେଶଙ୍କୁ ପ୍ରସନ୍ନ କରିବା ଦ୍ୱାରା ରିଦ୍ଧି-ସିଦ୍ଧି, ସୁଖ ସମୃଦ୍ଧି ସବୁକିଛି ପ୍ରାପ୍ତ ହୋଇଥାଏ । ପ୍ରଭୁ ଗଣେଶ ହେଉଛନ୍ତି…

ବାଲାଜୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ ପ୍ରଭୁ ଗଣେଶ, ମୂର୍ତ୍ତି ତିଆରି ପାଇଁ ଲାଗିପଡ଼ିଛନ୍ତି କାରିଗର

ଧରାପୃଷ୍ଠକୁ ଆସିବେ ଗଜାନନ। ଭକ୍ତଙ୍କ ମେଳରେ ରହି ଦର୍ଶନ ଦେବେ । ଲୋକଙ୍କର ସବୁ କଷ୍ଟକୁ ଦୂର କରିବେ। ପ୍ରତିଥର ଗଣେଶ ପୂଜାରେ ସାରା ଦେଶ ଚଳ ଚଞ୍ଚଳ ହୋଇଯାଏ । ସବୁ ଭକ୍ତ ବଡ଼ ଧୂମଧାମରେ ଗଜାନନଙ୍କ ସ୍ୱାଗତ କରିଥାନ୍ତି। ପ୍ରତି ଥର ମେଢ଼ ଲାଗେ ଆଉ ସବୁଥର ଭିନ୍ନ ଭିନ୍ନ ଅନ୍ଦାଜରେ କରିଗର ମାନେ…

ଗୁଜରାଟ: ୯ମ ଥର ବିଶ୍ୱ ରେକର୍ଡ କରିବାକୁ ପ୍ରସ୍ତୁତ ହେଉଛି ଜାମନଗରର ଦଗଡୁ ସେଠ ଗଣେଶ ମହୋତ୍ସବ

ଗଣେଶ ମହୋତ୍ସବର କଥା ଆସିଲେ, ପ୍ରଥମେ ମୁମ୍ବାଇର ସିଦ୍ଧିବିନାୟକଙ୍କ ନାମ ସାମ୍ନାକୁ ଆସିଥାଏ । ହେଲେ ଗୁଜରାଟର ଜାମନଗରରେ ଦଗଡୁ ସେଠ ଗଣେଶ ମହୋତ୍ସବ ବିଶ୍ୱରେ ରେକର୍ଡ ସୃଷ୍ଟି କରିଛି। ଏହା ଏମିତି ଏକ ଗଣେଶ ପୂଜା, ଯାହାର ନାମ ଥରେ ନୁହେଁ, ବରଂ ୮ ଥର ଗିନିଜ୍ ବୁକ୍ ଅଫ୍ ଓ୍ଵାର୍ଲ୍ଡ…

ଜାଣନ୍ତୁ ଗଣେଶ ଚତୁର୍ଥୀର ଶୁଭ ଲଗ୍ନ, ନିର୍ଦ୍ଧାରିତ ସମୟରେ ପୂଜା ସମ୍ପନ୍ନ କଲେ ହେବ ସବୁ ଇଚ୍ଛା ପୂର୍ଣ୍ଣ

ପ୍ରତିବର୍ଷ ଗଣେଷ ଚତୁର୍ଥୀକୁ ସାରା ଦେଶରେ ବଡ଼ ଧୂମଧାମରେ ପାଳନ କରାଯାଏ। କିନ୍ତୁ ଏହା ପ୍ରତିଥର ଅଲଗା ଅଲଗା ତାରିଖ ତଥା ଦିନ ମାନଙ୍କରେ ପାଳନ ହୁଏ। ସମାନ ରୁହେ କେବଳ ତିଥି। ଏବେ ସବୁ ପର୍ବ ଦୁଇ ଦିନକୁ ରହୁଥିବା ବେଳେ ଗଣେଶ ଚତୁର୍ଥୀକୁ ନେଇ ମଧ୍ୟ ଦ୍ୱନ୍ଦ ଦେଖାଦେଇଛି। କେବେ ଆଉ କିପରି ଏଥର…