ପଞ୍ଜୀକରଣ କରିଥିବା ସବୁ ଚାଷୀଙ୍କ ଠାରୁ କିଣାଯିବ ଧାନ : ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର : ସବୁ ଚାଷୀଙ୍କ ଠାରୁ କିଣାଯିବ ଧାନ । ପଞ୍ଜୀକରଣ କରିଥିବା ସବୁ ଚାଷୀଙ୍କ ଠାରୁ ଧାନ କିଣିବାକୁ ଯୋଗାଣ ମନ୍ତ୍ରୀଙ୍କ ପ୍ରତିଶ୍ରୁତି। ଗତବର୍ଷ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିଲେ। ଚଳିତ ଥର ୨୨ଲକ୍ଷ ୨୮ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ସମସ୍ତ ଚାଷୀଙ୍କଠାରୁ ଧାନ…