KISS : ଏସିଆନ୍ ରଗବି ଅଣ୍ଡର-୧୮ ଚାମ୍ପିୟନସିପ୍ ପାଇଁ ଭାରତୀୟ ରଗବି ଦଳରେ KISS ର ୪ ଛାତ୍ରଛାତ୍ରୀ
ଭୁବନେଶ୍ୱର : ଏସିଆନ୍ ରଗ୍ ବି ଅଣ୍ଡର-୧୮ ଚାମ୍ପିୟନ୍ ସିପ୍ ପାଇଁ ଭାରତୀୟ ଦଳରେ କିସର ୪ ଛାତ୍ରଛାତ୍ରୀ। ଆସନ୍ତା ସେପ୍ଟେମ୍ବର ୫ ଓ ୬ ତାରିଖରେ ଚୀନରେ ଆୟୋଜିତ ହେବାକୁ ଥିବା ଏସିଆନ୍ ରଗବି ଅଣ୍ଡର-୧୮ ଚାମ୍ପିୟନ୍ ସିପ୍ ପାଇଁ ଭାରତୀୟ ଦଳରେ କିସର ୪ ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି। ମହିଳା…