ବିବାଦରେ ବିନୋଦ କାମ୍ବଲୀ : ଅଙ୍କିତ୍ ତିୱାରୀଙ୍କ ବାପାଙ୍କୁ ମାରପିଟ୍ ଅଭିଯୋଗରେ କ୍ରିକେଟରଙ୍କ ବିରୋଧରେ ମାମଲା ରୁଜୁ
ମୁମ୍ବାଇ : ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି ପୂର୍ବତନ କ୍ରିକେଟର୍ ବିନୋଦ କାମ୍ବଲୀ ଏବଂ ତାଙ୍କ ପତ୍ନୀ । ମାରପିଟ ଅଭିଯୋଗରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ମୁମ୍ବାଇର ଏକ ପରିବାର । ଘଟଣାଟି ହେଉଛି ରବିବାରର । କାମ୍ବଲୀଙ୍କ ପତ୍ନୀ ଅଭିଯୋଗକାରୀଙ୍କୁ ମାରୁଥିବାର ଭିଡିଓ ମଧ୍ୟ…