Below header
Browsing Category

କ୍ରୀଡା

ଥାଇଲାଣ୍ଡରେ ପୁଣି ଆରମ୍ଭ ହେଲା ବିପଦପୂର୍ଣ୍ଣ ରେସ୍‌କ୍ୟୁ ଅପରେସନ୍‌

ଥାଇଲାଣ୍ଡ: ଥାଇଲାଣ୍ଡରେ ମିଶନ କେଭ୍‌ ରେସ୍‌କ୍ୟୁ । ଦୁଇ ଦିନରେ ଗୁମ୍ଫା ଭିତରୁ ୮ ଜଣ ଉଦ୍ଧାର । ଗତକାଲି ୪ ଜଣ ଓ ଆଜି ଆଉ ୪ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି । ଏବେ ବି ଅନ୍ଧାରୀ ଗୁମ୍ଫା ଭିତରେ ଫସି ରହିଛନ୍ତି ୪ ଜଣ ବାଳକ ଓ ସେମାନଙ୍କର ଜଣେ କୋଚ୍‌ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି…

ଟି-୨୦ମ୍ୟାଚରେ ଭାରତର ଦମଦାର ବିଜୟ : ହିରୋ ବନିଲେ ରୋହିତ ଶର୍ମା

ନୂଆଦିଲ୍ଲୀ : ପୁଣିଥରେ ଏକ ବିଜୟ ହାସଲ କରିଛି ଭାରତ। ଇଂଲଣ୍ଡକୁ ୭ ୱିକେଟ୍ରେ ହରାଇ ସିରିଜ କବଜା କରିଛନ୍ତି ବିରାଟ ଆଣ୍ଡ କୋ। ଏହି ବିଜୟ ସହ ୩ ଟିକିଆ ସିରିଜକୁ ୨-୧ ରେ ଜିତିଛି। ଇଂଲଣ୍ଡର ୧୯୯ ରନ ଟାର୍ଗେଟକୁ ପିଛା କରୁଥିବା ମେନ ଇନ୍ ବ୍ଲୁ ୮ଟି ବଲ୍ ବାକି ଥାଇ ଟାର୍ଗେଟ ହାସଲ କରିଥିଲା।…

ଆଜି ଟି-୨୦ ସିରିଜର ଶେଷ ମୁକାବିଲା: ଭାରତ-ଇଂଲଣ୍ଡ ହେବେ ମୁହାଁମୁହିଁ

ନୁଆଦିଲ୍ଲୀ: ଆଜି ଭାରତ-ଇଂଲଣ୍ଡ ଟି-୨୦ ସିରିଜର ଶେଷ ମୁକାବିଲା। ବ୍ରିଷ୍ଟଲରେ ଏହି ମ୍ୟାଚ୍ ଖେଳାଯିବ। ଆଜି ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି। କାରଣ ତିନି ଟିକିଆ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ପ୍ରଥମ ମ୍ୟାଚ୍ ଟିମ୍ ଇଣ୍ଡିଆ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍…

ଫିଫା ବିଶ୍ୱକପ୍: ସ୍ୱିଡେନ୍‌କୁ ୨-୦ରେ ହରାଇ ସେମି ଫାଇନାଲରେ ଇଂଲଣ୍ଡ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ। କ୍ୱାର୍ଟର ଫାଇନାଲରେ ସ୍ୱିଡେନ୍‌କୁ ୨-୦ ଗୋଲରେ ହରାଇଛି। ଋଷର ସମାରା ଠାରେ ଖେଳାଯାଇଥିବା ମ୍ୟାଚ ଏକତରଫା ଥିଲା। ଖେଳର ୩୦ତମ ମିନିଟରେ ଇଂଲଣ୍ଡ ପ୍ରଥମ ଗୋଲ କରିଥିଲା। ଏକ କର୍ଣ୍ଣର ସଟ୍‌କୁ ହେରି ମେଗୁରେ ହେଡ୍ର ଜରିଆରେ…

ଥାଇଲାଣ୍ଡ: ଜଟିଳ ହେଉଛି ଉଦ୍ଧାର କାର୍ୟ୍ୟ,ଅକ୍ସିଜେନ ଅଭାବରୁ ଜଣେ ଉଦ୍ଧାରକାରୀଙ୍କ ମୃତ୍ୟୁ

ଥାଇଲାଣ୍ଡ: ଗୁମ୍ଫାରେ ଫସି ରହିଥିବା ୧୨ ଫୁଟବଲ ଖେଳାଳି ଏବଂ ତାଙ୍କ କୋଚ୍‌ଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। କିନ୍ତୁ ଉଦ୍ଧାର କାର୍ୟ୍ୟ ବେଳକୁ ବେଳ ଜଟିଳ ହେଉଛି। ପାଗ ଖରାପ ଯୋଗୁ ଉଦ୍ଧାର କାର୍ୟ୍ୟ ବନ୍ଦ ରହିଛି। ଥାଇଲାଣ୍ଡର ଜଣେ ଅଧିକାରୀଙ୍କ ସୂଚନା ମୁତାବକ ବନ୍ୟା ପ୍ଲାବିତ ଗୁମ୍ଫା…

ବିଶ୍ୱକପ୍ରୁ ବିଦା ହେଲା ୫ ଥର ଚାମ୍ପିଅନ୍ ବ୍ରାଜିଲ୍: ବେଲଜିୟମ ଠାରୁ ପରାସ୍ତ

ନୂଆଦିଲ୍ଲୀ: ସେପଟେ ବ୍ରାଜିଲର ବିଶ୍ୱକପ୍ ସ୍ୱପ୍ନ ଚୁରମାର୍। ବିଶ୍ୱକପ୍ରୁ ବିଦା ହୋଇଛି ପାଞ୍ଚଥର ଚାମ୍ପିଅନ୍ ବ୍ରାଜିଲ୍। ଭଲ ପ୍ରଦର୍ଶନ କରି ଆସୁଥିବା ଦକ୍ଷିଣ ଆମେରିକୀୟ ଶକ୍ତି ବ୍ରାଜିଲ ଦଳ ବେଲଜିୟମ ଠାରୁ ପରାସ୍ତ ହୋଇ ମସ୍କୋ ମହାସମରରୁ ବିଦାୟ ନେଇଛି। ଗତକାଲି ଖେଳାଯାଇଥିବା ଦ୍ୱିତୀୟ…

ଫିଫା ବିଶ୍ୱକପ୍ ସେମିଫାଇନାଲରେ ଫ୍ରାନ୍ସ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍‌ ସେମିଫାଇନାଲରେ ଫ୍ରାନ୍ସ। ସେମିଫାଇନାଲରେ ଫ୍ରାନ୍ସର ମୁକାବିଲା ହେବ ବେଲଜିୟମ୍‌ ସହିତ। କ୍ୱାର୍ଟର ଫାଇନାଲରେ ଉରୁଗୁଏକୁ ୨-୦ ଗୋଲରେ ପରାସ୍ତ କରି ଷଷ୍ଠ ଥର ପାଇଁ ସେମିରେ ପ୍ରବେଶ କରିଛି ଫ୍ରାନ୍ସ। ପୂରା ପ୍ରଧାନ୍ୟ ବିସ୍ତାର କରି ଉରୁଗୁଏର ଶକ୍ତିଶାଳୀ…

କ୍ରିକେଟ ଓ ଅନ୍ୟ ଖେଳରେ ବେଟିଂ ହେବ ଆଇନ ସମ୍ମତ ! ଲ’ କମିଶନଙ୍କ ସୁପାରିଶ

ନୂଆଦିଲ୍ଲୀ : କ୍ରିକେଟ ଓ ଅନ୍ୟ ଖେଳରେ ବେଟିଂ ହେବ ଆଇନ ସମ୍ମତ । ଲ' କମିଶନ ଏହି ସୁପାରିଶ କରିଛନ୍ତି । ତେବେ ଏହା ନିୟନ୍ତ୍ରିତ ହେବା ସହ ଟିକସଯୁକ୍ତ ହେବା ଦରକାର ବୋଲି ଲ' କମିଶନ କହିଛନ୍ତି । ଏସମ୍ପର୍କିତ ସୁପାରିଶରେ ଉଲ୍ଲେଖ ରହିଛି ଯେ, ବେଟିଂ ଆଇନ ସମ୍ମତ ହେଲେ ଦେଶରେ ପ୍ରତ୍ୟକ୍ଷ…

ଆଜିଠାରୁ ଫିଫା ବିଶ୍ୱକପରେ କ୍ୱାର୍ଟର ଫାଇନାଲ ଲଢେଇ

ନୂଆଦିଲ୍ଲୀ: ଫିଫା ବିଶ୍ୱକପରେ ଆଜିଠାରୁ କ୍ୱାର୍ଟର ଫାଇନାଲ ଲଢେଇ। ଦକ୍ଷିଣ ଆମେରିକା ଏବଂ ୟୁରୋପ ମଧ୍ୟରେ ହେବ କ୍ୱାର୍ଟର ଫାଇନାଲ ମୁକାବିଲା। ଆଜି କ୍ୱାର୍ଟର ଫାଇନାଲରେ ଦୁଇଟି ମ୍ୟାଚ୍ ରହିଛି। ପ୍ରଥମ ମ୍ୟାଚ ଉରୁଗୁଏ ଏବଂ ଫ୍ରାନ୍ସ ମଧ୍ୟରେ ଖେଳାଯିବ। ଫ୍ରାନ୍ସ ୧୯୯୮ର ବିଜେତା ହୋଇଥିବାବେଳେ…

ସ୍ପୋର୍ଟସ ହବ୍ ଓଡ଼ିଶା : ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଖେଳାଳିଙ୍କ ବଢୁଛି କରିସ୍ମା

ଭୁବନେଶ୍ବର : ବିଭିନ୍ନ ଖେଳରେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣୁଛନ୍ତି ବହୁ ଓଡ଼ିଆ ଷ୍ଟାର୍ । ଗୌହାଟୀରେ ଜାତୀୟ ସିନିଅର ଆଥ୍ଲେଟିକ୍ ମିଟରେ ସଫଳତା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଦୂତୀ ଚାନ୍ଦ । ମୁଖ୍ୟମନ୍ତ୍ରୀଙ୍କ ସହ ସେ ସେଲଫି ବି ନେଇଥିଲେ। ସେପଟେ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ଦୌଡ଼ରାଣୀ :ଜାତୀୟ ସିନିୟର ଆଥଲେଟିକ୍ ମିଟରେ ସଫଳତା ପାଇଁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ଦୌଡ଼ରାଣୀ । ଜାତୀୟ ସିନିୟର ଆଥଲେଟିକ୍‌ ମିଟ୍‌ ସଫଳତା ପରେ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି ଦୂତୀ ଚାନ୍ଦ । ସଫଳତା ନେଇ ଦୂତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ନିକଟରେ ଗୌହାଟୀରେ ଅନୁଷ୍ଠିତ ଆଥଲେଟିକ୍‌ ମିଟ୍‌ର ଶହେ ମିଟରରେ ସ୍ୱର୍ଣ୍ଣ ପଦକ…

ଇଂଲଣ୍ଡ ବିପକ୍ଷ ଭାରତର ପ୍ରଥମ ଟି-୨୦ ମ୍ୟାଚ୍ !

ନୂଆଦିଲ୍ଳୀ :  ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦କୁ ୮ ଓ୍ଵିକଟ୍ରେେ ଦଖଲ କରିଛି ଭାରତ । କୁଲଦୀପ ଯାଦବଙ୍କ ସ୍ପିନ୍ ଯାଦୁ ଓ ଲୋକେଶ ରାହୁଲଙ୍କ ରନ୍ ବର୍ଷା ସହ ଇଂଲଣ୍ଡ ବିପକ୍ଷରେ ବିଜୟରୁ ଅଭିଜାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ୩ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ସହଜରେ ପରାସ୍ତ…