ଥାଇଲାଣ୍ଡ: ଜଟିଳ ହେଉଛି ଉଦ୍ଧାର କାର୍ୟ୍ୟ,ଅକ୍ସିଜେନ ଅଭାବରୁ ଜଣେ ଉଦ୍ଧାରକାରୀଙ୍କ ମୃତ୍ୟୁ
ଥାଇଲାଣ୍ଡ: ଗୁମ୍ଫାରେ ଫସି ରହିଥିବା ୧୨ ଫୁଟବଲ ଖେଳାଳି ଏବଂ ତାଙ୍କ କୋଚ୍ଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। କିନ୍ତୁ ଉଦ୍ଧାର କାର୍ୟ୍ୟ ବେଳକୁ ବେଳ ଜଟିଳ ହେଉଛି। ପାଗ ଖରାପ ଯୋଗୁ ଉଦ୍ଧାର କାର୍ୟ୍ୟ ବନ୍ଦ ରହିଛି। ଥାଇଲାଣ୍ଡର ଜଣେ ଅଧିକାରୀଙ୍କ ସୂଚନା ମୁତାବକ ବନ୍ୟା ପ୍ଲାବିତ ଗୁମ୍ଫା…