Below header
Browsing Category

କ୍ରୀଡା

ଜାତୀୟ ସିନିଅର ଆଥଲେଟିକ୍ସ: ଓଡ଼ିଶାକୁ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ

ଗୌହାଟି: ଆସାମର ଗୌହାଟିଠାରେ ଚାଲିଥିବା ଜାତୀୟ ସିନିଅର ଆଥଲେଟିକ୍ସରେ ଓଡ଼ିଶାର ଦୁଇ ଧାବିକା ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ ପଦକ ଜିତିଛନ୍ତି। ଦୁଇଶହ ମିଟର ଦୌଡ଼ରେ ଦୂତୀ ରୌପ୍ୟ ପଦକ ଜିତିଥିବା ବେଳେ ଶ୍ରାବଣୀ ଜିତିଛନ୍ତି ବ୍ରୋଞ୍ଜ ପଦକ। ଆସାମର ହିମା ଦାସ ୨୩ ଦଶମିକ ୧୦ ସେକେଣ୍ଡ ନେଇ…

ଟ୍ରାକରେ ଚମକିଲେ ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦ ଓ ଜଉନା ମୁର୍ମୁ

ଭୁବନେଶ୍ବର : ଜାକର୍ତ୍ତା ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଦୁଇ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ଓ ଜଉନା ମୁର୍ମୁ। ୨୦୦ ମିଟର ରେସ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଦୂତି ଚାନ୍ଦ। ଗୌହାଟିରେ ଅନୁଷ୍ଠିତ ୫୮ତମ ଜାତୀୟ ସିନିଅର ଆଥଲେଟିକ୍ ମିଟରେ ଏହି ସଫଳତା ପାଇଛନ୍ତି ଦୂତୀ। ସେ ୨୦୦…

ଚାମ୍ପିଅନ୍ସ ଟ୍ରଫି ହକିରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ !

ନୂଆଦିଲ୍ଲୀ : ଚାମ୍ପିଅନ୍ସ ଟ୍ରଫି ହକିରେ ଆଜି ଭାରତ-ଅଷ୍ଟ୍ରେଲିଆ ମୁକାବିଲା କରିବେ। ବିଶ୍ୱର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଦଳକୁ ଭେଟିବ ଟିମ୍ ଇଣ୍ଡିଆ । ଲଗାତାର ୨ଟି ମ୍ୟାଚ୍ ଜିତିଥିବାରୁ ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି । ପାକିସ୍ତାନକୁ ୪-୦ ଓ ଆର୍ଜେଣ୍ଟିନାକୁ ୨-୧ରେ ମାତ…

ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛି ଆର୍ଜେଣ୍ଟିନା !

ନୂଆଦିଲ୍ଲୀ : ପ୍ରଥମ ଦୁଇଟି ମ୍ୟାଚରେ ନୈରଶ୍ୟଜନକ ପ୍ରଦର୍ଶନ ପରେ, ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବା ନେଇ ଆର୍ଜେଣ୍ଟିନାର ଆଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ଅନ୍ତିମ ଲିଗ୍ ପର୍ୟ୍ୟାୟରେ ସଂଘର୍ଷପୂର୍ଣ୍ଣ ଖେଳ ପ୍ରଦର୍ଶନ କରିଥିଲା ଆର୍ଜେଣ୍ଟିନା, ନାଇଜେରିଆରକୁ ୨-୧ ଗୋଲରେ ହରାଇ ଦ୍ୱିତୀୟ…

ଏସିଆନ୍ ଗେମସ ପାଇଁ ଯୋଗ୍ୟତା ଅର୍ଜନ କଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ

ଭୁବନେଶ୍ବର: ଏସିଆନ୍ ଗେମସ ପାଇଁ ଯୋଗ୍ୟତା ଅର୍ଜନ କଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ। ଦୂତୀ ୨୦୦ ମିଟର ଦୌଡ଼ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗୌହାଟିରେ ଅନୁଷ୍ଠିତ ୫୮ତମ ଜାତୀୟ ସିନିୟର ଆଥଲେଟିକ୍ ମିଟରେ ଦୂତୀ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି। ଏହା ସହିତ ୧୦୦ ଏବଂ ୪ ଗୁଣା ୧୦୦ ମିଟର ରିଲେ…

ରୁଷ୍ ବିପକ୍ଷରେ ଉରୁଗୁଏର ଏକ ତରଫା ବିଜୟ : ୨-୧ ରେ ଇଜିପ୍ଟକୁ ହରାଇଲା ସାଉଦି ଆରବ

ନୂଆଦିଲ୍ଲୀ : ଗତକାଲି ଖେଳାଯାଇଥିବା ମ୍ୟାଚରେ ରୁଷକୁ ୩-୦ ଗୋଲରେ ପରାସ୍ତ କରିଛି ଉରୁଗୁଏ । ଏହି ବିଜୟ ସହ ଦ୍ୱିତୀୟ ପର୍ୟ୍ୟାୟ ମୁକାବିଲା ପାଇଁ ଉରୁଗୁଏ ନିଜର ସ୍ଥାନ ପକ୍କା କରି ଗ୍ରୁପ୍ ଏ ଦଳର ଶୀର୍ଷରେ ରହିଛି । ଅନ୍ୟ ଏକ ମ୍ୟାଚ୍ରେ ସାଉଦି ଆରବ ୨-୧ ଗୋଲରେ ଇଜିପ୍ଟକୁ ପରାସ୍ତ କରିଛି ।…

ବିଶ୍ବ ହକି ପାଇଁ କଳିଙ୍ଗ ଷ୍ଟାଡ଼ିୟମର ସଜବାଜ !

ଭୁବନେଶ୍ବର : ଆସନ୍ତା ନଭେମ୍ବର ୨୮ରୁ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ ହକିର ଆୟୋଜନ କରାଯିବ । ଏଥିପାଇଁ କଳିଙ୍ଗ ଷ୍ଟାଡ଼ିୟମର ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି । ସେପ୍ଟେମ୍ବର ସୁଦ୍ଧା କଳିଙ୍ଗ ଷ୍ଟାଡିୟମର ୯୦% କାମ ସରିବ । ଅକ୍ଟୋବର ସୁଦ୍ଧା କାମ ଶେଷ ହେବ ବୋଲି ମୁଖ୍ୟ ଶାସନ…

ଦ୍ୱିତୀୟ ବିଜୟ ହାସଲ : ଚାମ୍ପିଅନ୍ସ ଟ୍ରଫି ହକିରେ ଚମକିଲା ଭାରତ ପୁରୁଷ ଟିମ୍

ନୂଆଦିଲ୍ଳୀ : ନିକଟରେ ଚାମ୍ପିଅନ୍ସ ଟ୍ରଫି ହକିରେ ଚାଲିଥିବା ବେଳେ ଭାରତ ପୁରୁଷ ଟିମ୍ ପାକିସ୍ତାନ ପରେ ଅଲିମ୍ପିକ୍ସ ଚାମ୍ପିଅନ୍ ତଥା ବିଶ୍ୱର ଦୁଇ ନମ୍ବର ମାନ୍ୟତାପ୍ରାପ୍ତ ଆର୍ଜେଣ୍ଟିନାକୁ ହରାଇଛି ଟିମ୍ ଇଣ୍ଡିଆ । ଆର୍ଜେଣ୍ଟିନାକୁ ୨-୧ ରରେ ମାତ୍ ଦେଇଛି ଇଣ୍ଡିଆ । ଦଳ ପକ୍ଷରୁ ହରମନପ୍ରୀତ…

ବିଶ୍ବକପରେ ହ୍ୟାଟ୍ରିକ : ଇଂଲଣ୍ଡର ସର୍ବବୃହତ ବିଜୟ ହାସଲ

ନୂଆଦିଲ୍ଲୀ : ବିଶ୍ୱକପ୍ ଫୁଟ୍‌ବଲରେ ଆଉ ଏକ ହ୍ୟାଟ୍ରିକ କରି ଇଂଲଣ୍ଡ ଅଧିନାୟକ ହ୍ୟାରି କେନ ପାନାମା ବିରୋଧରେ ତିନିଟି ଗୋଲ କରିଛନ୍ତି । ସେଥିରୁ ଦୁଇଟି ଗୋଲ ପେନାଲ୍ଟି କିକ୍‌ରୁ ଆସିଥିଲା। କାନେଙ୍କ ହ୍ୟାଟ୍ରିକ ସହ ଇଂଲଣ୍ଡ ବୃହତ ବିଜୟ ହାସଲ କରିଛି। ଗୋଲ ବ୍ୟବଧାନରେ, ବିଶ୍ୱକପ୍ ଇତିହାସରେ…

ଲଗାତାର ଦ୍ୱିତୀୟ ବିଜୟ : ଚାମ୍ପିୟନ୍ସ ଟ୍ରଫି ହକିରେ ଚମକିଲା ଭାରତୀୟ ପୁରୁଷ ଟିମ୍‌

ନୂଆଦିଲ୍ଲୀ : ଚାମ୍ପିୟନ୍ସ ଟ୍ରଫି ହକିରେ ଚମକିଲା ଭାରତ ପୁରୁଷ ଟିମ୍‌ । ଲଗାତାର ଦ୍ୱିତୀୟ ବିଜୟ ହାସଲ । ପାକିସ୍ତାନ ପରେ ଅଲିମ୍ପିକ୍ସ ଚାମ୍ପିୟନ୍ସ ତଥା ବିଶ୍ୱର ଦୁଇ ନମ୍ବର ମାନ୍ୟତାପ୍ରାପ୍ତ ଆର୍ଜେଣ୍ଟିନାକୁ ହରାଇଛି ଟିମ୍‌ ଇଣ୍ଡିଆ । ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ୨-୧…

ହକି ଚାମ୍ପିଅନସ ଟ୍ରଫିରେ ଭାରତର ଅଭିଯାନ ଆରମ୍ଭ : ୩-୦ଗୋଲରେ ପରାସ୍ତ ହେଲା ପାକିସ୍ତାନ

ନୂଆଦିଲ୍ଲୀ: ନେଦରଲ୍ୟାଣ୍ଡସ ବରେଡାରେ ଚାଲିଥିବା ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କଲା ଭାରତ । ୩-୦ଗୋଲରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି । ଭାରତ ପକ୍ଷରୁ ଦିଲପ୍ରୀତ୍, ମନଦୀପ, ରମନଦୀପ, ଚିଙ୍ଗଲସେନା ସିଂ ଗୋଟିଏ ଲେଖାଏଁ ଗୋଲ କରିଥିଲେ । ଆକ୍ରମଣାତ୍ମକ ଖେଳ…

ଚଳିତ ବିଶ୍ୱକପରେ ବ୍ରାଜିଲର ପ୍ରଥମ ବିଜୟ : ୨-୦ଗୋଲରେ ହରିଲା କୋଷ୍ଟାରିକା

ନୂଆଦିଲ୍ଲୀ : ଚଳିତ ଫୁଟବଲ ବିଶ୍ୱକପ୍ରେ ବ୍ରାଜିଲର ପ୍ରଥମ ବିଜୟ ହୋଇଛି। କୋଷ୍ଟାରିକାକୁ ୨-୦ଗୋଲରେ ଦଳରେ ହରାଇଥିବା ବେଳେ ବିଜୟ ପାଇଁ ବ୍ରାଜିଲକୁ ସଂଘର୍ଷ କରିବାକୁ ପଡିଥିଲା । କୋଷ୍ଟାରିକା ରକ୍ଷଣଭାଗର ପ୍ରଦର୍ଶନ ଉଚ୍ଚକୋଟୀର ଥିଲା । ନିର୍ଦ୍ଧାରିତ ୯୦ ମିନିଟ ପର୍ୟ୍ୟନ୍ତ ବ୍ରାଜିଲ କୌଣସି…