Below header
Browsing Category

କ୍ରୀଡା

ବିଶ୍ୱକପ୍ ଫୁଟବଲର କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ସ୍ୱିଡେନ୍

ନୂଆଦିଲ୍ଳୀ : ପ୍ରି-କ୍ୱାର୍ଟରେ ୧-୦ରେ ସ୍ୱିଜରଲାଣ୍ଡକୁ ହରାଇ ବିଶ୍ୱକପ୍ ଫୁଟବଲର କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ସ୍ୱିଡେନ୍। ୧୯୯୪ ପରେ ପ୍ରଥମ ଥର ଲାଗି, କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ସ୍ୱିଡେନ୍। ଉଭୟ ଦଳ ସଂଘର୍ଷପୂର୍ଣ୍ଣ ଖେଳ ପ୍ରଦର୍ଶନ କରିଥିଲେ। ପ୍ରଥମ ହାଫରେ କୌଣସି ଦଳ…

ଆଜି ଭାରତ- ଇଂଲଣ୍ଡ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଭାରତ- ଇଂଲଣ୍ଡ ଟି-୨୦ ସିରିଜ୍। ଆଜି ମାଞ୍ଚେଷ୍ଟରରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଅଧିନାୟକ ବିରାଟ କୋହଲୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ। ନିକଟରେ ଆୟରଲାଣ୍ଡ ଠାରୁ ୨-୦ରେ ସିରିଜ୍ ଜିତିଥିବାରୁ ଭାରତର ମନୋବଳ ଦୃଢ ରହିଛି। ତେଣୁ ଆଜିର ମ୍ୟାଚ୍…

ବିଶ୍ୱକପ୍ ଫୁଟବଲ କ୍ୱାର୍ଟର ଫାଇନାଲରେ ବ୍ରାଜିଲ୍

ନୂଆଦିଲ୍ଲୀ: ବିଶ୍ୱକପ୍ ଫୁଟବଲର କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ବ୍ରାଜିଲ୍। ଦଳ ମେକ୍ସିକୋକୁ ୨-୦ ଗୋଲରେ ହରାଇଛି। ମ୍ୟାଚର ପ୍ରଥମ ହାଫରେ ଗୋଲ କରିବାକୁ ଉଭୟ ଦଳ କଡ଼ା ସଂଘର୍ଷ କରିଥିଲେ। କିନ୍ତୁ କୌଣସି ଦଳ ଗୋଲ କରି ପାରିନଥିଲେ। ଦ୍ୱିତୀୟ ହାଫରେ ବ୍ରାଜିଲ ଅଧିକ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ…

ନଅ ଦିନ ଧରି ଗୁମ୍ଫାରେ ଫସି ରହିଥିବା ୧୨ ଜଣ ବାଳକ ଜୀବିତ ଉଦ୍ଧାର

ନୂଆଦିଲ୍ଲୀ: ନଅ ଦିନ ଧରି ଗୁମ୍ଫାରେ ଫସି ରହିବା ପରେ, ଜୀବିତ ଉଦ୍ଧାର ହେଲେ ୧୨ ଜଣ ପିଲା। ଥାଇଲାଣ୍ଡର ଥାମ୍ ଲୁଆଙ୍ଗ ନାଙ୍ଗ ନନ୍ ଗୁମ୍ଫାରେ ଗତ ଶନିବାରଠାରୁ ଫସି ରହିଥିଲେ, ୧୨ ଜଣ ବାଳକ। ଫୁଟବଲ ମ୍ୟାଚ୍ ଖେଳି ସାରିବା ପରେ ୧୨ ଜଣ ତାଙ୍କ କୋଚଙ୍କ ସହ ଗୁମ୍ଫା ଭିତରକୁ ପସିଥିଲେ। କିନ୍ତୁ…

ବିବାଦରେ ବିନୋଦ କାମ୍ବଲୀ : ଅଙ୍କିତ୍ ତିୱାରୀଙ୍କ ବାପାଙ୍କୁ ମାରପିଟ୍ ଅଭିଯୋଗରେ କ୍ରିକେଟରଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ : ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି ପୂର୍ବତନ କ୍ରିକେଟର୍ ବିନୋଦ କାମ୍ବଲୀ ଏବଂ ତାଙ୍କ ପତ୍ନୀ । ମାରପିଟ ଅଭିଯୋଗରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ମୁମ୍ବାଇର ଏକ ପରିବାର । ଘଟଣାଟି ହେଉଛି ରବିବାରର । କାମ୍ବଲୀଙ୍କ ପତ୍ନୀ ଅଭିଯୋଗକାରୀଙ୍କୁ ମାରୁଥିବାର ଭିଡିଓ ମଧ୍ୟ…

ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଚାମ୍ପିଅନ୍

ନୂଆଦିଲ୍ଲୀ: କଡ଼ା ସଂଘର୍ଷ କରି ସୁଟ୍ ଆଉଟରେ ହାରିଗଲା ଭାରତ। ପୁରୁଷ ହକି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ୩-୧ ଗୋଲରେ ଭାରତକୁ ହରାଇ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଏହି ବିଜୟ ସହ ୧୫ ଥର ପାଇଁ ଚାମ୍ପିୟନ୍ସ ଟ୍ରଫି କବଜା କରିଛି ଅଷ୍ଟ୍ରେଲିଆ। ତମାମ ମ୍ୟାଚ୍ ଥିଲା ସଂଘର୍ଷପୂର୍ଣ୍ଣ।…

ଚାମ୍ପିଅନ ଆର୍ଜେଣ୍ଟିନା ଟିମ୍ ଫୁଟବଲ ବିଶ୍ୱକପ୍ରୁ ବାଦ୍ : ପର୍ତ୍ତୁଗାଲକୁ ହରାଇ କ୍ୱାର୍ଟରରେ ଉରୁଗୁଏ

ନୂଆଦିଲ୍ଲୀ : ଦୁଇ ଥରର ଚାମ୍ପିଅନ ଆର୍ଜେଣ୍ଟିନା ଫୁଟବଲ ବିଶ୍ୱକପ୍ରୁ ବାଦ୍ ପଡିଛି । ପ୍ରି-କ୍ୱାର୍ଟରରେ ଫ୍ରାନସଠାରୁ ହାରିଛି ଦଳ । ୪-୩ ଗୋଲରେ ମ୍ୟାଚ୍ ଜିତିଥିଲା ଫ୍ରାନ୍ସ । ବେଶ ସଂଘର୍ଷପୂର୍ଣ୍ଣ ଥିଲା ମ୍ୟାଚ୍। ପ୍ରଥମେ ଗୋଲ କରି ଲିଡ୍ ନେଇଥିଲା ଫ୍ରାନ୍ସ। କିନ୍ତୁ ପରେ ୨ଟି ଗୋଲ କରି,…

ହକି ଚାମ୍ପିଅନ୍ସ ଟ୍ରଫିର ଆଜି ଫାଇନାଲ୍ !

ନୂଆଦିଲ୍ଳୀ : ନେଦରଲାଣ୍ଡରେ ଚାଲିଥିବା ହକି ଚାମ୍ପିଅନ୍ସ ଟ୍ରଫିର ଆଜି ଫାଇନାଲ୍ ମୁକାବିଲା । ଅଷ୍ଟ୍ରେଲିଆ ସହ ଭାରତର ହେବ ଟାଇଟଲ ଟକ୍କର। ଗ୍ରୁପ ପର୍ୟ୍ୟାୟରେ ଗତକାଲି ନେଦରଲାଣ୍ଡ ସହ ମ୍ୟାଚ୍ ଡ୍ର ରଖିଥିଲା ଭାରତ। ଏହାସହ ମୋଟ ୭ ପଏଣ୍ଟ ପାଇ ଭାରତ ଫାଇନାଲରେ ପହଞ୍ଚିଥିଲା। ଗ୍ରୁପ୍…

ପୁଣି ଥରେ ଟ୍ରାକରେ ଚମକିଲେ, ଦୂତୀ ଚାନ୍ଦ !

ଭୁବନେଶ୍ବର : ଦୂତୀ ଚାନ୍ଦ ଶହେ ମିଟର ଦୌଡ଼ରେ ନିଜ ରେକର୍ଡ ଭାଙ୍ଗି ସୃଷ୍ଟି କଲେ ନୂଆ ଜାତୀୟ ରେକର୍ଡ ।ଏଥି ସହ ଜିତିଛନ୍ତି ସ୍ୱର୍ଣ୍ଣପଦକ। ସେମିଫାଇନାଲରେ ରେକର୍ଡ଼ କରିବା ସହ ଆସIମର ଗୌହାଟିରେ ଅନୁଷ୍ଠିତ ଜାତୀୟ ସିନିୟର ଆଥଲେଟିକ୍ ମିଟରେ ଫାଇନାଲରେ ସେ ୧୧ ଦଶମିକ ୩୨ ସେକେଣ୍ଡ ନେଇ ସ୍ୱର୍ଣ୍ଣ…

ମହିଳା ହକି ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା,ସାମିଲ ହେଲେ ୪ଜଣ ଓଡିଆ ଖେଳାଳି

ଭୁବନେଶ୍ବର: ମହିଳା ହକି ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା। ୧୮ଜଣିଆ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଛନ୍ତି ୪ଜଣ ଓଡ଼ିଆ ଖେଳାଳି। ସୁନୀତା ଲାକ୍ରା, ଲିଲିମା ମିଞ୍ଜ୍, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ସ୍ଥାନ ମିଳିଛି। ଡିଫେଣ୍ଡର ଭାବରେ ଦଳରେ ସ୍ଥାନ ପାଇଛନ୍ତି ସୁନୀତା ଲାକ୍ରା, ଦୀପଗ୍ରେସ…

ଫୁଟବଲ ବିଶ୍ୱକପ୍ ଲିଗ୍ ପର୍ୟ୍ୟାୟ ଶେଷ

ନୂଆଦିଲ୍ଲୀ: ବିଶ୍ୱକପ୍ ଫୁଟବଲ ଲିଗ୍ ପର୍ୟ୍ୟାୟ ଶେଷ ହୋଇଛି। ୮ଟି ଗୃପରେ ଥିବା ୩୨ଟି ଟିମରୁ ୧୬ଟି ଟିମ୍ ଦ୍ୱିତୀୟ ପର୍ୟ୍ୟାୟକୁ ଉନ୍ନିତ ହୋଇଛନ୍ତି। ୪୮ଟି ମ୍ୟାଚ୍ ପରେ ଚୂଡ଼ାନ୍ତ ହୋଇଛି ରାଉଣ୍ଡ ୧୬ ଲାଇନ୍ ଅଫ୍। ଜର୍ମାନୀକୁ ଛାଡିଦେଲେ, ଅନ୍ୟ ପ୍ରମୁଖ ଟାଇଟଲ ଦାବିଦାର ରାଉଣ୍ଡ ୧୬କୁ ଉନ୍ନିତ…

ଏସିଆନ ବ୍ୟାଡମିଣ୍ଟନ ଟିମରେ ସାମିଲ ହେଲେ ଓଡିଶାର ମହିଳା ଖେଳାଳି ଋତୁପର୍ଣ୍ଣା

ନୂଆଦିଲ୍ଲୀ: ଏସିଆନ‌ ବ୍ୟାଡମିଣ୍ଟନ ଟିମରେ ସାମିଲ ହୋଇଛନ୍ତି ଓଡ଼ିଆ ମହିଳା ଖେଳାଳି ଋତୁପର୍ଣ୍ଣା ପଣ୍ଡା। ଜାକର୍ତ୍ତା କ୍ରୀଡ଼ା ପାଇଁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଏଥିରେ ଋତୁପର୍ଣ୍ଣା ସ୍ଥାନ ପାଇଛନ୍ତି। ପୂର୍ବରୁ ୧୯୮୬ ଏସିଆନରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା। ଭାରତୀୟ ଟିମରେ…