photo credit: jagran.com
ନୂଆଦିଲ୍ଲୀ : ଯଦି ଆପଣଙ୍କ ଘରେ କାହାର ସିଣ୍ଡିକେଟ ବ୍ୟାଙ୍କ୍, ବିଜୟା ବ୍ୟାଙ୍କ୍ ବା ଦେନା ବ୍ୟାଙ୍କା,କର୍ପୋରେସନ ବ୍ୟାଙ୍କ୍ ବା ଆନ୍ଧ୍ର ବ୍ୟାଙ୍କ୍ ରେ ଖାତା ଥାଏ ତେବେ ଜୁଲାଇ ୧ରୁ ବ୍ୟାଙ୍କ ବଦଳି ଯାଇଛି । ତେଣୁ ଏହି ଗ୍ରାହକଙ୍କୁ ନୂଆ ପାସ୍ ବୁକ୍ ଓ ଚେକ୍ ବୁକ୍ ଆଣିବାକୁ ପଡ଼ିବ ।
କାରଣ ଏହିସବୁ ବ୍ୟାଙ୍କର IFSC କୋର୍ଡ ବଦଳି ଯାଇଛି । କାରଣ ସରକାର ୧୦ ଟି ବ୍ୟାଙ୍କର ମିଶ୍ରଣ କରିଛନ୍ତି । ଯାହାଦ୍ୱାରା ବ୍ୟାଙ୍କର MICR ଓ IFSC କୋର୍ଡ ବଦଳିଯାଇଛି । ଯଦି ଏହିସବୁ ବ୍ୟାଙ୍କରେ ଆପଣ ଗ୍ରାହକ ଅଛନ୍ତି ତେବେ ତୁରନ୍ତ ପାସ୍ ବୁକ୍ ଓ ଚେକ୍ ବୁକ୍ ଇସ୍ୟୁ କରନ୍ତୁ । ନହେଲେ ଟ୍ରାଞ୍ଜାକସନରେ ହେବ ଅସୁବିଧା ।
ପ୍ରକାଶଯୋଗ୍ୟ ଯେ ୨୦୧୯ ଅଗଷ୍ଟରେ ୧୦ ଟି ସରକାରୀ ବ୍ୟାଙ୍କର ମିଶ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଯାହା ଫଳରେ ଏହି ସବୁ ବ୍ୟାଙ୍କର MICR ଓ IFSC କୋର୍ଡ ବଦଳିଯାଇଛି ।
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…