ବ୍ୟବସାୟ ଓ ଅର୍ଥନୀତି

କ୍ୟାପ୍‌ଜେମିନିରେ ସୁବର୍ଣ୍ଣ ସୁଯୋଗ! ଚାକିରି ପାଇଁ ଫ୍ରେଶର୍ସଙ୍କଠାରୁ ଆବେଦନ ଗ୍ରହଣ କରୁଛି କମ୍ପାନୀ

ବହୁରାଷ୍ଟ୍ରୀୟ କମ୍ପାନୀ କ୍ୟାପ୍‌ଜେମିନି(Capgemini) ଫ୍ରେଶର୍ସଙ୍କ ପାଇଁ ଆବେଦନ ଗ୍ରହଣ କରୁଛି। କାରଣ, କମ୍ପାନୀ ସେପ୍ଟେମ୍ବର ମାସରେ ଏକ ଚାକିରି ଅଭିଯାନ ଆରମ୍ଭ କରିବାକୁ ଯାଉଛି। କମ୍ପାନୀର େଓ୍ଵବ୍‌ସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, ୨୦୨୧ ବ୍ୟାଚ୍‌ର ଇଞ୍ଜିନିୟର ଏବଂ ଏମ୍‌ସିଏ ଡିଗ୍ରୀଧାରୀ ଡ୍ରାଇଭ୍‌ ପାଇଁ ଉପଯୁକ୍ତ ହେବେ। ଡିପ୍ଲୋମା, ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାରେ ଆଶାୟୀମାନଙ୍କ ମୋଟ ନମ୍ବର ନ୍ୟୂନତମ ୬୦ ପ୍ରତିଶତ ହେବା ଉଚିତ। ପ୍ରକ୍ରିୟା ପାଇଁ ଉପସ୍ଥିତ ହେବା ସମୟରେ ସେମାନଙ୍କ ପାଖରେ କୌଣସି ବ୍ୟାକ୍‌ଲଗ୍‌ ରହିବା ଉଚିତ ନୁହେଁ।

B.E. ଏବଂ B.Techର ସମସ୍ତ ଶାଖାର ଆଶାୟୀ ପ୍ରକ୍ରିୟା ପାଇଁ ଉପଯୁକ୍ତ ରହିବେ। ଯଦିଓ M.E. ଏବଂ M.Techର ଛାତ୍ର Information Technology, Information Science ଏବଂ Computer Scienceରୁ ହୋଇଥିବା ଦରକାର। ଏହାଛଡ଼ା ଆଶାୟୀମାନେ କୌଣସି ବି କ୍ୟାପ୍‌ଜେମିନି ସ୍ଥାନକୁ ସ୍ଥାନାନ୍ତର ହେବାକୁ ପ୍ରସ୍ତୁତ ରହିବା ଉଚିତ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଶିଫ୍ଟରେ କାମ କରିବା ପାଇଁ ମଧ୍ୟ ପ୍ରସ୍ତୁତ ରହିବା ଉଚିତ।

ଯୋଗ୍ୟ ତଥା ଇଚ୍ଛୁକ ପ୍ରାର୍ଥୀ କମ୍ପାନୀର େଓ୍ଵବ୍‌ସାଇଟରେ ଅନଲାଇନ ଆବେଦନ କରିପାରିବେ। ଚୟନ ପ୍ରକ୍ରିୟା ପାଇଁ କେବଳ ଶର୍ଟଲିଷ୍ଟ କରାଯାଇଥିବା ଆଶାୟୀମାନଙ୍କୁ ଆମନ୍ତ୍ରିତ କରାଯିବ। ମୂଲ୍ୟାଙ୍କନ ପ୍ରକ୍ରିୟାରେ ୫ଟି ପର୍ଯ୍ୟାୟ ହେବ।

-Technical assessment pseudo code

-MCQ-based English communication test

-Game-based aptitude test

-Behavioural competency profiling

-Technical and HR interview

ଆବେଦନ ପଞ୍ଜୀକରଣର ତାରିଖ ୧ ସେପ୍ଟେମ୍ବର, ୨୦୨୧ ରହିଛି। ମୂଲ୍ୟାଙ୍କନ ସେପ୍ଟେମ୍ବର ମାସରେ ହେବ। ଅଧିକ ସୂଚନା ପାଇଁ ଆଶାୟୀମାନେ କ୍ୟାପ୍‌ଜେମିନିର େଓ୍ଵବ୍‌ସାଇଟ ଭିଜିଟ୍‌ କରିପାରିବେ।

Roshni

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 min ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

30 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

49 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

57 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago