ବ୍ୟବସାୟ ଓ ଅର୍ଥନୀତି

ଆପଣଙ୍କ ଚେହେରା ବି ବନିଯିବ ବୋର୍ଡିଙ୍ଗ୍‌ ପାସ୍‌, ଜାଣନ୍ତୁ କେମିତି କରିବେ ବ୍ୟବହାର

ବିମାନ ଯାତ୍ରା ସମୟରେ ଅନେକ ଥର ବୋର୍ଡିଙ୍ଗ୍‌ ପାସ୍‌ ନେବା ଠାରୁ ଆରମ୍ଭ କରି ଫ୍ଲାଇଟରେ ଚଢ଼ିବା ପର୍ଯ୍ୟନ୍ତ ଅନେକ ପ୍ରକାର ସମସ୍ୟା ଆସିଥାଏ। ଅନେକ ଲୋକଙ୍କୁ ଏହି କାମ ଝିନଝଟ୍‌ ଲାଗିଥାଏ। ଏମିତିରେ ଏବେ ଅନେକ ବିମାନ ବନ୍ଦରରେ ଫେସ୍‌ ରିକଗ୍ନିସନ୍‌ ଟେକନିକ୍‌ ବା (FRT) ବେସଡ୍‌ ର ଏକ ନୂଆ ଟେକ୍ନିକ ଆରମ୍ଭ କରାଯାଇଛି। ଏହାଦ୍ୱାରା ଯାତ୍ରୀ Digi Yatra ଆପର ବ୍ୟବହାର କରି ନିଜ ଯାତ୍ରାକୁ ସହଜ ବନାଇପାରିବେ।

ଏହାଦ୍ୱାରା ଯାତ୍ରୀ ବୋର୍ଡିଙ୍ଗ୍‌ ପାସ୍‌ ସହ ଜଡିତ ଆଇଡେଣ୍ଟି ସ୍ଥାପିତ କରିବା ପାଇଁ ଫେସ୍‌ ରିକଗ୍ନିସନର ଉପଯୋଗ କରି ପେପରଲେସ ଏବଂ କଣ୍ଟାକ୍ଟଲେସ୍‌ ପ୍ରୋସେସ ଠାରୁ ଏୟାରପୋର୍ଟରେ ଅଲଗା ଅଲଗା ଚେକ ପଏଣ୍ଟ ଦେଇ ଯାଇପାରିବେ। ଏଥିପାଇଁ ଆପଣଙ୍କୁ କେବଳ ଡିଜି ଯାତ୍ରା ଆପରେ ରେଜିଷ୍ଟର କରିବାକୁ ହେବ।

ଏହାପରେ ଆପରେ ହିଁ ବୋର୍ଡିଙ୍ଗ୍‌ ପାସ୍‌ ସ୍କାନ୍‌ କରିବାକୁ ହେବ। ଏହି ବିବରଣୀ ଏୟାରପୋର୍ଟ ପର୍ଯ୍ୟନ୍ତ ପହଁଚିଯିବ। ଏୟାରପୋର୍ଟରେ ଇ-ଗେଟରେ ବୋର୍ଡିଙ୍ଗ୍‌ ପାସର ବାରକୋଡ ସ୍କାନ ହେବ। ଏଥିପାଇଁ ଏଫଆରଟି ସିଷ୍ଟମ ଲଗାଯାଉଛି। ଯାହାଦ୍ୱାରା ଯାତ୍ରାର ଫେସ ପରିଚୟ ପ୍ରମାଣ ଏବଂ ଟ୍ରାଭେଳ ଡକ୍ୟୁମେଣ୍ଟସକୁ ଭେରିଫାଏ କରାଯିବ। ପ୍ରୋସେସ୍‌ ହେବା ପରେ ଯାତ୍ରୀ ଏୟାରପୋର୍ଟରେ ଏଣ୍ଟ୍ରି ନେଇପାରିବେ।

ଯଦିିଓ ଆପଣଙ୍କୁ ସୁରକ୍ଷା ଯାଞ୍ଚ୍‌ ଏବଂ ବିମାନରେ ଚଢ଼ିବା ସମୟରେ କିଛି ସାମାନ୍ୟ ପ୍ରକ୍ରୀୟା ଦେଇ ଯିବାକୁୁ ହେବ। ଆଗକୁ ବଢ଼ିବା ପୂର୍ବରୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆରମ୍ଭରୁ ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ବାରଣାସୀ ଏୟାରପୋର୍ଟରେ ଉପଲବ୍ଧ କରାଯାଇଛି। ଆଗାମୀ ସମୟରେ ଏହାକୁ ବାକି ଏୟାରପୋର୍ଟରେ ମଧ୍ୟ ଉପଲବ୍ଧ କରିବା ପାଇଁ ଯୋଜନା ରହିଛି। ଏହାକୁ ବର୍ତ୍ତମାନ ଡୋମେଷ୍ଟିକ ଯାତ୍ରା ପାଇଁ ହିଁ ଉପଲବ୍ଧ କରାଯାଇଛି।

କେମିତି କରିବେ Digi Yatra ଆପର ବ୍ୟବହାର

ସର୍ବପ୍ରଥମେ ଆପଣଙ୍କୁ ନିଜ ସ୍ମାର୍ଟଫୋନରେ ଡିଜି ଯାତ୍ରା ଆପକୁ ଡାଉନଲୋଡ୍‌ କରିବାକୁ ହେବ। ଏହାକୁ ଆପଣ ଆଣ୍ଡ୍ରଏଡ କିମ୍ବା ଆଇଫୋନରେ ଡାଉନଲୋଡ କରିପାରିବେ। ଆପ୍‌ ଡାଉନଲୋଡ ହେବା ପରେ ଏହାକୁ ଓପନ କରନ୍ତୁ। ଏହାପରେ ଆପଣଙ୍କୁ ଗେଟ୍‌ ଷ୍ଟାର୍ଟେଡ ବଟନ୍‌ ଉପରେ ଟ୍ୟାପ୍‌ କରିବାକୁ ହେବ।

ଏହାପୋ ରେଜିଷ୍ଟ୍ରେସନ ପ୍ରୋସେସ୍‌ ଆରମ୍ଭ ହୋଇଯିବ। ଆପଣଙ୍କୁ ଏଠାରେ ମୋବାଇଲ ନମ୍ବର ଏବଂ ରେଜିଷ୍ଟର ବଟନ୍‌ ଉପରେ କ୍ଲିକ କରିବାକୁ ହେବ। ଏବେ ଆପଣଙ୍କ ଫୋନକୁ ଏକ ଓଟିପି ଆସିବ। ଓଟିପି ଭେରିଫାଇ ହେବା ପରେ ଓ୍ଵାଲେଟ ଅପ୍ସନ ଉପରେ କ୍ଲିକ କରନ୍ତୁ।

ଏହାପରେ ଆଇଡେନଟିଟୀ କେଡିସିଆଲ୍ସ ଉପରେ ଟ୍ୟାପ୍‌ କରି ନିଜର ଆଧାରକୁ ଭେରିଫାଏଡ କ୍ରେଡେନସିଆଲକୁ ଅପଲୋଡ କରନ୍ତୁ। ଏହାପରେ ପ୍ରମ୍ପଟ ଆସିବା ପରେ ସେଲଫି ଅପଲୋଡ କରନ୍ତୁ। ଟର୍ମସ ଆଣ୍ଡ କଣ୍ଡିସନ୍ସକୁ ଆକସେପ୍ଟ କରିବା ପରେ ଆପଣ ଏହାର ବ୍ୟବହାର କରିପାରିବେ।

 

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago