ବ୍ୟବସାୟ ଓ ଅର୍ଥନୀତି

ଫେଷ୍ଟିଭାଲ ସିଜିନ ପାଇଁ ରେଳ ବିଭାଗ ଜାରି କଲା ସତର୍କ ବାଣୀ, ଯଦି ଯାତ୍ରାରେ ଏହିସବୁ ସାମଗ୍ରୀ ସାଥିରେ ନେଉଛନ୍ତି ତେବେ ଭୋଗିବେ ୩ବର୍ଷ ଜେଲ ଦଣ୍ଡ

ଗରିବଠୁ ଆରମ୍ଭ କରି ଧନୀ ଶ୍ରେଣୀର ଲୋକ ସମସ୍ତେ ଟ୍ରେନରେ ଯାତ୍ରା କରିିଥାନ୍ତି। ଏଥିରେ ପ୍ରତ୍ୟେକ ଯାତ୍ରୀଙ୍କର ସୁବିଧା କୁ ଧ୍ୟାନ ରଖାଯାଇଥାଏ। କେବଳ ଯାତ୍ରା ନୁହେଁ ବରଂ ଯାତ୍ରୀଙ୍କର ଜୀବନକୁ ମଧ୍ୟ ଧାନ ଦିଆଯାଏ। ଟ୍ରେନ ପ୍ରତିଦିନ ଲକ୍ଷାଧିକ ସଂଖ୍ୟାର ଯାତ୍ରୀଙ୍କୁ ନେଇ ଯାତ୍ରା କରିଥାଏ। ଏମିତିରେ ଫେଷ୍ଟିଭ ସିଜିନରେ ଯଦି ଯାତ୍ରା କରୁଥାନ୍ତି ତେବେ କିଛି ଖାସ ନିୟମ ରହିଛି ଯାହାକୁ ଜାଣିବା ସହିତ ମାନିବା ଉଚିତ।

ଏମିତିରେ ଆଗକୁ ଦୀପାବଳି ସହିତ ଛଟ୍‌ ପୂଜା ମଧ୍ୟ ଆସୁ ଛି। ଯେଉଥିପାଇଁ ଅନେକ ଲୋକ ନିଜ ଘରକୁ ଯିବାକୁ ପ୍ଲାନିଂ କରିଥାନ୍ତି। କିନ୍ତୁ ଏହିସମୟରେ ରେଳ ବିଭାଗ ଅନେକ ନିୟମ ଜାରୀ କରିଥାଏ। । ଯାହାକୁ ନ ମା ନିବା ଦ୍ୱାରା ଆପଣଙ୍କୁ ଜେଲ ମଧ୍ୟ ହୋଇପାରେ। କ’ଣ ଆପଣ ଏହିସବୁ ନିୟମ ସମ୍ପର୍କରେ ଜାଣିଛନ୍ତି କି ? ଯଦି ଜାଣି ନାହାନ୍ତି ତେବେ ଏବେ ଠୁ ଜାଣିନିଅନ୍ତୁ। ଆପଣଙ୍କ ଯାତ୍ରା ସୁବିଧା ଜନକ ହେବ।

ଭାରତୀୟ ରେଳରେ ଅନେକ ଯାତ୍ରୀ ଯା ତ୍ରା କରିଥାନ୍ତି। ସେମିତିରେ ପର୍ବ ସମୟରେ ଯାତ୍ରୀଙ୍କ ସଂଖ୍ୟା ଅଧିକ ହୋଇଯାଏ। ଏମିତିେୀ ଭିଡ଼ ହେବା ସ୍ୱଭାବିକ। ଏବେ ତ ଦୀପାବଳିକୁ ଛଟ୍‌ ପୂଜା ଆରମ୍ଭ ହେବାକୁ ଯାଉଛି। ଲୋକମାନେ ନିଜ ନିଜ ଘରକୁ ଯିବା ପାଇଁ ରେଳରେ ଯାତ୍ରା କରୁଛନ୍ତି। ଏ ମିତିରେ ରେଳ ଷ୍ଟେସନରେ ଅନେକ ଭିଡ଼ ହେବ। ଏମିତିରେ ରେଳ ବିଭାଗ ତରଫରୁ କିଛି ଜିନିଷକୁ ବ୍ୟାନ କରାଯାଇଛି। ଯେଉଁ ଯାତ୍ରୀ ନିଜ ସହିତ ଟ୍ରେନରେ ଏହିସବୁ ଜିନିଷ ନେଇପାରିବେ ନାହିଁ।

ରେଳ ରେ ସବୁ ବର୍ଗର ଲୋକ ଯାତ୍ରା କରିଥାନ୍ତି। ତେଣୁ ପ୍ରତ୍ୟେକଙ୍କ ଜୀବନ ଏଥିପାଇଁ ମୂଲ୍ୟବାନ ହୋଇଥାଏ। ଏମିତିରେ ରେଳ ଯାତ୍ରୀ ଏମିିତି କିଛି ବି ଜିନିଷ ନେଇପାରିବେ ନାହିଁ। ଯାହାଦ୍ୱାରା ଅନ୍ୟ ଲୋକଙ୍କ ଜୀବନକୁ ବିପଦ ରହିଛି। ବେଷ୍ଟ ସେଣ୍ଟ୍ରାଲ ରେଲେଓ୍ଵ ଏହାକୁ ନେଇ ଟ୍ଵିଟ କରିଛି।

ଏହି ଟ୍ଵିଟରେ ଲେଖାଯାଇଛି ଯେ ଟ୍ରେନରେ ବାଣ ନେଇ ଯାଇପାରିବେ ନାହିଁ। ଏହାସହିତ ଟ୍ରେନରେ ଜ୍ୱଳନଶୀଳ ସାମଗ୍ରୀ କିମ୍ବା କୌଣସି ବିସ୍ପୋଟକ ଜିନିଷ ନେଇପାରିବେ ନାହିଁ। ଏମିତିରେ ଲୋକଙ୍କୁ ସଚେତନ କରିବା ପାଇଁ ରେଳ ବିଭାଗ ତରଫରୁ ଏକ ଟ୍ଵିଟ ଜାରି କରାଯାଇଛି। ତେଣୁ ଯାତ୍ରୀ ମାନେ ପେଟ୍ରୋଲ, ଡିଜେଲ, କିରୋସିନ, ବାଣ, ଗ୍ୟାସ ସିଲିଣ୍ଡର, ଗନ୍‌ ପାଉଡର ଭଳି କ୍ଷତିକାରକ ଜିନିଷ ଟ୍ରେନରେ ନେଇ ଯାତ୍ରା କରିପାରିବେ ନାହିଁ।

ଏହାବ୍ୟତିତ ଆମେ ଆଗରୁ ଆପଣଙ୍କୁ କହିଛୁ ଯେ ଟ୍ରେନରେ ଆପଣ ଚୁଲ୍ଲା, ଗ୍ୟାସ ତଥା ଓଭନ ମଧ୍ୟ ନେଇପାରିବେ ନାହିଁ। ଏହାସହିତ ଟ୍ରେନରେ କୌଣସି ଡବ୍ଦାରେ କିମ୍ବା ଷ୍ଟେସନରେ ଆପଣ ସିଗାରେଟ ଜଳାଇପାରିବେ ନାହିଁ। ଟ୍ରେନରେ ଜ୍ୱଳନଶୀଳ ଓ ବିସ୍ପୋଟକ ସାମଗ୍ରୀ ନେଇପାରିବେ ନାର୍ହି। ଯଦି ଏମିତିରେ କେହି ବି ଧରାପଡ଼ନ୍ତି ତେବେ ରେଳ ବିଭାଗ ର ଆକ୍ଟ ୧୯୮୯ ଧାରା ୧୬୪ ଓ ୧ ୬୫ ଅନ୍ତର୍ଗତ ଦଣ୍ଡ ଭୋଗିବାକୁ ପଡ଼ିବ।ଏହାସହିତ ହଜାର ଟଙ୍କାର ଜରିମାନା ସହିତ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିିବାକୁ ହେବ।

D Sonali

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖୁସିରେ କଟିବ, ସାଙ୍ଗଙ୍କ ସହ ଭେଟ ହୋଇପରେ

ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…

1 hour ago

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

3 hours ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

3 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

5 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

5 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

6 hours ago