ଟ୍ରେନ୍ରେ ଯାତ୍ରା କରିବା ସମୟରେ କରୋନା ସଂକ୍ରମଣରୁ ବର୍ତ୍ତିବାକୁ ରେଳ ବିଭାଗ ତରଫରୁ ନୂଆ ଗାଇଡ୍ଲାଇନ୍ ଜାରି କରାଯାଇଛି। ଏହାର ଉଲ୍ଲଂଘନ ଯାତ୍ରୀଙ୍କୁ ମହଙ୍ଗା ପଡ଼ିବ। ଏସବୁ ନିୟମ ଉଲ୍ଲଂଘନ କରିଥିବା ପ୍ରମାଣିତ ହେଲେ ଦୋଷୀକୁ ମୋଟା ଅଙ୍କର ଜରିମାନା କିମ୍ବା ଜେଲ ଦଣ୍ଡ ବି ହୋଇପାରେ। ପାର୍ବଣକୁ ଦୃଷ୍ଟିରେ ରଖି ରେଳ ବିଭାଗ ତରଫରୁ ନୂଆ ୩୯୨ଟି ଟ୍ରେନ୍ ଚଳାଚଳ କରିବାକୁ ଘୋଷଣା କରାଯାଇଛି। ଦଶହରା ସମୟରେ ଯାତ୍ରୀମାନେ ବହୁ ସଂଖ୍ୟାରେ ଘରକୁ ଯାତ୍ରା କରିବା ସମ୍ଭାବନା ଥିବାରୁ ବିଭାଗ ତରଫରୁ ଅଧିକ ଟ୍ରେନ୍ ଚଳାଚଳ କରିବା ନିଷ୍ପତ୍ତି ନିଆଯାଇଛି। ତେବେ ରେଳ ଯାତ୍ରା ବେଳେ ଯାତ୍ରୀମାନେ କରୋନା ଗାଇଡ୍ଲାଇନ୍ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି।
ବାଲେଶ୍ୱର (କେନ୍ୟୁଜ୍): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…
ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…
କେନ୍ୟୁଜ୍: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…
ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…
କେନ୍ୟୁଜ୍: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…
ମୟୂରଭଞ୍ଜ(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…