ବ୍ୟବସାୟ ଓ ଅର୍ଥନୀତି

ଗୋଟିଏ ଇଣ୍ଟରଭ୍ଯୁରେ ହୁଅନ୍ତୁ ସାଇଣ୍ଟିଷ୍ଟି, ନିଯୁକ୍ତି ପାଇଁ ଜଲଦି କରନ୍ତୁ ଆବେଦନ

ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ରେ ଗ୍ରୁପ୍ ‘ଏ’ ଟେକନିକ୍ ସେବାରେ ବୈଜ୍ଞାନିକ ବି ପଦବୀରେ ନିଯୁକ୍ତି ଜାରି। ସୂଚନା ଯୋଗ୍ଯ ଆବେଦନ ପାଇଁ ମାତ୍ରା ଆଉଗୋଟିଏ ଦିନ ରହିଛି। ଆବେଦନକାରୀ କେବଳ ଅନଲାଇନ୍ ମାଧ୍ଯମରେ ୧୦ ଜୁଲାଇ ପର୍ଯ୍ଯନ୍ତ ଆବେଦନ କରିପାରିବେ। ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀଙ୍କ ମାସିକ ବେତନ ୫୬,୧୦୦ ରହିଛି। ଆବେଦନକାରୀ https://rac.gov.in ମାଧ୍ଯମରେ ପଦବୀ ପାଇଁ ଅନଲାଇନ୍ ଆବେଦନ କରିପାରିବେ।

ପଦବୀ ନାମ ଏବଂ ପଦ ସଂଖ୍ଯା:

ଇଲେକ୍ଟ୍ରୋନିକ୍ସ ଏବଂ ଇଞ୍ଜିନିୟରିଂ- ୩୭ ପଦ

ମେକାନିକାଲ୍ ଇଞ୍ଜିନିୟରିଂ- ୩୫ ପଦ

କମ୍ପ୍ଯୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ- ୩୧ ପଦ

ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ- ୧୨ ପଦ

ସାମଗ୍ରୀ ବିଜ୍ଞାନ ଏବଂ ଇଞ୍ଜିନିୟରିଂ- ୧୦ ପଦ

ଭୌତିକ- ୮ପଦ

ରସାୟନ ବିଜ୍ଞାନ- ୭ ପଦ

କେମିକାଲ ଇଞ୍ଜିନିୟରିଂ- ୬ ପଦ

ଏରୋନାଟିକଲ ଇଞ୍ଜିନିୟରିଂ- ୪ ପଦ

ଗଣିତ- ୪ପଦ

ସିଭିଲ୍ ଇଞ୍ଜିନିୟରିଂ- ୩ପଦ

ମନୋବିଜ୍ଞାନ- ୧୦ ପଦ

ବୟସ ସୀମା:

ସାମାନ୍ଯ ବର୍ଗଙ୍କ ପାଇଁ- ୨୮ ବର୍ଷ

ଓବିସି- ୩୧ ବର୍ଷ

ଏସସି/ଏସଟି- ୩୩ ବର୍ଷ

ମହତ୍ତ୍ବପୂର୍ଣ୍ଣ ତାରିଖ:

ଅନଲାଇନ୍ ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୧୦ ଜୁଲାଇ ୨୦୨୦

ଚୟନ ପକ୍ରିୟା:

ଗେଟ୍ କିମ୍ବା ଏନଇଟି ପ୍ରାପ୍ତ ପ୍ରତିଶତ ଆଧାରରେ ସର୍ଟଲିଷ୍ଟ ପାଇଁ ଆବେଦନକାରୀଙ୍କୁ ଦିଲ୍ଲୀ କିମ୍ବା ଅନ୍ଯ ସ୍ଥାନରେ ଆୟୋଜିତ ହେବାକୁ ଥିବା ପର୍ସନାଲ ଇଣ୍ଟରଭ୍ଯୁ ଉପସ୍ଥିତ ହେବାକୁ ପଡିବ।

କିପରି କରିବେ ଆବେଦନ:

ଆବେଦନକାରୀ ଡିଆରି ଓ ଆରଏସି ସାଇଣ୍ଟିଷ୍ଟ ବି ପଦବୀରେ ଆବେଦନ କରିବା ପାଇଁ ଅନଲାଇନ୍ ମୋଡରେ ୧୦ ଜୁଲାଇ ୨୦୨୦ କିମ୍ବା ତା‘ପୂର୍ବରୁ ଅଫିସିଆଲ ୱେବସାଇଟ୍ ଜରିଆରେ ଆବେଦନ କରିପାରିବେ।

ଆବେଦନ ଶୁକ୍ଳ:

ଜେନେରାଲ (ୟୁଆର) ଏବଂ ଓବିସି(ପୁରୁଷ) ବର୍ଗଙ୍କ ପାଇଁ- ୧୦୦ଟଙ୍କା

ଏସସି/ଏସଟି (ମହିଳା)ଙ୍କ ପାଇଁ- ଆବେଦନ ଶୁଳ୍କ ନାହିଁ

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

2 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

11 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

46 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

53 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago