ଗୋଟିଏ ଇଣ୍ଟରଭ୍ଯୁରେ ହୁଅନ୍ତୁ ସାଇଣ୍ଟିଷ୍ଟି, ନିଯୁକ୍ତି ପାଇଁ ଜଲଦି କରନ୍ତୁ ଆବେଦନ

ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ରେ ଗ୍ରୁପ୍ ‘ଏ’ ଟେକନିକ୍ ସେବାରେ ବୈଜ୍ଞାନିକ ବି ପଦବୀରେ ନିଯୁକ୍ତି ଜାରି। ସୂଚନା ଯୋଗ୍ଯ ଆବେଦନ ପାଇଁ ମାତ୍ରା ଆଉଗୋଟିଏ ଦିନ ରହିଛି। ଆବେଦନକାରୀ କେବଳ ଅନଲାଇନ୍ ମାଧ୍ଯମରେ ୧୦ ଜୁଲାଇ ପର୍ଯ୍ଯନ୍ତ ଆବେଦନ କରିପାରିବେ। ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀଙ୍କ ମାସିକ ବେତନ ୫୬,୧୦୦ ରହିଛି। ଆବେଦନକାରୀ https://rac.gov.in ମାଧ୍ଯମରେ ପଦବୀ ପାଇଁ ଅନଲାଇନ୍ ଆବେଦନ କରିପାରିବେ।

ପଦବୀ ନାମ ଏବଂ ପଦ ସଂଖ୍ଯା:

contractଇଲେକ୍ଟ୍ରୋନିକ୍ସ ଏବଂ ଇଞ୍ଜିନିୟରିଂ- ୩୭ ପଦ

ମେକାନିକାଲ୍ ଇଞ୍ଜିନିୟରିଂ- ୩୫ ପଦ

କମ୍ପ୍ଯୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ- ୩୧ ପଦ

ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ- ୧୨ ପଦ

ସାମଗ୍ରୀ ବିଜ୍ଞାନ ଏବଂ ଇଞ୍ଜିନିୟରିଂ- ୧୦ ପଦ

ଭୌତିକ- ୮ପଦ

job-ରସାୟନ ବିଜ୍ଞାନ- ୭ ପଦ

କେମିକାଲ ଇଞ୍ଜିନିୟରିଂ- ୬ ପଦ

ଏରୋନାଟିକଲ ଇଞ୍ଜିନିୟରିଂ- ୪ ପଦ

ଗଣିତ- ୪ପଦ

ସିଭିଲ୍ ଇଞ୍ଜିନିୟରିଂ- ୩ପଦ

ମନୋବିଜ୍ଞାନ- ୧୦ ପଦ

ବୟସ ସୀମା:

ସାମାନ୍ଯ ବର୍ଗଙ୍କ ପାଇଁ- ୨୮ ବର୍ଷ

ଓବିସି- ୩୧ ବର୍ଷ

ଏସସି/ଏସଟି- ୩୩ ବର୍ଷ

ମହତ୍ତ୍ବପୂର୍ଣ୍ଣ ତାରିଖ:

Businessmen and Businesswomen discussing documents for job interview conceptଅନଲାଇନ୍ ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୧୦ ଜୁଲାଇ ୨୦୨୦

ଚୟନ ପକ୍ରିୟା:

ଗେଟ୍ କିମ୍ବା ଏନଇଟି ପ୍ରାପ୍ତ ପ୍ରତିଶତ ଆଧାରରେ ସର୍ଟଲିଷ୍ଟ ପାଇଁ ଆବେଦନକାରୀଙ୍କୁ ଦିଲ୍ଲୀ କିମ୍ବା ଅନ୍ଯ ସ୍ଥାନରେ ଆୟୋଜିତ ହେବାକୁ ଥିବା ପର୍ସନାଲ ଇଣ୍ଟରଭ୍ଯୁ ଉପସ୍ଥିତ ହେବାକୁ ପଡିବ।

କିପରି କରିବେ ଆବେଦନ:

job applyଆବେଦନକାରୀ ଡିଆରି ଓ ଆରଏସି ସାଇଣ୍ଟିଷ୍ଟ ବି ପଦବୀରେ ଆବେଦନ କରିବା ପାଇଁ ଅନଲାଇନ୍ ମୋଡରେ ୧୦ ଜୁଲାଇ ୨୦୨୦ କିମ୍ବା ତା‘ପୂର୍ବରୁ ଅଫିସିଆଲ ୱେବସାଇଟ୍ ଜରିଆରେ ଆବେଦନ କରିପାରିବେ।

ଆବେଦନ ଶୁକ୍ଳ:

ଜେନେରାଲ (ୟୁଆର) ଏବଂ ଓବିସି(ପୁରୁଷ) ବର୍ଗଙ୍କ ପାଇଁ- ୧୦୦ଟଙ୍କା

ଏସସି/ଏସଟି (ମହିଳା)ଙ୍କ ପାଇଁ- ଆବେଦନ ଶୁଳ୍କ ନାହିଁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.