୬.୩ ଲକ୍ଷ ପେନସନଧାରକଙ୍କୁ EPFO ଦେଲା ଖୁସିଖବର, ଜାନୁଆରୀ ପହିଲାରୁ ମିଳିବ ଲାଭ

ଶ୍ରମ ମନ୍ତ୍ରାଳୟ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(EPFO)ର କର୍ମଚାରୀ ପେନସନ୍‌ ଯୋଜନା ଦ୍ୱାରା ପେନସନ ଧାରକଙ୍କୁ ଏକ ନୂଆ ସେବା ଯଥା ‘କମ୍ୟୁଟେସନ’ର ସୁବିଧା ଜାନୁଆରୀ ପହିଲାରୁ ଦେବେ। ଏହି ପଦକ୍ଷେପରେ ୬.୩ ଲକ୍ଷ ପେନସନଧାରୀଙ୍କୁ ଲାଭ ମିଳିବ।

ଏହି ୬.୩ ଲକ୍ଷ ପେନସନଧାରୀ ନିଜର ପେନସନ୍‌ ଉଠାଇବାର ବିକଳ୍ପ ବାଛି ଥିଲେ ଏବଂ ୨୦୦୯ ପୂର୍ବରୁ ଅବସର ଗ୍ରହଣ କରିଥିବା ପେନସନଧାରୀଙ୍କ ପାଇଁ ଏବେ ରାଶିର କିଛି ପ୍ରତିଶତ ଟଙ୍କା ଉଠାଣକୁ ଅନୁମତି ମିଳିବ।

ସୂଚନା ଅନୁଯାୟୀ, ଶ୍ରମ ମନ୍ତ୍ରାଳୟ କର୍ମଚାରୀ ପେନସନ୍‌ ଯୋଜନା ଦ୍ୱାରା ପେନସନ୍‌ ‘କମ୍ୟୁଟେସନ’ ସୁବିଧା ଲାଗୁ କରିବା ପାଇଁ ଇପିଏଫଓ ଜାନୁୟାରୀ ପହିଲାରେ କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି।

ଏହି ସୁବିଧା ଅନୁଯାୟୀ ପେନସନଧାରକଙ୍କୁ ଅଗ୍ରିମ ପେନସନ୍‌ ରାଶିରୁ ଏକ ଅଂଶ ଦିଆଯାଏ। ଏହାପରେ ଆଗାମୀ ୧୫ ବର୍ଷ ପଯ୍ୟର୍ନ୍ତ ମାସିକ ପେନସନରେ ଏକ ତ୍ରୁତୀୟାଂଶ କଟାଯାଇଥାଏ। ୧୫ ବର୍ଷ ପରେ ପେନସନଭୋଗୀ ସମ୍ପୂର୍ଣ୍ଣ ପେନସନ୍‌ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ।

ଇପିଏଫଓ ଏହି ନିଷ୍ପତି ୨୧ ଅଗଷ୍ଟ ୨୦୧୯ରେ ହୋଇଥିବା ବୈଠକରେ ଏହି ସୁବିଧାର ଲାଭ ଉଠାଇବା ପାଇଁ ୬.୩ ଲକ୍ଷ ପେନସନଧାରୀଙ୍କୁ ମଞ୍ଜୁରୀ ଦେଇଥିଲେ।

Pritiparna

Recent Posts

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

12 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

15 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

35 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago

ସାଇବର ଠକେଇର ଶିକାର ହେଲେ ଉଚ୍ଚ ଶିକ୍ଷିତା ମହିଳା ଅଧିକାରୀ, ହରାଇଲେ ୩ ଲକ୍ଷ ୩୯ହଜାର

ଭୁବନେଶ୍ୱର: ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍‌…

2 hours ago