ଫେଷ୍ଟିଭ ସିଜିନ ଆରମ୍ଭ ହୋଇଯାଇଛି। ଗ୍ରାହକଙ୍କୁ ଆତ୍କଷ୍ଟ କରିବା ପାଇଁ ବିଭିନ୍ନ ଅଟୋ କମ୍ପାନୀ ଏବେ ଭିନ୍ନ ଭିନ୍ନ ଅଫର ଦେଉଛନ୍ତି। ଗତ କିଛି ଦିନ ହେଲାଣି ଦେଶର ପ୍ରାୟ ବଡ ବଡ ଅଟୋ କମ୍ପାନୀ ରିହାତି ଏବଂ ଅଫର ଘୋଷଣା କରିଛନ୍ତି। ଏବେ ହୋଣ୍ଡା ମଧ୍ୟ ନିଜ କାର କିଣିବାରେ ଗ୍ରାହକଙ୍କୁ ବଡ ଅଫର ଦେଉଛି।
କାର ପ୍ରସ୍ତୁତ କରୁଥିବା ଜାପାନ କମ୍ପାନୀ ହୋଣ୍ଡାର ନୂଆ କାର କିଣିଲେ ୨.୫୦ ଲକ୍ଷ ଟଙ୍କାର ବମ୍ପର ଅଫର ଦେଉଛି। ଏହି ଅଫର ଅଲଗା ଅଲଗା କ୍ୟାଟେଗୋରୀରେ ସର୍ତ୍ତ ଅନୁଯାୟୀ ମିଳୁଛି। ଏହି ଅଫରର ଲାଭ ହୋଣ୍ଡା ଆମେଜ, ୫ ଜେନେରେସନ ସିଟି, ଜାଜ୍, ଡବ୍ଲ୍ୟୁଆରଭି ଏବଂ ସିଭିକ କିଣିବାରେ ମିଳୁଛି। ଗ୍ରାହକ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଏହି ଅଫରର ଲାଭ ଉଠାଇପାରିବେ।
କମ୍ପାନୀର ଏହି ଅଫର ଅନୁଯାୟୀ, ହୋଣ୍ଡା ସିଭିକ କାରରେ ଅଢେଇ ଲକ୍ଷ ପର୍ଯ୍ୟନ୍ତ ରିହାତି ଅଫର ମିଳୁଛି। ସେହିପରି ୫ ଜେନେରେସନ ସିଟି କିଣିବାର ଗ୍ରାହକଙ୍କୁ ୩୦ ହଜାର ପର୍ଯ୍ୟନ୍ତ ରିହାତି ମିଳିବ। ଯଦି ଆପଣଙ୍କର ହୋଣ୍ଡା କାର ପୂର୍ବରୁ ଅଛି, ତେବେ ଗ୍ରାହକଙ୍କୁ ଲୟାଲିଟି ବୋନସ ଏବଂ ପୁରୁଣା ହୋଣ୍ଡା କାର ବିକ୍ରି କରିବାରେ ସ୍ୱତନ୍ତ୍ର ଏକ୍ସଚେଞ୍ଜ ଅଫରର ଅତିରିକ୍ତ ଲାଭ ମିଳିବ। ଯଦି ଆପଣ କାର କିଣିବାକୁ ଚାହୁଁଛନ୍ତି, ତେବେ ଆଜି ହିଁ ହୋଣ୍ଡା କାର କିଣିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…