ଫ୍ଲିପକାର୍ଟ ଆରମ୍ଭ କରିଛି ଏହି ଖାସ୍ ସର୍ଭିସ, Netflix ଏବଂ Prime ଭଳି ଦେଖିପାରିବେ ଫିଲ୍ମ ଏବଂ ଶୋ

ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟରେ ଏବେ ଆପଣ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଭଳି ଭିଡିଓ ଦେଖିପାରିବେ। ଫ୍ଲିପକାର୍ଟରେ ଉପଲବ୍ଧ ଏହି ଭିଡିଓ ମୂଖ୍ୟ ରୂପରେ ହିନ୍ଦୀରେ ହେବ। ଅବଶ୍ୟ କିଛି ଭିଡିଓ ତାମିଲ ଏବଂ କନ୍ନଡରେ ମଧ୍ୟ ହେବ। ଏହି ଭିଡିଓ ଷ୍ଟ୍ରିମିଂ ସର୍ଭିସକୁ ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ଆଣ୍ଡ୍ରଏଡର ଲାଟେଷ୍ଟ ଭର୍ସନ v6.17କୁ ଡାଉନଲୋଡ କରିବାକୁ ହେବ।

ଫ୍ଲିପକାର୍ଟ ଏହାର ଇଣ୍ଟରଫେସ ବିଲକୁଲ ସାଧାରଣ ରଖିଛି ଯେଉଁଥିରେ ‘ଅଲ’ ‘ମୁଭିଜ୍’ ଏବଂ ‘ଶୋଜ୍’ ଭଳି ତିନିଟି ସେକସନ ରହିବ। ଏଥିରେ ଡାର୍କ ଥିମର ବ୍ୟବହାର ମଧ୍ୟ କରାଯାଇଛି। ଏଠାରେ Voot, Arre, Viu ଏବଂ TVF ଭିଡିଓ ଏବଂ ମୁଭି ମଧ୍ୟ ଉପଲବ୍ଧ ରହିଛି।

ଫ୍ଲିପକାର୍ଟ ହେଡ୍ ଗ୍ରୋଥ ଏବଂ ମୋନିଟାଇଜେସନ ପ୍ରକାଶ ସିକାରିୟା କହିଛନ୍ତି ‘ଆମେ ନିଜର ଭିଡିଓ ସର୍ଭିସକୁ ମାର୍କେଟର ଡିମାଣ୍ଡକୁ ଦେଖି ତିନି ମୁଖ୍ୟ କଥା ଆଧାରରେ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଫ୍ରୀ, କ୍ୟୁରେଟେଡ ଏବଂ ପର୍ସନାଇଲଜଡ୍ ସାମିଲ ରହିଛି। ଆମର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଲୋକଙ୍କୁ ପ୍ରିମିୟମ କଟେଣ୍ଟ ଦେଖିବା ପାଇଁ ଅଧିକ ଟଙ୍କା ଦେବାକୁ ପଡିବନି। ଏଥିପାଇଁ ଆମେ ଆମର ଗ୍ରାହକଙ୍କ ପାଇଁ ବର୍ତ୍ତମାନ ଥିବା ସର୍ଭିସେସ୍ ବଦଳରେ କିଛି ଦେବାକୁ ଚାହୁଁଛୁ।

Pritiparna

Recent Posts

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

4 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

35 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

42 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago