ବ୍ୟବସାୟ ଓ ଅର୍ଥନୀତି

Flipkart Super Cooling Days, ଅଧାରୁ କମ ଦାମରେ କିଣନ୍ତୁ Haier Split AC

ଅନଲାଇନ ଇ ସପିଂ େଓ୍ଵବସାଇଟ ଫ୍ଲିପକାର୍ଟ ରେ ଗତ ୨୦ ଅପ୍ରେଲରୁ ଫ୍ଲିପକାର୍ଟ ସୁପର କୁଲିଂ ଡେଜ ସେଲ ଆରମ୍ଭ ହୋଇଛି। ଯେଉଁଥିରେ ଆପଣଙ୍କୁ ସମସ୍ତ କୁଲିଂ ଆପ୍ଲାଇଏନ୍ସେଜ ଉପରେ ଭାରି ଛାଡ ମିଳିବ। ଖରାଦିନକୁ ଦୃଷ୍ଟିରେ ରଖି ଇ-କମର୍ସ ପ୍ଲାଟଫର୍ମ ନିଜ ଗ୍ରାହକଙ୍କୁ ଖୁସି କରିବା ପାଇଁ ଏହି ସେଲ ଅଫର ଆରମ୍ଭ କରିଛି। ଏଥିରେ ଆପଣ Haier ସ୍ପିଲ୍ଟ ଏସିକୁ ଅଧା ଦାମରେ କିଣିପାରିବେ।

ଏହି ଡିଲରେ Haier 0.9 Ton 3 star split AC କୁ କମ ଦାମରେ ବିକାଯାଉଛି। ଏହାର ବଜାରରେ ପ୍ରକୃତ ମୂଲ୍ୟ ରହିଛ ି ୫୦ ହଜାର ୯୯୦ ଟଙ୍କା। କିନ୍ତୁ ଆପଣ ଫ୍ଲିପକାର୍ଟରେ ଏହାକୁ ୫୦% ଛାଡରେ କିଣିପାରିବେ। ଏହାପରେ ଏସିର ଦାମ ହୋଇଯିବ ୨୪,୯୯୦ ଟଙ୍କା। ଏଥିରେ ଏକ ପ୍ରିପେଡ ଅଫର ମଧ୍ୟ ଦିଆଯାଇଛି। ଯାହା ଅନ୍ତର୍ଗତ ହଜାର ଟଙ୍କାର ଡିସକାଉଣ୍ଟ ମିଳିବ। ଏହାପରେ ଏସିର ଦାମ ପୁଣି ଥରେ କମିଯାି ୨୩,୯୯୦ ଟଙ୍କା ହୋଇଯିବ।

pc: zee news

ହାୟରର ଏହି ଏସିର ଡିଲରେ ବ୍ୟାଙ୍କ ଅଫର ମଧ୍ୟ ରହିଛି। କିଣିବା ସମୟରେ ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଯଦି କ୍ରେଡିଟ କିମ୍ବା ଡେବିଟ କାର୍ଡ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ୧୭୫୦ ଟଙ୍କାର ଛାଡ ମିଳିବ। ପ୍ରିପେଡ ଅଫର ପରେ ଆପଣଙ୍କ ବ୍ୟାଙ୍କ ଅଫର ମଧ୍ୟ ଯୋଡାଯିବ। ଏହା ପରେ ଆପଣ ୫୦,୯୦୦ ଟଙ୍କାର Haier 0.9 Ton 3star split AC କୁ ଆପଣ ମାତ୍ର ୨୨,୨୪୦ ଟଙ୍କାରେ ଘରକୁ ଆଣିପାରିବେ।
ତେବେ ଏହାର ଫିଚର୍ସକୁ ଧ୍ୟାନ ଦେଲେ ଜଣାପଡେ ଯେ, ଏଥିରେ ମାଇକ୍ରୋ ଆଣ୍ଟି ବ୍ୟାକ୍ଟେରିଆଲ ଫିଲଟର ଏବଂ ସୁପର ଆଣ୍ଟି କେରୋଜେନ ସିଷ୍ଟମ ରହିଛି। ଅଟୋ ରିଷ୍ଟାର୍ଟ ଫିଚର ଓ ସ୍ଲିପ ମୋଡରୁ ଲେସ୍‌ ଥିବା ଏହି ସ୍ଲିପ୍ଟ ଏସି ୫୪ ଡିଗ୍ରୀ ତାପମାତ୍ରାରେ ମଧ୍ୟ ରୁମକୁ ଥଣ୍ଡା କରିଦେବ। ଏହା ୧୦୦ % କପରରେ ତିଆରି। ଏହା ପାଖାପାଖି ୧୫ମିଟର ପର୍ଯ୍ୟନ୍ତ ନିଜ ର କୁଲିଂ ପବନ ଦେବାରେ ସକ୍ଷମ ହୋଇଥାଏ। ଆଉ ମାତ୍ର ଅଳ୍ପ ସମୟ ମଧ୍ୟରେ ରୁମ କୁ ଥଣ୍ଡା କରିଦିଏ। ଏହାସହ ବିଜୁଳି ଖର୍ଚ୍ଚ ମଧ୍ୟ ବହୁତ କମ ହୁଏ।

D Sonali

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

38 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

39 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

46 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

51 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

1 hour ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

1 hour ago