ବ୍ୟବସାୟ ଓ ଅର୍ଥନୀତି

ଆଜି ବଢିଛି ସୁନା ଦର, ନଜର ପକାନ୍ତୁ କେତେ ଅଛି

କେନ୍ୟୁଜ୍(ବ୍ୟୁରୋ): ଆଜି ସୁନା ଦରରେ ହୋଇଛି ପରିବର୍ତ୍ତନ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୪,୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୯,୦୭୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୪,୧୫୦ ଟଙ୍କା ଓ ୫୯,୦୭୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରବଢିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୪,୧୫୦ ଟଙ୍କା ଓ ୫୯,୦୭୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୪,୩୦୦ ଟଙ୍କା ଓ ୫୯,୦୭୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୪,୪୪୦ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୯,୩୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୪,୪୪୦ ଟଙ୍କା ଓ ୫୯,୩୫୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୧,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

KNews Bureau

Recent Posts

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କିଛି ସମୟ ପରେ ଥମିବ ପ୍ରଚାର, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ହେବ ମତଦାନ

ଭୁବନେଶ୍ୱର : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କିଛି ସମୟ ପରେ ଥମିବ ପ୍ରଚାର । ଶେଷ ଦିନରେ…

2 seconds ago

ବିଶ୍ୱର ପ୍ରଥମ ହେଡ୍‌ଟ୍ରାନ୍ସପ୍ଲାଣ୍ଟ ସିଷ୍ଟମ୍‌, ଭିଡିଓ ଦେଖିଲେ ଆଖି ବୁଜିଦେବେ

ହେଡ୍‌ ଟ୍ରାନ୍ସପ୍ଲାଣ୍ଟର ଧାରଣାକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟକୁ ଚକିତ କରିଦେଇଛି । ଆଠ ମିନିଟର ଲମ୍ବା ଆନିମେଟେଡ୍ ଭିଡିଓରେ,…

1 min ago

ସକାଳେ କ୍ଷେତରେ କୋଦାଳ ଧରି ମାଟି ହାଣନ୍ତି, ସନ୍ଧ୍ୟାରେ ନିର୍ବାଚନ ପ୍ରଚାର କରନ୍ତି ଏହି ପ୍ରାର୍ଥୀ

ବାଙ୍ଗିରିପୋଷି(କେନ୍ୟୁଜ): କାନ୍ଧରେ କୋଦାଳ ଧରି ସକାଳ ହେଲେ କ୍ଷେତକୁ ବାହାରି ପଡନ୍ତି । କୋଦାଳରେ ମାଟି ହାଣି ଉର୍ବର କରନ୍ତି…

14 mins ago

ଅଭିନେତା ଫିରୋଜ ଖାନଙ୍କ ହାର୍ଟଆଟାକରେ ମୃତ୍ୟୁ, ଅମିତାଭ ବଚ୍ଚନଙ୍କ ମିମିକ୍ରି କରି ପାଇଥିଲେ ପରିଚୟ

‘ଭାବିଜୀ ଘର ପର ହୈ’ ଅଭିନେତା ଫିରୋଜ ଖାନଙ୍କ ପରଲୋକ । ଅମିତାଭ ବଚ୍ଚନଙ୍କ ମିମିକ୍ରି ଏବଂ ଅଭିନୟ କରୁଥିବା…

1 hour ago

ଦିଲ୍ଲୀରେ ୨୫ରେ ସାର୍ବଜନିକ ଛୁଟି; ଦୁଇ ଦିନ ବନ୍ଦ ରହିବ ସମସ୍ତ ମଦ ଦୋକାନ, ଭୋର୍‌ ୪ଟାରୁ ଗଡ଼ିବ ମେଟ୍ରୋ

ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ମେ’ ୨୫ରେ ଦିଲ୍ଲୀରେ ମତଦାନ ହେବ । ମତଦାନକୁ ନେଇ ନିର୍ବାଚନ ଆୟୋଗ ଏବଂ…

1 hour ago

Truecallerରେ ଆସିଲା ଦମଦାର AI ଫିଚର, ଏବେ କ୍ରିଏଟ କରିପାରିବେ ନିଜର ଡିଜିଟାଲ ଭଏସ୍

Truecaller ନିଜର ୟୁଜରମାନଙ୍କ ପାଇଁ ଏକ ଦମଦାର AI ଫିଚର ଆଣିଛି । ଏହି ଫିଚର ମାଧ୍ୟମରେ, ଉପଭୋକ୍ତାମାନେ ସେମାନଙ୍କର…

1 hour ago