ଶିକ୍ଷକ ହେବାକୁ ଚାହୁଁଛନ୍ତି ? ନବୋଦୟ ବିଦ୍ୟାଳୟରେ ବାହାରିଛି ନିଯୁକ୍ତି ବିଜ୍ଞାପନ, ଜାଣନ୍ତୁ କିପରି କରିବେ ଆବେଦନ

ନବୋଦୟ ବିଦ୍ୟାଳୟ, ଆର୍ମି ପବ୍ଲିକ ସ୍କୁଲ ଏବଂ କେନ୍ଦ୍ରିୟ ବିଦ୍ୟାଳୟ ସମେତ ଦେଶରେ ବିଭିନ୍ନ ସ୍କୁଲରେ ଶିକ୍ଷକଙ୍କ ନିଯୁକ୍ତି କରାଯିବ। ଏହି ସ୍କୁଲମାନଙ୍କରେ PGT, TGT, PRT, PET ମ୍ୟୁଜିକ୍ ଏବଂ ଅନ୍ୟ ବିଷୟରେ ଶିକ୍ଷକ ନିଯୁକ୍ତି କରାଯିବ। ଇଛୁକ ପ୍ରାର୍ଥୀମାନେ ଏହି ପୋଷ୍ଟରେ ଆବେଦନ କରିବା ପାଇଁ ନବୋଦୟ ବିଦ୍ୟାଳୟ, ଆର୍ମି ପବ୍ଲିକ ସ୍କୁଲ ଏବଂ କେନ୍ଦ୍ରିୟ ବିଦ୍ୟାଳୟର ଅଫିସିଆଲ ୱେବସାଇଡ ଚେକ୍ କରିପାରିବେ। ପ୍ରତ୍ୟେକ ପୋଷ୍ଟରେ ନିଯୁକ୍ତି ପାଇଁ ଜାରି କରାଯାଇଥିବା ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟ ପ୍ରମାଣ ସହ ଶେଷ ତାରିଖ ପୂର୍ବରୁ ଆବେଦନ କରିପାରିବେ।

-ନବୋଦୟ ବିଦ୍ୟାଳୟ ସମିତିରେ ସମୁଦାୟ ୨୩୭୦ଟି ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଯେଉଁଥିରେ ଆଷିଷ୍ଟାଣ୍ଡ କମିସନର, ପୋଷ୍ଟ ଗ୍ରାଜୁଏଟ ଟିଚର, ଟ୍ରେଣ୍ଡ ଗ୍ରାଜୁଏଟ ଟିଚର ଏବଂ ଅନ୍ୟ ବିବିଧ ଶିକ୍ଷକ, ଲିଗାଲ ଆଷିଷ୍ଟାଣ୍ଡ, ମହିଳା ନର୍ସ, କ୍ୟାଟରିଙ୍ଗ ଆଷିଷ୍ଟାଣ୍ଡ ଏବଂ କ୍ଲର୍କ ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୯ ଅଗଷ୍ଟ ୨୦୧୯। ୧୨ ଅଗଷ୍ଟ ମଧ୍ଯରେ ଫିସ୍ ଜମା କରିପାରିବେ। ଇଛୁକ ପ୍ରାର୍ଥୀମାନେ navodaya.gov.in ଜରିଆରେ ଆବେଦନ କରିବେ।

-କଣ୍ଟୋନମେଣ୍ଟ ବୋର୍ଡ ସୌଗାର ପକ୍ଷରୁ ଆଷିଷ୍ଟାଣ୍ଡ ଟିଚର/ମିଡିଲ ସ୍କୁଲ ଟିଚର ଏବଂ ଅନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଛୁକ ପ୍ରାର୍ଥୀମାନେ cbsaugor.org ଜରିଆରେ ଆବେଦନ କରିପାରିବେ।

-କୋବ୍ରା ଡିଷ୍ଟ୍ରିକ୍ଟ ଏଜୁକେସନ ଡିପାର୍ଟମେଣ୍ଟ ପକ୍ଷରୁ ଗେଷ୍ଟ ଟିଚର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।  korb.ina.gov ଜରିଆରେ ଆବେଦନ କରିପାରିବେ।

-ଏଟୋମିକ ଏନର୍ଜି ଏଜୁକେସନ ସୋସାଇଟରେ PRT, TGT, ଲାଇବେରିଆନ୍ ଏବଂ ସ୍ପେଶାଲ ଏଜୁକେସନ ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। aees.gov.in ମାଧ୍ୟମରେ ଆବେଦନ କରିପାରିବେ।

ଏହାସହ ପଢନ୍ତୁ: SAILରେ ନିଯୁକ୍ତି ପାଇଁ ବମ୍ପର ଭର୍ତ୍ତି, ଦ୍ବାଦଶ ପାସ୍ ଏବଂ ସ୍ନାତ୍ତକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

-ସମଗ୍ର ଶିକ୍ଷା ଦିଲ୍ଲୀରେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଏହି ପଦବୀରେ ନିଯୁକ୍ତି ପାଇଁ samagra.mhrd.gov.in ଜରିଆରେ ଆଜି ହିଁ ଆବେଦନ କରିପାରିବେ।

-ସୈନିକ ସ୍କୁଲ TGT, ଆର୍ଟ ଟିଚର ଏବଂ ଅନ୍ୟୁ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ ପାଇଁ ପ୍ରାର୍ଥୀମାନେ ୧୩ ଜୁଲାଇ ମଧ୍ୟରେ sainikschoolkodagu.edu.in ରେ ଆବେଦନ କରିପାରିବେ।

KNews Bureau

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

21 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

43 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

50 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

1 hour ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

1 hour ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

1 hour ago