ସବୁଠାରୁ ଅଧିକ ବିକ୍ରି ହେଉଥିବା ନୂଆ ଭେରିୟଣ୍ଟ Suzuki Access 125 ହେଲା ଲଞ୍ଚ, ଜାଣନ୍ତୁ କେତେ ରହିଛି ଦାମ୍

Suzuki Motorcycle India ନିଜର ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ନିଜର ସବୁଠାରୁ ପପୁଲାର ସ୍କୁଟର Suzuki Access 125ର ଡ୍ରମ ବ୍ରେକ ଭେରିୟଣ୍ଟ ସହିତ ଲଞ୍ଚ କରିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ Suzuki Access 125 ଭାରତରେ ସବୁଠୁ ଅଧିକ ବିକ୍ରି କରାଯାଉଥିବା ସ୍କୁଟର ଅଟେ। ସେହିଭଳି ନିକଟରେ କମ୍ପାନୀ ଏହାର ନୂଆ ଭର୍ସନ ଭାରତରେ ଲଞ୍ଚ କରିଛି।

ଦାମ ବିଷୟରେ କହିବାକୁ ଗଲେ Suzuki Access 125 ଅଲୟ ହ୍ବିଲ ସହିତ ୪ କଲର ସ୍କିମରେ ଉପଲବ୍ଧ ଅଟେ ଯାହା କ୍ରମଶଃ ପର୍ଲ ସୁଜୁକି ଡିପ ବ୍ଳୁ, ଗ୍ଲାସ ସ୍ପାର୍କଲ ବ୍ଲାକ, ମେଟାଲିକ୍ ମ୍ୟାଟ ଫାଇବ୍ରୋଇନ ଗ୍ରେ ଏବଂ ପର୍ଲ ମିରାଜ ହ୍ବାଇଟ। ଏହାଛଡା ଏହି ସ୍କୁଟର ସ୍ପେଶାଲ ଏଡିସନ ଏସଇ ଭେରିୟଣ୍ଟରେ ଉପଲବ୍ଧ ରହିଛି। ନୂଆ Suzuki Access 125 ସ୍କୁଟରର ଦାମ INR୫୯,୮୯୧(ଏକ୍ସ-ଶୋରୁମ, ନୂଆଦିଲ୍ଲୀ) ଏବଂ ସ୍ପେଶାଲ ଏଡିସନ INR୬୨୧,୫୯୦(ଏକ୍ସ-ଶୋରୁମ, ନୂଆଦିଲ୍ଲୀ)ରେ ଉପଲବ୍ଧ ରହିଛି।

ସୁଜୁକି ଆକସେସ୍ ୧୨୫ରେ ୧୨୪ସିସିର ୪ ଷ୍ଟ୍ରୋକ ଲାଗିଛି ଏବଂ ଏହାସହିତ ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ଯାହା ୮.୭PSs ଏବଂ ୧୦.୨Nm ର ଟର୍କ ଦେଇଥାଏ। ଇଞ୍ଜିନରେ କୌଣସି ପ୍ରକାରର କୌଣସି ପରିବର୍ତ୍ତନ କରିନାହିଁ। ଏହି ଇଞ୍ଜିନ SEP ଟେକନିକରେ ଲେସ ରହିଛି ଯାହା ସାହାଯ୍ୟରେ ମିଳିଥାଏ ଉତ୍ତମ ରାଇଡିଂ ଏବଂ ପରଫରମାନ୍ସ। ରାଇଡରଙ୍କୁ ଆସ୍ବସ୍ତି ଦେବାପାଇଁ ସୁଜୁକି ନୂଆ ଆକସେସ୍ ୧୨୫ରେ ସହଜ ସ୍ମାର୍ଟ ସିଷ୍ଟମ, ସେଣ୍ଟ୍ରାଲ ଲକିଂ ଏବଂ ସୁରକ୍ଷା ଶଟର ଭଳି ଫିଚର୍ସକୁ ସାମିଲ କରାଯାଇଛି। ସେଫ୍ଟି ପାଇଁ ଏଥିରେ ଡିସ୍କ ବ୍ରେକର ମଧ୍ୟ ସୁବିଧା ଦିଆଯାଇଛି।

Pritiparna

Recent Posts

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

12 seconds ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

23 mins ago

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା ।  ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …

53 mins ago

ରବିନା ଟଣ୍ଡନଙ୍କ ବିରୁଦ୍ଧରେ ମାରପିଟ୍‌ ଅଭିଯୋଗ, ନିଶାରେ ବୟସ୍କା ମହିଳାଙ୍କୁ କରିଛନ୍ତି ଆକ୍ରମଣ

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଉପରେ ଅଭିଯୋଗ । ରବିନା ଜଣେ ବୟସ୍କା ମହିଳା ଏବଂ ତାଙ୍କ ପରିବାର ସହିତ…

55 mins ago

ବ୍ରେକଅପ୍‌ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା

ମେଣ୍ଟାଲ ହେଲଥ୍‌ ଏବଂ ଇମୋସନ୍‌ ପାଇଁ ବ୍ରେକଅପ୍‌ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…

1 hour ago

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…

2 hours ago