ଏଣିକି ମାଗଣାରେ କରିପାରିବେ ରେଳ ଯାତ୍ରା, ଜାଣନ୍ତୁ କେମିତି ପାଇବେ ଏହାର ଫାଇଦା

ରେଳଯାତ୍ରା କରୁଛନ୍ତି ତ ଏହି ଖବର ଆପଣଙ୍କ ପାଇଁ ଜାଣିବା ବହୁତ ଜରୁରୀ। ରେଲେଓ୍ଵ କିଛି ଲୋକଙ୍କୁ ରିହାତି ଦେଇଥାଏ। ଅନେକ ଲୋକଙ୍କୁ ତ ଭାରତୀୟ ରେଳ ମାଗଣାରେ ଯାତ୍ରା କରିବା ପାଇଁ ସୁଯୋଗ ମଧ୍ୟ ଦେଇଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଟିକେଟ ଉପରେ ମିଳିପାରିବ ଡିସକାଉଣ୍ଟ। ଭାରତୀୟ ରେଳରେ କିଛି ଖାସ୍ କ୍ୟାଟେଗରୀର ଲୋକଙ୍କୁ ଯାତ୍ରା କରିବା ଦ୍ୱାର ଆଇଆରସିଟିସି ପକ୍ଷରୁ ଟ୍ରେନ ଟିକେଟରେ ଡିସକାଉଣ୍ଟ ଦିଆଯାଇଥାଏ। ଆଜ୍ଞା ହଁ ଭାରତୀୟ ରେଳ ସେହି ଲୋକ ମାନଙ୍କୁ ଶସ୍ତାରେ ରେଳ ଯାତ୍ରା କରିବା ପାଇଁ ସୁଯୋଗ ଦେଉଛି ଯେଉଁମାନେ ।ବେରୋଜଗାରୀ। ଏହି ବେରୋଜଗାରୀ ଯୁବଗୋଷ୍ଠିଙ୍କ ଟିକେଟରେ ୫୦ ରୁ ୧୦୦ ପ୍ରତିଶତ ଡିସକାଉଣ୍ଟ ରହିଛି।

ଏହି ଲିଷ୍ଟରେ ଯୁବଗୋଷ୍ଠି,ଷ୍ଟୁଡେଣ୍ଟ ଏବଂ ସିନିୟର ସିଟିଜେନ ପର୍ଯ୍ୟନ୍ତ ସାମିଲ ଅଛନ୍ତି। ଷ୍ଟୁଡେଣ୍ଟସ୍ ଘରୁ ଯିବା ଆସିବା, ବିଦେଶୀ ଛାତ୍ରଙ୍କ ଯାତ୍ରା, ରିସର୍ଚ୍ଚ ଓ୍ଵାର୍କ ସମ୍ବନ୍ଧୀୟ ଟ୍ରାଭେଲ ଆଦି ସମେତ ଅନେକ କାରଣ ପାଇଁ ମଧ୍ୟ ଟ୍ରେନରେ ଯାତ୍ରା କରିବାରେ ଡିସକାଉଣ୍ଟ ମିଳିଥାଏ। ଏହାଛଡା ୫୮ ବର୍ଷ ମହିଳା ଏବଂ ୬୦ ବର୍ଷ ପୁରୁଷଙ୍କୁ ମଧ୍ୟ ଟ୍ରେନ ଟିକେଟରେ ରିହାତି ଦିଆଯାଇଥାଏ। ତେବେ ଆସନ୍ତୁ ଜାଣିବା ଷ୍ଟୁଡେଣ୍ଟସ୍‌, ସିନିୟର ସିଟିଜେନ ଏବଂ ୟୁଥମାନଙ୍କୁ କେଉଁ ଉଦ୍ଦେଶ୍ୟ ପାଇଁ ରେଳ ଯାତ୍ରା କେତେ ପ୍ରତିଶତ ଡିସକାଉଣ୍ଟ ଉପଲବ୍ଧ ।

ସିନିୟର ସିଟିଜେନଙ୍କୁ ମିଳୁଥିବା ଡିସକାଉଣ୍ଟ

-୫୮ ବର୍ଷ କିମ୍ବା ତାଠାରୁ ଅଧିକ ବୟସର ମହିଳା ଏବଂ ୬୦ ବର୍ଷରୁ ଉର୍ଦ୍ଧ ପୁରୁଷଙ୍କୁ ଟ୍ରେନ ଯାତ୍ରା କରିବାରେ ରିହାତି ମିଳିଥାଏ। ମହିଳା ଯାତ୍ରୀଙ୍କୁ ୫୦ ପ୍ରତିଶତ ଏବଂ ପୁରୁଷ ଯାତ୍ରୀ ୪୦ ପ୍ରତିଶତ ରିହାତି ମିଳିବ।

ଏହାସହ ପଢନ୍ତୁ : ରେଳଯାତ୍ରୀଙ୍କୁ ପ୍ରଥମ ଥର ପାଇଁ ଟ୍ରେନରେ ମିଳିବ ମସାଜ୍ ସେବା, ମାତ୍ର ଖର୍ଚ୍ଚ କରିବାକୁ ହେବ ୧୦୦ ଟଙ୍କା

-ଏହି ରିହାତି ଟ୍ରେନର ସମସ୍ତ କ୍ଲାସରେ ଯାତ୍ରା କରିବାରେ ମିଳିବ। ଏହି ରିହାତି ରାଜଧାନୀ, ଶତାବ୍ଦୀ ଏବଂ ଦୁରନ୍ତ ଭଳି ପ୍ରିମିୟମ ଟ୍ରେନରେ ମଧ୍ୟ ମିଳିବ।

ଷ୍ଟୁଡେଣ୍ଟଙ୍କ ପାଇଁ ଡିସକାଉଣ୍ଟ

-ରେଲେଓ୍ଵ ଝିଅମାନଙ୍କ ପାଇଁ ଗ୍ରାଜୁଏସନ ପର୍ଯ୍ୟନ୍ତ ଏମଏସଟିରେ ସେକେଣ୍ଡ କ୍ଲାସରେ ଫ୍ରୀରେ ଯାତ୍ରା କରିବାର ସୁବିଧା ଦେଇଥାଏ। ସେହିପରି ଯଦି ପୁଅମାନେ ଦ୍ୱାଦଶ ଶ୍ରେଣୀ ପଯ୍ୟର୍ନ୍ତ ଏମଏସଟି ସେକେଣ୍ଡ କ୍ଲାସରେ ମାଗଣାରେ ଯାତ୍ରା କରିପାରିବେ।

-କେନ୍ଦ୍ର କିମ୍ବା ରାଜ୍ୟ ସରକାରରେ ଚାକିରି କିମ୍ବା ଇଣ୍ଟରଭ୍ୟୁ ପାଇଁ ଯାଉଥିଲେ ବେରୋଜଗାରୀ ଯୁବକ ଯୁବତୀ ମାନଙ୍କୁ ସ୍ଲିପର କ୍ଲାସ ଟିକେଟରେ ୫୦ ପ୍ରତିଶତ ଏବଂ ସେକେଣ୍ଡ କ୍ଲାସ ଟିକେଟରେ ୧୦୦ ପ୍ରତିଶତ ରିହାତି ମିଳିଥାଏ।

ଯୁବକ, ଯୁବତୀଙ୍କୁ ମିଳୁଥିବା ଡିସକାଉଣ୍ଟ

-ନ୍ୟାସନାଲ ଇଣ୍ଟିଗ୍ରେସନ କ୍ୟାମ୍ପସ ପକ୍ଷରୁ ନ୍ୟାସନାଲ ୟୁଥ୍ ପୋଜେକ୍ଟରେ ଯାଉଥିବା ଲୋକଙ୍କୁ ସେକେଣ୍ଡ କିମ୍ବା ସ୍ଲିପର କ୍ଲାସରେ ଯାତ୍ରା କଲେ ୫୦ ପ୍ରତିଶତ ଡିସକାଉଣ୍ଟ ମିଳିବ।

-ବେରୋଜଗାରୀ ଯୁବଗୋଷ୍ଠିଙ୍କୁ ମୁନିସିପାଲ କର୍ପୋରେସନ, ସରକାରୀ ବିଶ୍ୱବିଦ୍ୟାଳୟରେ ଚାକିରି ପାଇଁ ସେକେଣ୍ଡ ସ୍ଲିପର କ୍ଲାସରେ ଯାତ୍ରା କରିବାରେ ୫୦ ପ୍ରତିଶତ ଡିସକାଉଣ୍ଟ ମିଳିବ।

Pritiparna

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

12 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

12 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

16 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

39 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

47 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

53 mins ago