+୨ ଏବଂ ସ୍ନାତକଙ୍କ ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ସରକାରୀ ଚାକିରିର ସୁବର୍ଣ୍ଣ ସୁଯୋଗ, ଜଲଦି କରନ୍ତୁ ଆବେଦନ

କେନ୍ଦ୍ର ସରକାରଙ୍କ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍ (IOCL – Indian Oil Corporation Limited)ରେ ବମ୍ପର ଭର୍ତ୍ତି ହେବାକୁ ଯାଉଛି। ଏହି ଭର୍ତ୍ତୀ ଅନେକ ପଦରେ ହେବାକୁ ଯାଉଛି। ଏଥିରେ ଦ୍ୱାଦଶ ପାସ ଠାରୁ ନେଇ ସ୍ନାତକଙ୍କ ପାଇଁ ସରକାରୀ ଚାକିରି ପାଇବାର ସୁଯୋଗ ମିଳୁଛି। ଇଣ୍ଡିଆନ୍ ଅଏଲ ଏହି ସମ୍ପର୍କରେ ଅଧିସୂଚନା ଜାରୀ କରିସାରିଛି। ଆବେଦନ ପ୍ରକ୍ରୀୟା ମଧ୍ୟ ଜାରୀ କରାଯାଇଛି।

ଗୁରୁତ୍ୱପୂର୍ଣ୍ଣ ତାରିଖ

ଆବେଦନ ଆରମ୍ଭର ତାରିଖ – ୨୫ ଅକ୍ଟୋବର ୨୦୧୯

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ – ୧୫ ନଭେମ୍ବର ୨୦୧୯

ଆଡମିଟ କାର୍ଡ ଡାଉନଲୋଡ କରିବାର ସମ୍ଭାବିତ ତାରିଖ – ୨୦ ରୁ ୨୩ ନଭେମ୍ବର

ଲିଖିତ ପରୀକ୍ଷାର ସମ୍ଭାବିତ ତାରିଖ – ୨୪ ନଭେମ୍ବର ୨୦୧୯

ପରୀକ୍ଷା ପରିଣାମ ଜାରୀ ହେବାର ସମ୍ଭାବିତ ତାରିଖ – ୨୯ ନଭେମ୍ବର ୨୦୧୯

କାଗଜପତ୍ର ସତ୍ୟାପନ କରିବାର ସମ୍ଭାବିତ ତାରିଖ – ୪ ରୁ ୧୧ ନଭେମ୍ବର ୨୦୧୯

ପଦର ବିବରଣୀ

             ପଦ ନାମ                                     ପଦ  ସଂଖ୍ୟା

ଟ୍ରେଡ୍ ଅପ୍ରେଣ୍ଟିସ୍‌, ଟେକନିସିଆନ ଅପ୍ରେଣ୍ଟିସ             ୬୫୪

ଶିକ୍ଷାଗତ ଯୋଗ୍ୟତା

ଏହି ଭର୍ତ୍ତୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ପଦ ଅନୁସାରେ ଅଲଗା ଅଲଗା ନିର୍ଦ୍ଧାରଣ କରାଯିବ। କିଛି ପଦର ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ରହିଛି। ସେହିପରି କିଛି ପଦରେ ସ୍ନାତକ, ଇଞ୍ଜିନିୟରିଂ କିମ୍ବା ଡିପ୍ଲୋମା ଇଞ୍ଜିନିୟରିଂ ମଧ୍ୟ ରହିଛି।

ଏହାସହ ପଢନ୍ତୁ : SBI ଖାତାଧାରକଙ୍କ ପାଇଁ ବଡ ଖବର ! ଯଦି ଏହି ମେସେଜ ଉପରେ କଲେ କ୍ଲିକ, ତେବେ ଖାଲି ହୋଇଯିବ ଆପଣଙ୍କ ସମସ୍ତ ଜମା-ପୁଞ୍ଜି

ଚୟନ ପ୍ରକ୍ରୀୟା

ଆବେଦନକାରୀଙ୍କ ଚୟନ ପ୍ରକ୍ରୀୟା ଲିଖିତ ପ୍ରକ୍ରୀୟା ଆଧାରରେ କରାଯିବ।

ଆବେଦନ ପ୍ରକ୍ରୀୟା

ଏହି ପଦରେ ପାଇଁ ଆବେଦନ ଅନଲାଇନ ମାଧ୍ୟମରେ କରାଯିବ।

ବୟସ ସୀମା

ଏହି ପଦରେ ନିଯୁକ୍ତି ପାଇଁ ଆବେଦନକାରୀଙ୍କ ବୟସ ୩୧ ଅକ୍ଟୋବର ୨୦୧୯ ପଯ୍ୟର୍ନ୍ତ ନ୍ୟୁନତମ ବୟସ ୧୮ ବର୍ଷ ଏବଂ ଅଧିକତମ ବୟସ ୨୪ ବର୍ଷ ରହିିଛି। ଆରକ୍ଷିତ ଶ୍ରେଣୀଙ୍କ ଆଶାୟୀ ପ୍ରାର୍ଥୀଙ୍କ ନିୟମାନୁସାରେ ଏଥିରେ କୋହଳ କରାଯିବ।

Pritiparna

Recent Posts

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

9 seconds ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

17 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

27 mins ago

ଏଲନ୍‌ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…

31 mins ago

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

57 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

1 hour ago