ବ୍ୟବସାୟ ଓ ଅର୍ଥନୀତି

JIOର ଶସ୍ତା ଓ ଜବରଦସ୍ତ ପ୍ଲାନ, ମାତ୍ର ସାଢ଼େ ୩ ଟଙ୍କା ଖର୍ଚ୍ଚରେ ପାଇବେ 1GB ଡାଟା ସହିତ କଲିଂର ଫାଇଦା

ଦେଶର ସବୁଠାରୁ ବଡ ଟେଲିକମ୍‌ କମ୍ପାନୀ Reliance Jio ନିଜର ଗ୍ରାହକଙ୍କ ପାଇଁ ପ୍ରାୟ ପ୍ରତ୍ୟେକ ଦିନ ନୂଆ ନୂଆ ଧମାକେଦାର ପ୍ରିପେଡ୍‌ ପ୍ଲାନ ଲଞ୍ଚ୍‌ କରୁଛି। ଜିଓ ପାଖରେ ବହୁତ ସାରା ଶସ୍ତା ଦାମ ବାଲା ଡାଟା ପ୍ଲାନ ରହିଛି। କିନ୍ତୁ କଣ ଆପଣ ଜାଣନ୍ତି ଜିଓର କିଛି ପ୍ଲାନ ଏମିତି ରହିଛି, ଯେଉଁଥିରେ ଆପଣ ମାତ୍ର ୩.୫ ଟଙ୍କାରେ ୧ ଜିବି ଡାଟା ପାଇପାରବେ।

ଆଜ୍ଞା ହଁ ଜିଓ ଏବେ ଏକ ଏହି ଧମାକେଦାର ପ୍ଲାନ ଅଫର କରୁଛି, ଯେଉଁଥିରେ ଗ୍ରାହକଙ୍କୁ ମାତ୍ର ସାଢ଼େ ୩ ଟଙ୍କାରେ ୧ଜିବି ଡାଟା ମିଳିବ। କମ୍ପାନୀ ଏହି ଦମଦାର ପ୍ଲାନର ଭ୍ୟାଲିଡିଟୀ ରଖିଛି ୮୪ ଦିନ।

ଏହି ପ୍ଲାନ ସେହି ଲୋକଙ୍କ ପାଇଁ ଏକଦମ୍‌ ବଢ଼ିଆ ହେବ ଯେଉଁମାନେ ପ୍ରତି ମାସ ରିଚାର୍ଜ ଝିନଝଟରୁ ରକ୍ଷା ପାଇବାକୁ ଚାହୁଁଛନ୍ତି। ଆମେ ଆପଣଙ୍କୁ କହୁଛୁ ଜିଓର ୫୯୯ ଟଙ୍କିଆ ପ୍ଲାନ ବିଷୟରେ। ଯେଉଁଥିରେ ୟୁଜର୍ସଙ୍କୁ ପ୍ରାୟ ୩.୫ ଟଙ୍କା ଖର୍ଚ୍ଚ କରି ୧ଜିବି ଡାଟା ମିଳିପାରିବ। ଏହି ପ୍ଲାନରେ ଆପଣଙ୍କୁ ୮୪ ଦିନର ବୈଧତା ମିଳିବା ସହିତ ପ୍ରତିଦିନ ୨ ଜିବି ଡାଟା ମିଳିଥାଏ। ଏହିପରି ଭାବେ ପୂରା ପ୍ୟାକ ଅବଧିରେ ଗ୍ରାହକଙ୍କୁ ୫୯୯ ଟଙ୍କାର ମୋଟ ୧୬୮ ଜିବି ଡାଟା ମିଳିଥାଏ।

ସବୁକୁ ଯଦି ଲକ୍ଷ୍ୟ କରିବା ତାହେଲେ ଗ୍ରାହକଙ୍କୁ ୧ ଜିବି ଡାଟା ୟୁଜ୍‌ କରିବା ପାଇଁ ପ୍ରାୟ ୩.୫୭ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏହିପରି ଭାବେ ୟୁଜର୍ସଙ୍କୁ ୧ଜିବି ଡାଟା ପାଇଁ ବହୁତ କମ୍‌ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ।

ଏହି ପ୍ଲାନରେ ବେନିଫିଟ୍‌ ବିଷୟରେ କହିବା ତ ଏଥିରେ ଜିଓ ନିଜ ଗ୍ରାହକଙ୍କୁ ଜିଓ ଆପ୍ସର ଆକସେସ୍‌ ମାଗଣାରେ ଦେଇଥାଏ। ସୂଚନା ପାଇଁ ଜଣାଇବାକୁ ଚାହିଁବୁ ଯେ ଜିଓ ମ୍ୟୁଜିକ, ମୁଭି ଠାରୁ ନେଇ ଆପ୍ସ ବି ସାମିଲ ଅଛି। ଏଥିରେ Jio Cinema, JioSaavn ଭଳି ଆପ୍‌ ମଧ୍ୟ ମହଜୁଦ ଅଛି।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago