ଗୋଟିଏ କ୍ଲିକରେ ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନା ଆଉ ତୈଳ ଦର

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦାମରେ ହ୍ରାସପାଇବା ଲଗାତର ୬ ଦିନ ଧରି ରହିଛି। ତୈଳ ମାର୍କେଟିଙ୍ଗ୍‌ କମ୍ପାନୀ ପେଟ୍ରୋଲ ଦାମରେ ଛଅ ପଇସା ଏବଂ ଡିଜେଲରେ ପାଞ୍ଚ ପଇସା ପ୍ରତି ଲିଟର ହ୍ରାସ କରିଛନ୍ତି। ସେହିପରି କରୋନା ଭାଇରସ କାରଣରୁ ଅନ୍ତରାଷ୍ଟ୍ରୀୟ ବଜାରରେ କଞ୍ଚା ତେଲ ୧୩ ମାସ ତଳକୁ ଖସି ଯାଇଛି। ଦିଲ୍ଲୀରେ ପେଟ୍ରୋଲ ଦର ୭୩ ଟଙ୍କା ପ୍ରତି ଲିଟର ହୋଇଯାଇଛି। ଭୁବନେଶ୍ୱରରେ ମଧ୍ୟ ସମାନ ଦାମ ଥିବା ଜଣାଯାଇଛି।

ସେହିପରି ଲୋକାମାନେ ସୁନା ଦାମକୁ ନେଇ ମଧ୍ୟ ଚିନ୍ତିତ ଥିଲେ। ବିବାହ ସିଜନ ଚାଲୁଥିବା କାରଣରୁ ଲୋକମାନେ ସୁନା କିଣିବା ପାଇଁ ଚିନ୍ତାରେ ରହୁଛନ୍ତି। ତେବେ ଗ୍ରାହକ ମାନଙ୍କ ପାଇଁ ଏବେ ଖୁସି ଖବର। କାହିଁକି ନା ଗତକାଲି ଅପେକ୍ଷା ଆଜି ସୁନା ଦର କମିଛି। ତେବେ ଏବେ ଆପଣ ଆଉ ଡେରୀ ନ କରି ଆପଣଙ୍କ ପ୍ରିୟଜନଙ୍କ ପାଇଁ ସୁନା ଜିନିଷ କିଣିପାରିବେ। ତେବେ ଜାଣନ୍ତୁ କେତେ ରହିଛି ଦାମ ପୂରା ଡିଟେଲସରେ।

Pritiparna

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

20 seconds ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

6 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

36 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

44 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago