ବ୍ୟବସାୟ ଓ ଅର୍ଥନୀତି

ଜାଣନ୍ତୁ UAN ଆକ୍ଟିଭେଟ୍‌ କରିବାର ସବୁଠାରୁ ସହଜ ପ୍ରକ୍ରିୟା

ୟୁନିଭର୍ସଲ ଆକାଉଣ୍ଟ ନମ୍ବର (UAN) ର ପ୍ରୟୋଗ ପ୍ରୋଭିଡେଣ୍ଡ ଫଣ୍ଡରେ ଟଙ୍କା ଜମା କରିବା, ଟଙ୍କା ବାହାର କରିବା ଏବଂ ଅନ୍ୟାନ୍ୟ ସୁବିଧା ପାଇଁ କରାଯାଇଥାଏ। ଯଦି ଆପଣଙ୍କ ଦରମାରୁ ପ୍ରୋଭିଡେଣ୍ଟ ଫଣ୍ଡ ବାଲାନ୍ସ କଟୁଛି ଏବଂ ଆପଣ ନିଜର PF ବାଲାନ୍ସ ଚେକ୍‌ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ UAN ନମ୍ବର ଆକ୍ଟିଭେଟ୍‌ କରିବାକୁ ହେବ।

ସୂଚନା ମୁତାବକ ୟୁନିଭର୍ସଲ ଆକାଉଣ୍ଟ ନମ୍ବର (UAN) କୌଣସି ପ୍ରକାର ଆକ୍ଟିଭେଟ୍‌ ହୋଇପାରିବ। UAN ଆକ୍ଟିଭ ହେବା ପରେ ଆପଣ ନିଜର PF ବାଲାନ୍ସ ଚେକ୍‌ କରିପାରିବେ। ଯଦି ଆପଣଙ୍କୁ ନିଜର UAN ଜଣାନଥାଏ ତେବେ ଆପଣ ସାଲାରୀ ସ୍ଲିପ୍‌ ମାଧ୍ୟମରେ ମଧ୍ୟ ଏହାକୁ ଦେଖିପାରିବେ। ସେହିଭଳି ଯଦି ଆପଣଙ୍କ ପାଖରେ ସ୍ଲିପ୍‌ ନଥାଏ ତେବେ ଆପଣ ନିଜର ଅଫିସ୍‌ ସହ ସମ୍ପର୍କ କରି ନିଜର UAN ନମ୍ବର ଜାଣି ପାରିବେ।

KNews Bureau

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

31 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

35 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

52 mins ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

55 mins ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

1 hour ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

1 hour ago