ବ୍ୟବସାୟ ଓ ଅର୍ଥନୀତି

FCIରେ ଖାଲିପଡିଛି ଆସିଷ୍ଟାଣ୍ଟ ଜେନେରାଲ ମ୍ଯାନେଜର ଏବଂ ମେଡିକାଲ ଅଫିସର ପଦବୀ, ଆସନ୍ତାକାଲି ଆବେଦନ କରିବାର ଶେଷ ତାରିଖ

ଫୁଡ କର୍ପୋରେସନ ଅଫ ଇଣ୍ଡିଆ(FCI) ଅଧିନରେ ଖାଲିପଡିଛି ଅନେକ ପଦବୀ। ଯଦି ଆପଣ ଇଚ୍ଛୁକ ତେବେ ଜଲଦି କରନ୍ତୁ ଆବେଦନ। ଆବେଦନ କରିବାର ଶେଷ ତାରିଖ ଆସନ୍ତାକାଲି ଅର୍ଥାତ୍ ୩୧ ମାର୍ଚ୍ଚ ରହିଛି। ଏଫସିଆଇରେ ଖାଲିପଡିଛି ଆସିଷ୍ଟାଣ୍ଟ ଜେନେରାଲ ମ୍ଯାନେଜର ତଥା ମେଡିକାଲ ଅଫିସର ପଦବୀରେ ଭର୍ତ୍ତି ପାଇଁ ଆବେଦନ ମାଗୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ୩୧ ମାର୍ଚ୍ଚ ପର୍ଯ୍ଯନ୍ତ ବିଭାଗୀୟ ଅଧିକାରକ ୱେବସାଇଟ fci.gov.in କୁ ଯାଇ ନୋଟିଫିକେସନ ଦେଖି ଆବେଦନ କରିପାରିବେ।

ଅନଲାଇନ ଆବେଦନ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୧

ପଦବୀ ବିବରଣୀ: ୮୯

ଆସିଷ୍ଟାଣ୍ଟ ଜେନେରାଲ ମ୍ଯାନେଜର(ଜେନେରାଲ ଆଡମିନିଷ୍ଟ୍ରେସନ): ୩୦
ଆସିଷ୍ଟାଣ୍ଟ ଜେନେରାଲ ମ୍ଯାନେଜର (ଟେକନିକାଲ): ୨୭
ଆସିଷ୍ଟାଣ୍ଟ ଜେନେରାଲ ମ୍ଯାନେଜର(ଆକାଉଣ୍ଟସ):୨୨
ଆସିଷ୍ଟାଣ୍ଟ ଜେନେରାଲ ମ୍ଯାନେଜର(ଲ): ୮
ମେଡିକାଲ ଅଫିସର: ୨

ଶିକ୍ଷାଗତ ଯୋଗ୍ଯତା: ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଗ୍ରାଜୁଏସନରେ ୫୫ ପ୍ରତିଶତ ମାର୍କ ରଖିଥିବା ଆବଶ୍ଯକ। ପଦାନୁସାରେ ଶିକ୍ଷାଗତ ଯୋଗ୍ଯତା ଅଲଗା ଅଲଗା ନିର୍ଦ୍ଧାରିତ କରାଯିବ।

 

ବୟସ ସୀମା: ମେଡିକାଲ ଅଫିସର ପଦବୀ ପାଇଁ ପ୍ରାର୍ଥୀଙ୍କ ଅଧିକତମ ବୟସ ୩୫ ବର୍ଷ ହୋଇଥିବା ଆବଶ୍ଯକ। ଆସିଷ୍ଟାଣ୍ଟ ଜେନେରାଲ ମ୍ଯାନେଜର(ଲ) ପାଇଁ ୩୩ ବର୍ଷ, ଆସିଷ୍ଟାଣ୍ଟ ଜେନେରାଲ ମ୍ଯାନେଜର(ଜେନେରାଲ ଆଡମିନିଷ୍ଟ୍ରେସନ) ପାଇଁ ୩୦ ବର୍ଷ ବୟସ୍ ଏବଂ ଅନ୍ଯ ପଦବୀ ପାଇଁ ୨୮ ବର୍ଷ ହୋଇଥିବା ଆବଶ୍ଯକ।

ଦରମା: ମେଡିକାଲ ଅଫିସର (୫୦,୦୦୦/୧,୬୦,୦୦୦)
ଜେନେରାଲ ମ୍ଯାନେଜର ପଦବୀ(୬୦,୦୦୦/୧,୮୦,୦୦୦)

ଚୟନ ପ୍ରକ୍ରିୟା: ଯୋଗ୍ଯ ପ୍ରାର୍ଥୀଙ୍କ ଚୟନ ଅନଲାଇନ ଟେଷ୍ଟ ଏବଂ ଇଣ୍ଟରଭ୍ଯୁ ମାଧ୍ୟମରେ ହେବ। ଜେନେରାଲ କ୍ଯାଟୋଗରୀ ପ୍ରାର୍ଥୀ ଅନଲାଇନ ଟେଷ୍ଟରେ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ଯକ।

ଆବେଦନ ଶୁଳ୍କ: ସାଧାରଣ ବର୍ଗ ପାଇଁ ୧ ହଜାର ଟଙ୍କା ଏବଂ ଅଣସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ନିଶୁଳ୍କ ରହିଛି।

Swagatika

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

13 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

21 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

37 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago