ବ୍ୟବସାୟ ଓ ଅର୍ଥନୀତି

ସିଲିଣ୍ଡର ଉପରେ ୭୦୦ ଟଙ୍କା ଡିସକାଉଣ୍ଟ ପାଇବାର ଆଜି ଶେଷ ତାରିଖ, ଫଟାଫଟ କରନ୍ତୁ ଏହି କାମ

ତୈଳ କମ୍ପାନୀ ଘରୋଇ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଦାମକୁ ପୁଣି ଥରେ ବଢ଼ାଇ ଦେଇଛନ୍ତି। ଯେଉଁ କାରଣରୁ ବିନା ସବସିଡି ଯୁକ୍ତ ୧୪.୨ କିଲୋଗ୍ରାମ୍ ଏଲପିଜି ସିଲିଣ୍ଡର ଦାମ୍ ୭୬୯ ଟଙ୍କାରୁ ବଢି ୭୯୪ ଟଙ୍କା ହୋଇଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଚଳିତ ମାସରେ ସିଲିଣ୍ଡର୍ ଦାମ୍ ତୃତୀୟଥର ପାଇଁ ବୃଦ୍ଧି ପାଇଛି। ତେଣୁ ଗ୍ରାହକଙ୍କ ପାଇଁ ବର୍ତ୍ତମାନ ଏକ ଅଫର ରହିଛି। ଏହି ଅଫର୍ ଅନୁଯାୟୀ ଆପଣ ଏହି ମହଙ୍ଗା ସିଲିଣ୍ଡରକୁ ମାତ୍ର ୯୪ ଟଙ୍କାରେ କିଣିପାରିବେ। ତାହେଲେ ଆସନ୍ତୁ ଜାଣିବା କେମିତି ଉଠାଇବେ ଏହି ଅଫରର ଲାଭ।

ଆପଣ ପେଟିଏମରୁ ଏଲ୍ପିଜି ସିଲିଣ୍ଡର ବୁକ କରି ୭୦୦ ଟଙ୍କା ଯାଏଁ କ୍ୟାସବ୍ୟାକ ପାଇପାରିବେ। ପେଟିଏମର ଏହି ଖାସ ଅଫରର ଫାଇଦା ଉଠାଇ ଆପଣ ମାତ୍ର ୯୪ ଟଙ୍କାରେ ସିଲିଣ୍ଡର ପାଇପାରିବେ।

ଜାଣନ୍ତୁ ପୁରା ପ୍ରକ୍ରିୟା

  • ଷ୍ଟେପ ୧ – ଯଦି ଆପଣଙ୍କ ଫୋନରେ ପେଟିଏମ ଆପ୍ ନାହିଁ ତେବେ ପ୍ରଥମେ ଏହାକୁ ଡାଉନଲୋଡ୍ କରନ୍ତୁ।
  • ଷ୍ଟେପ ୨ – ଏବେ ଆପଣ ନିଜ ଫୋନରେ ପେଟିଏମ୍ ଆପ୍ ଖୋଲନ୍ତୁ।
  • ଷ୍ଟେପ ୩ – ଏହାପରେ  ‘recharge and pay bills’ କୁ ଯାଆନ୍ତୁ।
  • ଷ୍ଟେପ ୪ – (ଏବେ ବୁକ୍ ଏ ସିଲିଣ୍ଡର) ଅପସନକୁ ଖୋଲନ୍ତୁ।
  • ଷ୍ଟେପ ୫ – ଭାରତ ଗ୍ୟାସ, ଏଚପି ଗ୍ୟାସ୍ କିମ୍ବା ଇଣ୍ଡେନ ଗ୍ୟାସରୁ ନିଜ ଗ୍ୟାସ୍ ପ୍ରୋଭାଇଡର ଚୟନ କରନ୍ତୁ।
  • ଷ୍ଟେପ ୬ – ରେଜିଷ୍ଟର୍ଡ ମୋବାଇଲ ନମ୍ବର କିମ୍ବା ନିଜ LPG ID ଏଣ୍ଟର କରନ୍ତୁ।
  • ଷ୍ଟେପ ୭ – ଏହାପରେ ଆପଣଙ୍କୁ ପେମେଣ୍ଟ ଅପସନ୍ ଦେଖାଯିବ।
  • ଷ୍ଟେପ ୮ – ଏବେ ପେମେଣ୍ଟ କରିବା ପୂର୍ବରୁ ଅଫର ଉପରେ ପୋମୋ କାର୍ଡ ଦିଅନ୍ତୁ।

ତେବେ ଆପଣଙ୍କୁ ଜଣାଇଦେଉଛୁ ଯେ ଏହି ୭୦୦ ଟଙ୍କା କ୍ୟାସବ୍ୟାଙ୍କ ଅଫର ପେଟିଏମ୍ ଆପ୍ ମାଧ୍ୟମରେ ପ୍ରଥମଥର ଏଲ୍ପିଜି ଗ୍ୟାସ୍ ବୁକ୍ କରୁଥିବା ଗ୍ରାହକଙ୍କୁ ହିଁ ମିଳିବ। ଏହି ଅଫରର ଲାଭ ଫେବୃଆରୀ ୨୮ ତାରିଖ ଯାଏଁ ହିଁ ରହିଛି। ଏହି ଅଫର ପାଇଁ ପେଟିଏମ ଅନେକ ଗ୍ୟାସ କମ୍ପାନୀ ସହ ଚୁକ୍ତିନାମା କରିଛି।

Pritiparna

Recent Posts

୨୦ରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ, ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେବେ କାମଚଳା ବାଚସ୍ପତି

ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ୧୯ ତାରିଖରେ ବାଚସ୍ପତି ପଦ ପାଇଁ ନମାଙ୍କନ ଦାଖଲ ହେବ…

2 mins ago

ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ : ଭାରତରେ ଏକ ନମ୍ବର ଓ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି କିଟ୍‍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି।…

15 mins ago

ବଜ୍ରାପାତରେ ଜଣେ ମୃତ, ମା’ କିଚକେଶ୍ୱରୀ ଦେବୀ ମନ୍ଦିର କଳସ ଭାଙ୍ଗିଲା

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି…

2 hours ago

ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ

କଟକ (କେନ୍ୟୁଜ୍‌) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍‌ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…

2 hours ago

ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଏମିତି ଆସିଥିଲେ କିଛି ନିଆରା ବ୍ୟକ୍ତି

ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…

3 hours ago

କଳିଙ୍ଗ ଟିଭିକୁ ଧନ୍ୟବାଦ ଜଣାଇଲେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ମୋହନ ଚରଣ  ମାଝୀ ଏବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଗତକାଲି ତାଙ୍କ ନେତୃତ୍ୱରେ ବିଜେପି ସରକାର…

3 hours ago