ଜୁକରବର୍ଗ ଦେଲେ ପ୍ରତିଶୃତି, WhatsApp ଭଳି ସୁରକ୍ଷିତ ହେବ ଫେସବୁକ୍ ଏବଂ କେହି ପଢ଼ି ପାରିବେ ନାହିଁ ମେସେଜ୍

ୟୁଜର୍ସଙ୍କ ଡାଟାର ସିକ୍ୟୁରିଟୀକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ଆଜି ସୋସିଆଲ ମିଡିଅର ସାଇଟ ଫେସବୁକର ସିଇଓ ମାର୍କ ଜକରବର୍ଗ ଏକ ବ୍ଲଗ୍ ପୋଷ୍ଟ କରିଛନ୍ତି। ସେଥିରେ ଲେଖାଅଛି ଫେସବୁକ୍ ୟୁଜର୍ସଙ୍କ ଡାଟାକୁ ସିକ୍ୟୁର କରିବା ପାଇଁ ଯୋଜନା କରୁଛି। ଜୁକରବର୍ଗ ପୋଷ୍ଟରେ ଲେଖିଛନ୍ତି ଏନକ୍ରିପସନ ଫେସବୁକର ଫ୍ୟୁଚରର ଜରୁରୀ ପଏଣ୍ଟସ ମଧ୍ୟରୁ ଗୋଟିଏ। ଏହି ପୋଷ୍ଟରୁ ଏହା ଜଣାପଡୁଛି ଯେ ଫେସବୁକ୍ ବହୁତ ଜଲଦି ନିଜର ଫୋକସ ପବ୍ଲିକ ପୋଷ୍ଟ ସ୍ଥାନରେ ନିଜର ମେସେଜିଂ ଆପରେ ଏନକ୍ରିପସନ ଏବଂ ଇଫର୍ମାଲ କମ୍ୟୁନିକେସନ କରିବାକୁ ଯାଉଛି।

୩,୨୦୦ ଶବ୍ଦର ବ୍ଲଗ ପୋଷ୍ଟରେ ଜୁକରବର୍ଗ ଲେଖିଛନ୍ତି ଯେ ତାଙ୍କ କମ୍ପାନୀ ସେହି ଦେଶରେ ବ୍ୟାନ ହୋଇଯିବ ଯେଉଁଠି ଏନକ୍ରିପସନର ଅନୁମତି ଦେବ ନାହିଁ। ସେ ଲେଖିଛନ୍ତି ଭବିଷ୍ୟତରେ ପ୍ରାଇବେସୀ ଫୋକସ କମ୍ୟୁନିକେସନ ପ୍ଲାଟଫର୍ମ ବର୍ତ୍ତମାନର ଓପନ ପ୍ଲାର୍ଟଫର୍ମ ମୁକାବିଲା ଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ ହୋଇଯିବ।

ଜୁକରବର୍ଗ ଆଗକୁ ଲେଖିଛନ୍ତି ଯେ ମୁଁ ଭାବୁଛି ଯେ କମ୍ୟୁନିକେସନ ଲଗାତର ଭାବେ ପ୍ରାଇଭେଟ ଏବଂ ଏନକ୍ରିପଟେଡ ସର୍ଭିସ ଆଡକୁ ସିଫ୍ଟ ହେଉଛି ଯେଉଁଠି ଲୋକମାନେ ଭରଷା କରିପାରିବେ ଯେ ସେମାନଙ୍କ ମେସେଜ ସିକ୍ୟୁର ରହିବ ମୁଁ ଏହାକୁ ଭବିଶ୍ୟତରେ ଆଣିବା ପାଇଁ ଚେଷ୍ଟା କରୁଛି।

ସେ ଆଗକୁ ଲେଖିଛନ୍ତି ଯେ ଆମେ ଫେସବୁକର ମେସେଜିଂ ପ୍ଲାଟଫର୍ମକୁ ମଧ୍ୟ ହ୍ବାଟସଅପ୍ ଭଳି କରିବା ପାଇଁ ପ୍ଲାନିଂ କରୁଛି। ଆମେ ଏହାକୁ ସମ୍ପୂର୍ଣ୍ଣ ଭାବରେ ସିକ୍ୟୁର ଇଣ୍ଟରେକ୍ଟିଭ କରିବା ପାଇଁ ଯୋଜନା କରୁଛୁ, ଯେଉଁଥିରେ କଲ, ଭିଡିଓ ଚାଟ, ଗ୍ରୁପ୍ , ଷ୍ଟୋରେଜ, ବିଜନେସ, ପେମେଣ୍ଟ ଭଳି ସର୍ଭିସେଜ ସାମିଲ ଅଛି।

ଜୁକରବର୍ଗଙ୍କ ଏହି ପୋଷ୍ଟ ପରେ ଏହା ଆଶା କରାଯାଇପାରେ ଯେ ଶୀଘ୍ର ଫେସବୁକ୍ ମେସେଞ୍ଜର ସମ୍ପୂର୍ଣ୍ଣ ଭାବରେ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପଟେଡ ହେବ ଏବଂ କେହି ମଧ୍ୟ ଚାର୍ଟକୁ ପଢ଼ି ପାରିବେ ନାହିଁ। ନିଜେ ଫେସବୁକ୍ ମଧ୍ୟ ପଢ଼ିପାରିବ ନାହିଁ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

16 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago