‘M’ ଅକ୍ଷର ନାମ ଥିବା ବ୍ଯକ୍ତି ହୋଇଥାନ୍ତି ବିଶ୍ବସ୍ତ , ଜାଣନ୍ତୁ ଏମାନଙ୍କ ଜୀବନ ସହିତ ଜଡିତ କିଛି ରୋଚକ କଥା

ଆପଣଙ୍କ ନାଁର ପ୍ରଥମ ଅକ୍ଷର ଆପଣଙ୍କ ପର୍ସନାଲିଟି ବିଷୟରେ କହିଥାଏ । ଆପଣ ଆପଣଙ୍କ ବର୍ତ୍ତମାନରେ କଣ କରୁଛନ୍ତି ଏବଂ ଭବିଷ୍ୟତରେ କଣ କରିବେ ଏହାର ସିଧା ସଂଯୋଗ ଆପଣଙ୍କ ନାଁର ପ୍ରଥମ ଅକ୍ଷର ସହିତ ଜଡିତ । ଆମେ ଆପଣଙ୍କୁ କହିବାକୁ ଯାଉଛୁ ‘M’ ଅକ୍ଷର ନାମ ଥିବା ଲୋକମାନଙ୍କ ବିଷୟରେ ।

‘M’ ଅକ୍ଷର ଲୋକେ ୪ ଅଙ୍କର ବରାବର ହୋଇଥାନ୍ତି । ଏହି ଲୋକେ ବହୁତ ସାହାସୀ,ବୁଦ୍ଧିମାନ୍ ଏବଂ ବିଶ୍ବସ୍ତ ସ୍ବଭାବର ହୋଇଥାନ୍ତି । ଏହାସହିତ ପାରମ୍ପରିକ ଓ ଉଚ୍ଚ ବିଚାରର ହୋଇଥାନ୍ତି। ଏମାନଙ୍କୁ ନିଜର କାମ ପୁରା ବିଶ୍ବସ୍ତ ଭାବେ କରିବାକୁ ଭଲ ଲାଗିଥାଏ ।

ଏହି ‘M’ ଅକ୍ଷରର ଲୋକେ ନିଜ ଜୀବନରେ ଯାହା ବି କାମ କରିଥାନ୍ତି ଫୋକସ୍ ରଖି କରିଥାନ୍ତି । ସେମାନଙ୍କୁ ଆଗକୁ କି ପଦକ୍ଷେପ ନେବାକୁ ହେବ ସେହି ବିଷୟରେ ସେମାନେ ଆଗରୁ ପ୍ଳାନ୍ କରିଦେଇଥାନ୍ତି । ଏହି ବ୍ୟକ୍ତି ମାନଙ୍କୁ ସର୍ବଦା କ୍ବାଲିଟି କାମ କରିବାକୁ ପସନ୍ଦ ଆସିଥାଏ ।

‘M’ ଅକ୍ଷର ଲୋକେ ବହୁତ ଅନୁଶାସିତ ହୋଇଥାନ୍ତି । ଏହା ସହିତ ସେମାନଙ୍କ ସହିତ ଯଦି କିଛି ଭୂଲ୍ ହେଉଛି କିମ୍ବା ତାଙ୍କ ପାଖାପାଖିରେ କିଛି ଭୂଲ୍ ହେଉଛି ସେମାନେ ତାକୁ ସହିପାରିନଥାନ୍ତି । ଏହି ବ୍ଯକ୍ତି କାହା ସହିତ ଶିଘ୍ର ପ୍ରେମରେ ପଡିନଥାନ୍ତି, ଏବଂ କାହା ସହିତ ଖୋଲାଖୋଲି ଭାବେ କଥା ହେବାକୁ ସମୟ ନେଇଥାନ୍ତି । କିନ୍ତୁ ଯଦି କାହା ସହିତ ପ୍ରେମରେ ପଡନ୍ତି ତେବେ ବହୁତ ବିଶ୍ବସ୍ତ ଭାବେ ସାଥିରେ ରହିଥାନ୍ତି ।

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

35 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago