ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଦ୍ବାରା ଗରୀବ ମହିଳାଙ୍କୁ ୫ କିଲୋ ବାଲା ଗ୍ୟାସ ସିଲିଣ୍ଡର ଦେବାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଜଣାଇବାକୁ ଚାହିଁବୁ ଯେ ଦ୍ବାରା ଦାରିଦ୍ର ରେଖା ତଳେ ଥିବା ପରିବାରଙ୍କୁ ମାଗଣାରେ ଗ୍ୟାସ କନେକସନ ବଣ୍ଟାଯିବ। ସମସ୍ତ କନେକସନ ମହିଳାଙ୍କର ନାମରେ ହିଁ କରାଯାଇଛି। ୫ କିଲୋ ସିଲିଣ୍ଡର ମିଳିବା ଦ୍ବାରା ଲୋକମାନେ ଅଧିକ ସଂଖ୍ୟାରେ ଏହାର ରିଫିଲ କରିପାରିବେ। କାରଣ ଏହା ଗରୀବ ଲୋକଙ୍କ ପକେଟରୁ ଅଧିକ ଟଙ୍କା ଖର୍ଚ୍ଚ କରିବ ନାହିଁ।
ଯୋଜନା ଅନୁଯାୟୀ ନୂଆ ୮ କୋଟି ଗ୍ୟାସ କନେକସନ ବଣ୍ଟା ଯିବାର ଲକ୍ଷ ସରକାର ପୂର୍ବରୁ ୧୦୦ ଦିନରେ ପୂରାପୂରି ଭାବରେ ମିଳିଯିବ। ଏବେ ପର୍ଯ୍ୟନ୍ତ ୭.୧୯ କୋଟି କନେକସନ ଦିଆଯାଇଛି। ୩୦ ମେ ପରେ ୧୦୦ ଦିନ ଭିତରେ ୮୧ ଲକ୍ଷ ଗ୍ୟାସ କନେକସନ ଏବଂ ବଣ୍ଟା ଯିବ। ଥରେ ଏହି ଲକ୍ଷ ପୂରା ହୋଇଯିବା ପରେ ଯୋଜନା ଅନୁଯାୟୀ ୫ କିଲୋ ର ଛୋଟ ସିଲିଣ୍ଡର ବ୍ୟବହାର କରିବା ଅନିବାର୍ଯ୍ୟ କରିଦିଆଯିବ।
ଏବେ ଦିଲ୍ଲୀରେ ୫ କିଲୋ ସିଲିଣ୍ଡର ୨୬୦ ଟଙ୍କାରେ ମିଳୁଛି ଏବଂ ସବସିଡି ଭାବରେ ବ୍ୟାଙ୍କ ଆକାଉଣ୍ଟକୁ ୮୦ ଟଙ୍କା ଫେରସ୍ତ ଆସିବ। ସେହିଭଳି ୧୪.୦୨ କିଲୋର ବଡ ସିଲିଣ୍ଡର ଆପଣ ୭୧୨ ଟଙ୍କା ଦେଇଥାନ୍ତି। ଯାହା ସବସିଡି ହୋଇ ପ୍ରାୟ ୨୧୫ ଟଙ୍କା ଫେରସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଆସିଯାଇଥାଏ।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…