ବ୍ୟବସାୟ ଓ ଅର୍ଥନୀତି

ହୋଲିରେ ଖୁସି ଖବର! କମିଲା ପେଟ୍ରୋଲ ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ହ୍ରାସ ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୨୯ ପଇସା କମି ୯୧ ଟଙ୍କା ୫୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୨୮ ପଇସା କମି ୮୮ ଟଙ୍କା ୩୮ ପଇସା ହୋଇଛି ।

କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍:

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ:

ସୂଚନା ମୁତାବକ ପ୍ରତ୍ୟେକ ଦିନ ସକାଳ ୬ଟା ରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ | ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

WCW 11

Recent Posts

ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସୁନୀତା, ସ୍ପେସ୍ ମିଶନରେ ମହାକାଶଯାନ ଉଡ଼ାଇ ରଚିଲେ ଇତିହାସ

ମହାକାଶକୁ ଅନେକ ମହାକାଶଚାରୀ ଯାତ୍ରା କରୁଛନ୍ତି । କିନ୍ତୁ ବର୍ତ୍ତମାନ ଯାତ୍ରା କରିଥିବା ଜଣେ ମହିଳା ମହାକାଶଚାରୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ…

17 mins ago

NEET ୨୦୨୪ର ଓଡ଼ିଶା ଟପ୍ପର ସତ୍ୟଜିତ ପରିଡ଼ା, ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ

ଯାଜପୁର ରୋଡ଼ (କେନ୍ୟୁଜ): ନିକଟରେ ପ୍ରକାଶ ପାଇଛି NEET ୨୦୨୪ ର ଫଳାଫଳ । ଏଥିରେ ବାଜିମାତ କରିଛନ୍ତି ଯାଜପୁର…

19 mins ago

ନୋଏଡା ପରେ ଗାଜିଆବାଦରେ ଏସି ବିସ୍ଫୋରଣ, ହୁତୁହୁତୁ ହୋଇ ଜଳିଲା ବିଲିଡିଂ

ଉତ୍ତର ପ୍ରଦେଶ ନୋଏଡା ପରେ ଗାଜିଆବାଦର ପୋଶ ଅଞ୍ଚଳରେ ଅଗ୍ନିକାଣ୍ଡ ହୋଇଛି । ଘରେ ବିସ୍ଫୋରଣ ହେବା ପରେ ପ୍ରଥମ…

40 mins ago

ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୦ ନବନିର୍ବାଚିତ ବିଜେପି ସାଂସଦ

ଭୁବନେଶ୍ୱର (କେନ୍ୟୁଜ): ନବ ନିର୍ବାଚିତ ବିଜେପି ସାଂସଦମାନଙ୍କୁ ଦିଲ୍ଲୀ ଡାକରା ।  ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୦ ବିଜେପି…

60 mins ago

ବୈଷ୍ଣୋ ଦେବୀଙ୍କ ପୀଠରେ ଅନନ୍ୟ ପଦକ୍ଷେପ, ଭକ୍ତମାନଙ୍କୁ ପ୍ରସାଦ ଭାବେ ଦିଆଯିବ ଗଛ ଚାରା

ଜାମ୍ମୁ କାଶ୍ମୀରର ମୁଖ୍ୟ ତୀର୍ଥସ୍ଥଳୀ ମାତା ବୈଷ୍ଣୋ ଦେବୀ ମନ୍ଦିର ପରିଦର୍ଶନ କରୁଥିବା ଭକ୍ତମାନେ ବର୍ତ୍ତମାନ ପ୍ରସାଦ ଭାବରେ ଚାରା…

1 hour ago

ଓଡ଼ିଶାମୁହାଁ ମୌସୁମୀ, ଆଇଏମଡିର ଆକଳନ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାମୁହାଁ ମୌସୁମୀ । ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ- ପଶ୍ଚିମ…

1 hour ago